Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ପାଇଁ ୧୦ ଜିଲ୍ଲାରେ ଦୁଇ ଦିନ ବଢ଼ିଲା ଦୋକାନ ଖୋଲିବା ସମୟ

ଭୁବନେଶ୍ୱର: ବାତ୍ୟାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁବିଧା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ସରକାର । ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ ଦୋକାନ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ…

କରୋନାରେ ଆଉ ଜଣେ ସାମ୍ବାଦିକ ମୃତ, ଦ୍ୱିତୀୟ ଲହରରେ ଗଲାଣି ୨୯ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ଥମୁନି କରୋନା ମୃତ୍ୟୁ ଆତଙ୍କ । ସମ୍ମୁଖ ଯୋଦ୍ଧାଙ୍କ ଜୀବନ ନେଉଛି ମହାମାରୀ । ରବିବାର ଆଉ ଜଣେ ସାମ୍ବାଦିକ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦୈନିକ ଖବରକାଗଜ ସର୍ବସାଧାରଣର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ଦେହାନ୍ତ ହୋଇଛି । ଗତ ୨୦ ତାରିଖରେ…

ଓଡ଼ିଶାରେ ୭ ଲକ୍ଷ ପାର କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୧୦୫୯ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କେବେ ବଢୁଛି ଓ କେବେ ଖସୁଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ୧୨ ହଜାର ଉପରେ ରହିଥିଲା । ଆଜି କଟକରେ ବଢ଼ିଛି ସଂକ୍ରମଣ । ସର୍ବାଧିକ…

ବଙ୍ଗୋପସାଗରରେ ଗଭୀତ ଅବପାତ ଆଜି ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ବାତ୍ୟା । ଆକାର ଧାରଣ କରିବ ୟସ୍ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନ୍ ଡିପ୍ ଡିପ୍ରେସନ୍ ବା ଗଭୀତ ଅବପାତରେ ପରିଣତ ହୋଇଛି । ଆଜି ଏହା ସାଇକ୍ଲୋନିକ୍ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ର ରୂପ ନେବ । ସମୁଦ୍ର ଭିତରେ ବଳ ଗୋଟାଉଛି । ଗତ ୪…

ଉପକୂଳ ଓଡ଼ିଶାରେ କେନ୍ଦ୍ର ମୁତୟନ କରିବ ୧୦ ଏନଡିଆରଏଫ୍ ଟିମ୍

ନୂଆଦିଲ୍ଲୀ: ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବାତ୍ୟା 'ୟଶ' ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ରାଜ୍ୟକୁ ୧୦ ଅତିରିକ୍ତ ଏନଡିଆରଏଫ୍ ଦଳ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ନୂଆଦିଲ୍ଲୀରେ ଏନଡିଆରଏଫ ମହାନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର…

ରାଜ୍ୟର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ

ଭୁବନେଶ୍ବର : ଓଡିଶାର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ରାଜ୍ୟରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ…

ଯଦିଓ ମୁଁ ଓଡ଼ିଶା ଠାରୁ ବହୁତ ଦୂରରେ ରହେ ତଥାପି ମୁଁ ଓଡ଼ିଆରେ କଥା ହେବାକୁ ଭଲ ପାଏ : ଅନ୍ୱେଷା ଦାସ

ମୁଁ ଦଶ ବର୍ଷରୁ ଅଧିକ ସମୟ ଧରି ଆମେରିକାର ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ଅନ୍ଵେଷା ଦାସଙ୍କୁ ଭେଟିଛି । କିନ୍ତୁ ସେ କେବେ ବି ଜାଣିପାରି ନ ଥିଲି ଯେ ସେ ସେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସଙ୍କ ଝିଅ ବୋଲି । ଆମ ଜୀବନରେ ଆମେ କ୍ୱଚିତ୍ ଏପରି ଏକ କଳାକାରଙ୍କୁ…

ବାତ୍ୟା ‘ୟଶ’ ଲାଗି ଟ୍ବିନସିଟିରେ ପ୍ରସ୍ତୁତି

ଭୁବନେଶ୍ୱର/କଟକ: ବାତ୍ୟା 'ୟଶ'ର ମୁକାବିଲା ପାଇଁ କଟକ ଏବଂ ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଜଳବନ୍ଦୀ ହେବା ଆଶଙ୍କାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପମ୍ପ ଲଗାଯାଉଥିବା ସୂଚନା ମିଳିଛି। ବିଏମସି ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।…

ଇଂଲଣ୍ଡ ଗସ୍ତରେ ଧୋନୀ, ଲୟଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ…

ଝାରପଡ଼ା ଜେଲରୁ ମିଳିଲା ଆଉ ଏକ ମୋବାଇଲ

ଭୁବନେଶ୍ବର : ଜେଲରେ ହେଉଛି ଚଢ଼ାଉ । ଜବତ ହେଉଛି ବିପୁଳ ସାମଗ୍ରୀ । ହେଲେ ପୁଣି ଜଏଦୀଙ୍କ ନିକଟରୁ ଜବତ ହେଉଛି ବେଆଇନ ସାମଗ୍ରୀ । ଆଜି ଝାରପଡ଼ା ଜେଲରୁ ମିଳିଛି ଆଉ ଏକ ମୋବାଇଲ । ଜେଲ୍ ଅଧିକ୍ଷକଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ମୋବାଇଲ ଜବତ କରାଯାଇଛି । ମାଟି ତଳେ ପୋତା ହୋଇ…