Latest Odisha News

BREAKING NEWS

Browsing Category

ଫିଚର

ପୂର୍ଣ୍ଣ କ୍ଷମତାରେ ଚାଲିବ ସମ୍ କୋଭିଡ୍ ହସ୍ପିଟାଲ, ଆଦ୍ୟିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ପୁନଃ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ସରକାର ସମ୍ କୋଭିଡ୍ ହସ୍ପିଟାଲକୁ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟକ୍ଷମ କରିଛନ୍ତି । ଏଥିସହ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ଲଗାତାର ଭୁବନେଶ୍ୱରରେ ଦୁଇ ଦିନ ଧରି ୧୯୦ରୁ ଅଧିକ ସଂକ୍ରମିତ ଚିହ୍ନଟ…

ବୁର୍ଲା ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବା ବେଳେ ବୁର୍ଲା ଗସ୍ତରେ ଯାଇ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ବୁର୍ଲା ଭୀମସାରରେ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ…

ପିପିଲି ଉପନିର୍ବାଚନ, ପୋଷ୍ଟାଲ୍ ବାଲଟରେ ଭୋଟ୍ ଦେଲେ ୧୦୫୨ ଜଣ

ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଥଖରେ ମତଦାନ ହେବ । ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ  ସମ୍ମତି ପ୍ରଦାନ କରିଛନ୍ତି ।…

ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ପାଇଁ ଏହି ଖେଳାଳିଙ୍କୁ ଶ୍ରେୟ ଦେଲେ ରୋହିତ

ଚେନ୍ନାଇ: ଆଇପିଏଲର ପଞ୍ଚମ ମ୍ୟାଚରେ ଜିତୁ ଜିତୁ ହାରି ଯାଇଛି କୋଲକାତା ନାଇଟ୍ ରାଇଡର୍ସ । କୋଲକାତା ଠାରୁ ୧୦ ରନରେ ମ୍ୟାଚକୁ ଜିତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ୧୦ ରନରେ କେକେଆରକୁ ହରାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଜୟ ରୋମାଞ୍ଚକର । ପ୍ରଥମେ…

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୩କୁ ବୃଦ୍ଧି

ଭୁବନେଶ୍ୱର: ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୨୨ ଶହରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଲାଙ୍ଗିର, ଗଞ୍ଜାମ ଓ ଯାଜପୁରର ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ୩…

ନନ୍ଦନକାନନରେ ୩ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମେଘା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ଜଣ ନୂଆ ଅତିଥି । ନାଲି ମହାବଳ ବାଘୁଣୀ ମେଘା ୩ ଛୁଆଙ୍କୁ ଜନ୍ମ ଦେଇଛି । ମେଘା ୩ ବାଘ ଶାବକଙ୍କୁ ଜନ୍ମ ଦେବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଲ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।…

ରାଜ୍ୟରେ କରୋନାର ନୂଆ ରେକର୍ଡ, ୨ ହଜାର ଟପିଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନାର ପ୍ରକୋପ । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଦୈନିକ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୨୬୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କ୍ୱାରେଣ୍ଟାଇନରୁ ୧୩୧୪ଟି ମାମଲା ଆସିଥିବା ବେଳେ…

କରୋନା କଟକଣା ପାଇଁ ପଣା ସଂକ୍ରାନ୍ତି ଫିକା

ଭୁବନେଶ୍ୱର: ଆଜି ଓଡ଼ିଆ ନବ ବର୍ଷ, ମହାବିଷୁବ ତଥା ପଣା ସଂକ୍ରାନ୍ତି । ଆଜିଠୁ ରାଜ୍ୟରେ ପ୍ରଚଳନ ହୁଏ ନୂତନ ପାଞ୍ଜି । ପଣା ସଂକ୍ରାନ୍ତି ସହ ମହାବୀର ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ନିଷ୍ପତ୍ତି…

ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା ।…

ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ୧୪୪ ଧାରା

ମୁମ୍ବାଇ : ଦେଶରେ ମହାମାରୀ କରୋନା ଉପରମୁହାଁ । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମର । କିନ୍ତୁ ମହାରାଷ୍ଟ୍ରରେ ନିଦ ହଜାଇଲାଣି ଭୂତାଣୁ । ଭାଇରସର ଭୟାବହତାକୁ ନଜରରେ ରଖି ମହାରାଷ୍ଟ୍ରରେ ଲାଗୁ ହୋଇଛି ବଡ଼ କଟକଣା । ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା । ଏନେଇ…