Latest Odisha News

BREAKING NEWS

Browsing Category

ଫିଚର

ସରିଲା ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଶାଶୁ ଘରକୁ ଫେରିଲେ ମାଆ ସାଆନ୍ତାଣୀ

ବ୍ରହ୍ମପୁର: ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ବାପା ଘରେ ନଅ ଦିନ ରହଣୀ ପରେ ପାଟ, ପାଟୁଆରରେ ଶାଶୁ ଘରକୁ ଫେରିଛନ୍ତି ମାଆ ସାଆନ୍ତାଣୀ । ଗତକାଲି ଅସ୍ଥାୟୀ ମଣ୍ଡପରୁ ବିଳମ୍ବିତ ରାତିରେ ରୀତିନୀତି ଅନୁସାରେ ମନ୍ଦିରକୁ ବାହୁଡ଼ିଛନ୍ତି ମାଆ ବୁଢ଼ୀ ଠାକୁରାଣୀ…

ବ୍ରିଟେନର ରେଡ୍ ଲିଷ୍ଟରେ ଭାରତ, ଆମେରିକା ବି ଲଗାଇଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ପ୍ରତିଦିନ ସଂକ୍ରମଣ ମାମଲା ବୃଦ୍ଧି କରି ଚାଲିଛି । ଗତକାଲି ଦେଶରେ ୨ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ଏଯାବତ୍ ଚିହ୍ନଟ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା । ବଢ଼ୁଥିବା ସଂକ୍ରମଣକୁ ଦେଖି ବ୍ରିଟେନ ଭାରତକୁ ରେଡ୍…

ଆଜି ଅଶୋକାଷ୍ଟମୀ: ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବେନଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଣ । ସାଢ଼େ ୧ଟା ସୁଦ୍ଧା ପହଣ୍ଡି ସରିବ । ଅପରାହ୍ଣ ୩ଟାରେ ରଥ ଟଣା ଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସମସ୍ତ…

ଘାତକ ହେଉଛି ମହାମାରୀ: ରାଜ୍ୟରୁ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ । ସେହିପରି କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ପ୍ରାଣ…

ଆଜି ରାଜ୍ୟରୁ ୪ ହଜାର ୭୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି…

ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହ ସମସ୍ତଙ୍କ ନିଦ ହଜାଇ ଦେଲାଣି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏସବୁକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା…

କୋଭିଡ୍ କଟକଣାରେ ଏବର୍ଷ ଶ୍ରୀକ୍ଷେତ୍ରରେ ସାହି ଯାତ

ପୁରୀ: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ସାହି ଯାତ ଅନୁଷ୍ଠିତ ହେବ । ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ କରିବା ନେଇ ଜିଲ୍ଲାପାଳ ସାହି ମୁରବୀମାନଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ ୨୧ ତାରିଖରୁ ମେ ମାସ ୪ତାରିଖ ରାମାଭିଷେକ ଯାଏ ସାହି ଯାତ…

ଘର ଫେରୁଛନ୍ତି ପ୍ରବାସୀ, ବସଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆସନ୍ତା ସୋମବାର ଅର୍ଥାତ୍ ଏପ୍ରିଲ୍ ୨୬ ସକାଳ ୫ଟା ଯାଏ ଲକଡାଉନ୍ ଲାଗୁ ହୋଇଛି । ଦିଲ୍ଲୀରେ ଲଗାତାର ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ଲକଡାଉନ୍ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଲକଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ଦିଲ୍ଲୀର…

ଭୁବନେଶ୍ୱରର କେଉଁ ସ୍ଥାନରେ ନେଇପାରିବେ ଭ୍ୟାକ୍ସିନ୍, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଭୁବନେଶ୍ୱରର ସରକାରୀ ଓ ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ଏକ ତାଲିକା ଜାରି କରାଯାଇଛି। ଏହି ଟିକା କେନ୍ଦ୍ର ଗୁଡିକ ସକାଳ ୮ଟାରୁ ୧୨ଟା ଏବଂ ୩ଟାରୁ ୬ଟା ଯାଏଁ ଖୋଲା ରହିବ। ତେବେ ୪୫ ବର୍ଷରୁ ଅଧିକ…

୧୯୨୯ କଲ୍ ସେଣ୍ଟର ପରିଦର୍ଶନ କଲେ କୋଭିଡ୍ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ୧୯୨୯ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶ୍ରମ କମିଶନହ ଡକ୍ଟର ଏନ୍.ତିରୁମାଳା ନାଏକ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି । କଲ୍…