Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରୁ କରୋନା ନେଲା ଆଉ ୧୯ ଜୀବନ, ମୃତ୍ୟୁସଂଖ୍ୟା ୨୩ଶହ ଟପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୯ ଜୀବନ । ୧୩ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡ଼ା ଓ ଅନୁଗୋଳ…

ରାଜ୍ୟରେ ଏବେ ସିରିଏଲ ଓ ଫିଲ୍ମ ସୁଟିଂ ମନା, ନିର୍ଦ୍ଦେଶନାମା ଜାରି କଲେ ଏସଆରସି

ଭୁବନେଶ୍ୱର: ଓଡ଼ିଶାରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…

କରୋନାରେ ବରିଷ୍ଠ ସାମ୍ବାଦିକ ସୁନୀଲ ଜୈନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ବରିଷ୍ଠା ସାମ୍ବାଦିକ ତଥା ଫାଇନାନସିଆଲ୍ ଏକ୍ସପ୍ରେସର ମ୍ୟାନେଜିଂ ଏଡିଟର ସୁନୀଲ ଜୈନ୍ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନା ସଂକ୍ରମିତ ହୋଇଥିଲେ ସୁନୀଲ ଜୈନ୍ ।…

ବଣ୍ଡାଘାଟିରେ କରୋନା; ୧୨ ଜଣ ସଂକ୍ରମିତ, ୪ ସୁସ୍ଥ  

ମାଲକାନଗିରି: ବଣ୍ଡାଘାଟିରେ ପଶିଲା କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ପ୍ରଥମ ଥର ପାଇଁ ବଣ୍ଡାଘାଟିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଣ୍ଡାଘାଟିର ପ୍ରାୟ ୧୨ ଜଣ ଆଦିମ ଆଦିବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୮ ଜଣ ହୋମ୍ ଆଇସୋଲସେନରେ ଥିବାବେଳେ ୪ ଜଣ ସୁସ୍ଥ…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ ହଜାର ପଜିଟିଭ୍, ସୁସ୍ଥ ହେଲେ ୩ଲକ୍ଷ ୬୨ହଜାର

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୧ହଜାର ୧୭୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ । ଅର୍ଥାତ୍ ଆକ୍ରାନ୍ତଙ୍କ ଅପେକ୍ଷା ଆଜି ୫୦ହଜାର ଅଧିକ…

ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ତାଉ’ତେ

ନୂଆଦିଲ୍ଲୀ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ତାଉ’ତେ । ଅଧିକ ଘନୀଭୂତ ହେଉଛି । ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏବେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ପାଞ୍ଜିମ-ଗୋଈ ଉପକୂଳରୁ ୧୩୦…

ଓଡ଼ିଶାରେ କରୋନା ନେଲା ଆଉ ଦୁଇ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ…

୨୪ ଘଣ୍ଟାରେ ଓଡ଼ିଶାରୁ ୧୧,୭୩୨ କରୋନା ପଜିଟିଭ୍, ଖୋର୍ଦ୍ଧାରେ ବଢ଼ିଛି ଓ ସୁନ୍ଦରଗଡ଼ରେ କମିଛି

ଭୁବନେଶ୍ୱର: ରାଜ୍ୟରେ ଏବେ ୧୧ ହଜାର ଉପରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୭୩୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬ହଜାର ୫୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୧୬୩ । ଖୋର୍ଦ୍ଧାରେ ପୁଣି ବଢ଼ିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଆଜି…

ଆସନ୍ତାକାଲି ୮ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : କରୋନା କରୁଛି କଲବଲ । ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଅନେକଙ୍କ ଜୀବନ ନେଲାଣି ଭାଇରସ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି…

କୋଭିଡ ସମୟରେ ରାଉରକେଲାରେ ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚୁଛି ରାପିଡ୍ ରେସପନ୍ସ ଟିମ୍

ରାଉରକେଲା : ରାଉରକେଲା ସହରରେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି । ଘରକୁ ଘର ବୁଲି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରି ଔଷଧ ବଣ୍ଟନ କରୁଛି ଟିମ୍ । ଶରୀରର ତାପମାତ୍ରା ଓ…