Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆସନ୍ତା ବର୍ଷ ଅଗଷ୍ଟରେ ଇଂଲଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର ଏହା ସ୍ପଷ୍ଟ କରିଛି । ୪ଅଗଷ୍ଟରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ…

ଲଦାଖରେ ସେନାଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ, -୪୦ ଡିଗ୍ରୀ ତାପମାତ୍ରାରେ ରହିପାରିବେ

ଲଦାଖ: ଚୀନର ଚାଲାକିକୁ ଭାରତ ଜମାରୁ ବିଶ୍ୱାସ କରିବା ଲକ୍ଷ୍ୟରେ ନାହିଁ । ଏଥିପାଇଁ ସୀମାରୁ ସେନା ହଟାଇବା ଭୁଲ କରିବାକୁ ଚାହୁଁ ନାହିଁ । ତେବେ ମାଇନସ ୩୦ରୁ ୪୦ ଡିଗ୍ରୀ ତାପମାତ୍ରାରେ ସୈନିକମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ କୋଠରୀ ନିର୍ମାଣ କରାଯାଇଛି । ଏଥିସହ…

ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ପାଲଟିଛନ୍ତି ଡେଲିଭରି ବଏ

ଭୁବନେଶ୍ୱର: କରୋନା ମହାମାରୀର ଚଡକ ସମସ୍ତଙ୍କୁ ଘାଇଲା କରିଥିଲା । କେଉଁଠି ଶିକ୍ଷକ ପାଲଟିଛନ୍ତି ଦିନ ମଜୁରିଆ, ତ ପୁଣି କେଉଁଠି ଦିନ ମଜୁରିଆ ବିନା କାମରେ ଭାଗ୍ୟକୁ ଆଦରି ବସିଛି । ଏହି ଧାରାରେ ଜଣେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ସାମିଲ ହୋଇ ପାଲଟିଛନ୍ତି ଡେଲିଭରି ବଏ ।…

ବାଜୁଥିଲା ପିୟାନୋ, ଚାଲିଥିଲା ସର୍ଜରୀ !

ଭୁବନେଶ୍ୱର: ସାଧାରଣତଃ ଅପରେଶନ ଥିଏଟରରେ ସର୍ଜରୀ ସମୟରେ ଅନେକ ବୈଜ୍ଞାନିକ ଉପକରଣର ଶବ୍ଦ ଶୁଣିବାକୁ ମିଳିଥାଏ । ହେଲେ ଜଣେ ନାବାଳକର ସର୍ଜରୀ ସମୟରେ କିନ୍ତୁ ବ୍ୟତିକ୍ରିମ ଘଟିଥିଲା । ବୈଜ୍ଞାନିକ ଉପକରଣର ଶବ୍ଦ ବଦଳରେ ଶୁଭିଥିଲା ପିୟାନୋର ସୁମଧୁର ସଙ୍ଗୀତ । ଫଳରେ ସର୍ଜରୀ ସଫଳ ହେବା ସହ…

କୁପୱାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ, ୨ ଆହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର କୁପୱାରା ଜିଲାରେ ଏବେ ହିମସ୍ଖଳନ ଜାରି ରହିଛି । ଏଥିଯୋଗୁ ସୀମାରେ ମୁତୟନ ଯବାନ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ଅହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବେସ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ରାଜ୍ୟ…

ଆକାଶରୁ ଖସିଲା ଉଲକାପିଣ୍ଡ, ରାତାରାତି ଭାଗ୍ୟ ବଦଳିଗଲା

ଜାକର୍ତା: ଭଗବାନ ଯାହାକୁ ଦିଅନ୍ତି, ହାତ ଖୋଲିକରି ଦିଅନ୍ତି ତାହା ପୁନର୍ବାର ପ୍ରମାଣିତ ହୋଇଛି । ଇଣ୍ଡୋନେସିଆର ୩୩ ବର୍ଷୀୟ ଜୋସୁଆ ହୁତାଗୁଲାଙ୍ଗଙ୍କ ଆର୍ଥୀକ ଅବସ୍ଥା ସେତେଟା ସ୍ୱଚ୍ଛଳ ନ ଥିଲା । ଦିନେ ସେ ରାତିରେ ଶୋଇଛନ୍ତି ହଠାତ୍ ତାଙ୍କ ଛାତ ଉପରେ କଣ ଗୋଟେ ଶବ୍ଦ କରି ପଡିଲା । ତାହା…

ବିଧାନସଭାରେ ଶପଥ ନେଲେ ଦୁଇ ନୂଆ ବିଧାୟକ

ଭୁବନେଶ୍ୱର : ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ଦୁଇ ଜଣ ବିଜେଡି ବିଧାୟକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନଭେମ୍ବର ୩…

ଖୁସି ଖବର; ଲଗାତାର ୫ ଦିନ ପାଇଁ ରାଜ୍ୟରେ ୧୦୦୦ ରୁ କମ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ଗ୍ରାଫ ଖସୁଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ଘଟିଛି । ଲଗାତାର ୫ମ ଦିନରେ ହଜାରେରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ଅପେକ୍ଷା କମ୍ ରହୁଥିବା ଆଜି ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇଛି।…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ୍ ଓ +୨ ପରୀକ୍ଷା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ପ୍ରଭାବିତ ହୋଇଛି । କିନ୍ତୁ ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ବୋର୍ଡ ଓ ଯୁକ୍ତ ଦୁଇ ପରୀକ୍ଷା ।ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପରୀକ୍ଷା…