Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାକୁ ନୟାଗଡରୁ ଗିରଫ କରିଛି ପୋଲିସ । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ, ଦ୍ୱିତୀୟ ଲହରରେ ଗଲାଣି ୨୫ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର…

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ…

କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା, ୨ ଅଟକ

ନବରଙ୍ଗପୁର: କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଲା କୋଭିଡ୍ ହସ୍ପିଟାଲ୍ । ନବରଙ୍ଗପୁର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଶନିବାର ସେକ୍ ରେହମାନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ କିଛିଦିନ ହେଲା ଚିକିତ୍ସତି…

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ…

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ…

ଓଡ଼ିଶାର ୯ ଜିଲ୍ଲାରେ ୯୫ ଡେଇଁଲା ପେଟ୍ରୋଲ୍, ମାଲକାନଗିରିରେ ଲିଟର ୯୮.୫୩ ଟଙ୍କା

ଭୁବନେଶ୍ୱର: ଦେଶରେ ତୈଳଦର ଆଜି ପୁଣି ବଢ଼ିଛି । ଯାହାର ପ୍ରଭାବ ଓଡ଼ିଶା ବଜାରରେ ମଧ୍ୟ ପରିଲକ୍ଷିତ ହୋଇଛି । ପେଟ୍ରୋଲ୍ ସହ ଡିଜେଲର ଦର ବୃଦ୍ଧି ପାଇଛି । ଗାଜା ପଟ୍ଟିରେ ବୃଦ୍ଧି ପାଉଥିବା ଉତ୍ତେଜନା ପାଇଁ ଆମେରିକା ଓ ପଶ୍ଚିମ ଏସିଆ ଦେଶର ତୈଳଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ।…

ଗଞ୍ଜାମରେ ବାହାଘର ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ, ପଜିଟିଭ୍ ଆସିଲେ ଅନୁମତି ନାହିଁ

ଗଞ୍ଜାମ: କରୋନାର ସେକେଣ୍ଡ ଓ୍ୱେଭ ଦ୍ରୁତ ମାଡୁଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକଣା ଅଧିକ କଡ଼ାକଡ଼ି ହେଲାଣି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଆୟୋଜନ ନେଇ ନୂଆ ନିୟମ କରିଛି ପ୍ରଶାସନ । ବିବାହ ପୂର୍ବରୁ ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହେବ । ସମସ୍ତଙ୍କର…

ସ୍ୱାଧୀନତା ପରର ସବୁଠୁ ବଡ଼ ଆହ୍ୱାନ କରୋନା: ରଘୁରାମ ରାଜନ

ନୂଆଦିଲ୍ଲୀ: ମହାମାରୀ କରୋନା ସ୍ୱାଧୀନତା ପରର ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ । ଦେଶ କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଥିବା ବେଳେ ଏମିତି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି, କେତେକ ସ୍ଥାନରେ ବିଭିନ୍ନ କାରଣକୁ ନେଇ ସରକାର ଲୋକଙ୍କୁ…

କୋଭିଡ୍ ସୁପରିଚାଳନା ଲାଗି ୧୨ଗୋଟି ଟିମ୍ ଗଠନ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ

ରାୟଗଡ଼ା: କୋଭିଡ୍ ପରିଚାଳନା ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ୧୨ ଗୋଟି ଟିମ୍ ଗଠନ କରିଛି । ଏହି ଟିମ୍ ଜିଲ୍ଲାବ୍ୟାପୀ କୋଭିଡ୍-୧୯ ସମ୍ପର୍କିତ କାର୍ଯ୍ୟର ତଦାରଖ କରିବ । ପ୍ରତି ଟିମରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ କୋଭିଡ୍ ହେଲଥ ସେଣ୍ଟର ପରିଚାଳନା, ମୃତଦେହ ଦାହ, ଆମ୍ବୁଲାନ୍ସ,…