Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଭିତ୍ତିଭୂମି ଅନୁଧ୍ୟାନ ପାଇଁ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍

ସୁନ୍ଦରଗଡ଼: ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ କରିବାକୁ ସୁନ୍ଦରଗଡ଼ରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ ସୁନ୍ଦରଗଡ଼ NTPC ମେଡିକାଲ କଲେଜ ଭିତ୍ତିଭୂମି ଅନୁଧ୍ୟାନ କରିବ । ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ…

ସମ୍ୱଲପୁର ହୋମିଓପାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ

ସମ୍ୱଲପୁର: ପୁଣି ସମ୍ୱଲପୁରରୁ ଆସିଛି ରାଗିଂ ଅଭିଯୋଗ । ଭାମସାର, ଭିସୁଟ୍ ପରେ ସମ୍ୱଲପୁରରେ ହୋମିଓପାଥି କଲେଜରେ ରାଗିଂ ନେଇ ଅଭିଯୋଗ ଏବେ ସାମନାକୁ ଆସିଛି । ଚାରି ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଦ୍ୱିତୀୟ ବର୍ଷର ଛାତ୍ରୀ । ଛାତ୍ରଙ୍କ ଉପସ୍ଥିତିରେ ୪ ଜଣ ଛାତ୍ରୀ…

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବେ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ଦେବେ ଉପରାଷ୍ଟ୍ରପତି । ସକାଳ ସାଢ଼େ ୧୦ଟାରେ ଆରମ୍ଭ…

ଆମେରିକା ସଂସଦ ବିଲ୍ଡିଂ ଉପରେ ଆକ୍ରମଣ, ଜଣେ ପୋଲିସ ଅଫିସର ମୃତ

ୱାଶିଂଟନ୍: ୱାଶିଂଟନରେ ୟୁଏସ୍ କ୍ୟାପିଟଲ ବିଲ୍ଡିଂ (ଆମେରିକା ସଂସଦ ଭବନ) କମ୍ପ୍ଲେକ୍ସ ଉପରେ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅନୁସାରେ, ଏକ କାର…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସୁଏଜ୍ କେନାଲ, ଏଭର ଗିଭେନ୍ ଓ ଧୁମ୍ ମ୍ୟୁଜିକ୍

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ସୁଏଜ କେନାଲ ଭିଡିଓ । ଭିଡିଓରେ ଶୁଭିଛି ଫିଲ୍ମ ଧୁମର ମ୍ୟୁଜିକ । ଅନେକ ଲୋକ ଏହି ଘଟଣାକୁ ସତ ବୋଲି ଦାବି କରିଛନ୍ତି । ହେଲେ ଅନେକ ନ୍ୟୁଜ ଏଜେନ୍ସି ଏହି ଘଟଣାର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ସାମ୍ନାକୁ ଆସିଥିଲା ଅସଲ କାହାଣୀ ।

ଆଇପିଏଲ ବ୍ୟାଟିଂ ରେକର୍ଡସ: ଶତକବୀରଙ୍କ ମଧ୍ୟରେ କୋହଲି ଏକୁଟିଆ ଭାରତୀୟ

ଭୁବନେଶ୍ୱର: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତୀ ସଂସ୍କରଣ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଏଥର ସମସ୍ତ ଟିମ୍ ନୂତନ ରଣନୀତି ଓ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବେ । ଆସନ୍ତୁ ଜାଣିବା ଆଇପିଏଲରେ ପ୍ରମୁଖ ବ୍ୟାଟିଂ ରେକର୍ଡସ ସମ୍ପର୍କରେ... ଶତକବୀରଙ୍କ ମଧ୍ୟରେ ଭାରତରୁ କେବଳ କୋହଲି:…

ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ବିଜେଡି ନିଜର ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଥିବା ବେଳେ, କଂଗ୍ରେସ ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଦଳୀୟ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ପିପିଲିରେ ପ୍ରଚାର କରିବେ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର । ତାଲିକାରେ…

ପିପିଲି ପାଇଁ ବିଜେଡିର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବ । ଏଥିପାଇଁ କ୍ୟାମ୍ପେନରେ କମ୍ପୁଛି ପିପିଲି ନିର୍ବାଚନମଣ୍ଡଳୀ । ନିର୍ବାଚନରେ ପ୍ରଚାର ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କୁ ପ୍ରଚାର…

କରୋନା ପାଇଁ ୩ ସପ୍ତାହ ପାଇଁ ବନ୍ଦ ରହିବ ସାପ୍ତାହିକ ହାଟ

ଝାରସୁଗୁଡ଼ା : କରୋନା ସଂକ୍ରମଣ ପାଇଁ ଝାରସୁଗୁଡ଼ାରେ ବନ୍ଦ ରହିବ ସାପ୍ତାହିକ ହାଟ । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ । ସାପ୍ତାହିକ ହାଟ…