Latest Odisha News

BREAKING NEWS

Browsing Category

ଫିଚର

ବାତ୍ୟା ‘ୟଶ’ ମୁକାବିଲା ପାଇଁ ଓଡ଼ିଶାରେ ମୁତୟନ ହୋଇଛନ୍ତି ୬୦ ଓଡ୍ରାଫ ଟିମ୍

ପାରାଦୀପ: ବାତ୍ୟା 'ୟଶ'କୁ ଦୃଷ୍ଟିରେ ରଖି ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଉଦ୍ଧାର, ରିଲିଫ୍ ଏବଂ ଥଇଥାନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ସହିତ ଓଡ଼ିଶାରେ ନିୟୋଜିତ ହୋଇଛନ୍ତି ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସର ୬୦ଟି ଟିମ୍। ଏନେଇ ପାରାଦୀପର…

ବାତ୍ୟା ମୁକାବିଲା: ୫ ଜିଲ୍ଲା ପାଇଁ ୫ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୟସ୍ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ପ୍ରଭାବିତ ଆଶଙ୍କା ଥିବା ୫ଟି ଜିଲ୍ଲାରେ ମୁକାବିଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । କେନ୍ଦ୍ରାପଡା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା…

ଲକ୍ଷ୍ନୌରେ ୮୮୭୬ କରୋନା ପଜିଟିଭଙ୍କ ଖୋଜ ଖବର ନାହିଁ

ଲକ୍ଷ୍ନୌ: ଉତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୮୮୭୬ କରୋନା ରୋଗୀଙ୍କ ଖୋଜ ଖବର ମିଳୁ ନାହିଁ । କେଜିଏମୟୁ, ପିଜିଆଇ ଓ ଲୋହିୟା ସଂସ୍ଥାନରେ ଏହି ବ୍ୟକ୍ତିମାନେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । ସେମାନେ ଯେଉଁ ଠିକଣା ଦେଇଥିଲେ ତାହା ପରେ ଭୁଲ ବୋଲି ଜଣାପଡିଛି । ଏମାନଙ୍କୁ ହୋମ ଆଇସୋଲେଶନରେ…

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ…

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ, ବାତ୍ୟା ନେଇ କରିପାରନ୍ତି ସତର୍କ

ଭୁବନେଶ୍ୱର: ଆଜି ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ ବେଳେ ଭିଡିଓ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ । କଣ କହିବେ ତାଉପରେ ନଜର ରହିଛି । ବାତ୍ୟା ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ପାରନ୍ତି । ଓଡ଼ିଶା ଉପକୂଳରେ ବାତ୍ୟାର…

ଗୋଟିଏ କ୍ଲିକରେ ପଢ଼ନ୍ତୁ ସକାଳର ୫ଟି ଗୁରୁତ୍ୱପୂର୍ଣ୍ଣ ଖବର

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସାମୁଦ୍ରିକ ଝଡ଼ ‘ୟଶ୍’ ଆସନ୍ତା ୨୪ ଘଣ୍ଟା ଅତି ଭୟଙ୍କର ବାତ୍ୟାରେ ପରିଣତ ହେ ବ। ‘ୟଶ୍’ ଉତ୍ତର-ଉତ୍ତରପଶ୍ଚିମ…

ନର୍ସିଂ ଚାକିରି ଛାଡ଼ି ସ୍ୱାମୀଙ୍କ ସହ ମିଶି ଶବଦାହ କରୁଛନ୍ତି ଭୁବନେଶ୍ୱରର ମଧୁସ୍ମିତା ପୃଷ୍ଟି

ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । କାହାଠୁ ପ୍ରିୟ ପରିଜନଙ୍କୁ ଛଡ଼ାଇ ନେଇଛି ତ ଆଉ କାହାଠୁ ଅର୍ଥ ଉପାର୍ଜନର ପନ୍ଥା । ମହାମାରୀ ସହ ଲଢ଼ୁ ଲଢ଼ୁ ଅନେକଙ୍କ ଜୀବନଜୀବିକା ବି ଚାଲି ଯାଇଛି । କରୋନା ସହ ସଂଘର୍ଷ ଭିତରେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି…

‘ୟସ’ର ଲାଣ୍ଡଫଲ୍ ବେଳେ ୧୯୦ କି.ମି. ବେଗରେ ବହିବ ପବନ

ଭୁବନେଶ୍ୱର: ବଙ୍ଗୋପସାଗରରେ ଜନ୍ମ ନେଇଛି ବାତ୍ୟା ୟସ୍ । ୨୬ ତାରିଖ ମଧ୍ୟାହ୍ନରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ଲାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଓଡ଼ିଶା ଉପକୂଳର ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ…

ଓଡ଼ିଶାରୁ ଦିନକରେ ରେକର୍ଡ ୩୨ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ରେକର୍ଡ କରିଛି । ୨୪ ଘଣ୍ଟାରେ ଓଡ଼ିଶାରୁ ଏଯାଏ ସର୍ବାଧିକ ୩୨ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୩ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ମୃତ୍ୟୁବରଣ କରିଛନ୍ତି ।…

ବାତ୍ୟା ‘ୟଶ’ରେ ପରିଣତ ହେଲା ଗଭୀର ଅବପାତ, ଏବେ ପାରାଦୀପ ଠାରୁ ୫୪୦ କିମି ଦୂରରେ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟା ‘ୟଶ୍’ରେ ପରିଣତ ହୋଇଛି । ଏବେ ବାତ୍ୟା ‘ୟଶ୍’ ପୋର୍ଟବ୍ଲେୟାର ଠାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୬୦୦ କିମି ଦୂରରେ ରହିଥିବା ବେଳେ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୯୦ କିମି ଦୂରରେ ଅଛି । ସେହିଭଳି…