Latest Odisha News

BREAKING NEWS

Browsing Category

ଫିଚର

କ୍ରମାଗତ ୩ଟି ବିଶ୍ୱକପରେ ଆୟୋଜକ ଦେଶ ହୋଇଛି ଚାମ୍ପିୟନ

ଅହମ୍ମଦାବାଦ: ଟିମ ଇଣ୍ଡିଆ ଘରୋଇ ପରିବେଶରେ ଆୟୋଜିତ ହେଉଥିବା ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟାଇଟଲ ମୁକାବିଲା ହେବ । ୨୦୧୧, ୨୦୧୫ ଓ ୨୦୧୯ରେ ଆୟୋଜକ ଦେଶ ଚାମ୍ପିୟନ ହୋଇଥିବାରୁ ଭାରତ ଆଶା ମଜଭୁତ ହୋଇଛି । ୨୦୧୧ରେ ଭାରତ, ୧୫ରେ…

ବିଶ୍ୱକପ କ୍ରିକେଟ: ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୌଡରେ ୪ ଭାରତୀୟ

ଅହମ୍ମଦାବାଦ:ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ୯ଜଣ ଖେଳାଳିଙ୍କୁ ଆଇସିସି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ପାଇଁ ଚୟନ କରିଛି । ଏହା ମଧ୍ୟରେ ଭାରତର ୪ଜଣ ଖେଳାଳି ରହିଛନ୍ତି । ଟୁର୍ଣ୍ଣାମେଂଟରେ ବର୍ତମାନ ସୁଦ୍ଧା ସର୍ବାଧିକ ରନ ସଂଗ୍ରହ କରିଥିବା ବିରାଟ କୋହଲି…

ବିଶ୍ୱକପ ଫାଇନାଲରେ ଗ୍ଲାମରର ତଡକା ଲଗାଇବେ ପତ୍ନୀ ଗ୍ୟାଙ୍ଗ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତ ରହିବ । ଏହି ମ୍ୟାଚରେ ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ ପତ୍ନୀ ଗ୍ୟାଙ୍ଗ । ସେମାନେ…

ଆସନ୍ତାକାଲି ବିଶ୍ବକପ୍ ଫାଇନାଲ ମହାସଂଗ୍ରାମ: ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ : ସୁପର ସନଡେରେ ହେବ ସୁପର ଫାଇଟ୍ । ଆସନ୍ତକାଲି ରହିଛି ୨୦୨୩ ଦିନକିଆ ବିଶ୍ବକପର ଫାଇନାଲ ମ୍ୟାଚ୍ । ଗୁଜୁରାଟ୍ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ  ଏହି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ କାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର । ଯାହାକୁ ସାରା…

ଅମାନିଆଙ୍କୁ ସାବାଡ୍ କରିବାକୁ ରାଜଧାନୀରେ ପୋଲିସର ଧରପଗଡ: ୯୦ ବାଇକ୍ ସିଜ୍

ଭୁବନେଶ୍ବର : ସଡକ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ସର୍ବଦା ପ୍ରୟାସ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବି ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ବଣ୍ଟା ଯାଉଛି  । ତଥାପି ଲୋକ ଚେତୁନାହାଁନ୍ତି । ଦିନକୁ ଦିନ ବଢୁଛି ଅମାନିଆଙ୍କ ଉତ୍ପାତ୍ତ । ଯାହାକୁ ନେଇ ଆଜି ଆକ୍ସନ ମୁଡକୁ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି : ରାୟଗଡାର ଦୁର୍ଗମ ଅଞ୍ଚଳରେ ଔଷଧ ପହଞ୍ଚାଇଲା ଡ୍ରୋନ

ରାୟଗଡା : ଦୁର୍ଗମ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଲାଗି ସରକାର  ପ୍ରୟାସ ଜାରି ରଖିଛନ୍ତି । ଆଜି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଉପଲବ୍ଧି ହାସଲ କରିଛି ରାୟଗଡା ଜିଲ୍ଲା । ଜିଲ୍ଲାକୁ ଡ୍ରୋନରେ ସାହାର୍ଯ୍ୟରେ ଯାଇଛି ମେଡିସିନ୍ । ଡ୍ରୋନ୍ ସାହାଯ୍ୟରେ  ରାୟଗଡା ଜିଲ୍ଲାର…

ଆନନ୍ଦପୁର ପଞ୍ଚୁପଲ୍ଲିରେ ବାଘ ବୁଲିବା ଭିଡିଓ ଭାଇରାଲ ଘଟଣା: ବାଘକୁ ନେଇ ଭୟଭୀତ ନହେବାକୁ କହିଲେ ପିସିସିଏଫ୍

ଆନନ୍ଦପୁର: ନୂଆପଡା ବାଘ ଆତଙ୍କ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପାଲି ଗାଁ ନିକଟରେ ବାଘ ବୁଲୁଥିବାର ଖବର ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ଘଟଣାକୁ ନେଇ ବନ ବିଭାଗ ତଦନ୍ତ କରିଛି  ।…

ଭାରତକୁ ଫାଇନାଲରେ ପଂହଚାଇଛି କୋହଲି-ରୋହିତଙ୍କ ବନ୍ଧୁତା

ଅହମ୍ମଦାବାଦ: ଦୀର୍ଘ ଦିନ ପରେ ଭାରତ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ପଂହଚିଛି । ରବିବାର ଟିମଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତର ପ୍ରଦର୍ଶନ ନେଇ ଅନେକ ଥିଓରୀ ପ୍ରକାଶ ପାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଅଧିନାୟକ ରୋହିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ରେଳବାଇର ସ୍ୱତନ୍ତ୍ର ଭେଟି: ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ଗଡିବ ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କ୍ରିକେଟ ମହାକୁ୍ମ୍ଭ ଶେଷ ପର୍ଯ୍ୟାୟରେ । ରବିବାର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପୁରା ବିଶ୍ୱକପରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଥିଲା । ବର୍ତ୍ତମାନ ସୁଦ୍ଧ ଭାରତୀୟ ଟିମ ଗୋଟିଏ ବି ମ୍ୟାଚ ହାରିନି । ଫାଇନାଲ ମ୍ୟାଚ ଅହମ୍ମଦାବାଦର…

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍

ସୋର: ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ ଲୁଟ୍  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଗୋପାଳପୁରରେ  ।  ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ହଜାର ଟଙ୍କା , ସୁନାଗହଣା ଓ  ଗାଡ଼ି ଲୁଟ ହୋଇଛି ।  ଲୁଟର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ…