Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୩-୧୧-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୩ ରିଖ ଶୁକ୍ରବାର ତୁଳା ୨୮ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଦିନ ୧୨ଟା ୩୪ ମିନିଟ୍ ପର୍ଯ୍ୟନ୍ତ ତାହା ପରେ ତୁଳା ଚନ୍ଦ୍ର ଭୋଗ ହେବ…

ଯୋଡା ଟାଉନ ଭିତର ଦେଇ ଯାଇଥିବା ରାଜପଥରେ ନିର୍ମାଣ ହେବ ଫ୍ଲାଏ ଓଭର, କ୍ୟାବିନେଟ୍ ଦେଲା ମଞ୍ଜୁରୀ

କେନ୍ଦୁଝର: ଜିଲ୍ଲାର ଯୋଡାବାସୀଙ୍କ ପାଇଁ ଖୁସି ଖବର । ଟାଉନ ଭିତରେ ଆଉ ଟ୍ରାଫିକ ସମସ୍ୟା କି ପ୍ରଦୂଷଣ ହେବ ନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ ଯୋଡ଼ା ଟାଉନ ଭିତରେ ଯୋଡା-ବାମବେରି ଜାତୀୟ ରାଜପଥରେ ନିର୍ମାଣ ହେବ ଏକ ଫ୍ଲାଏ ଓଭର୍ । ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛି ରାଜ୍ୟ…

କଡକନାଥ କୁକୁଡା ଫାର୍ମ କରିବେ ଧୋନୀ !

ଝାଡଖଣ୍ଡ: ୨୦୧୯ କ୍ରିକେଟ ବିଶ୍ୱକପ ପରେ ଅବସର ନେଇଥିଲେ ମହେନ୍ଦ୍ର ସିଂ ଧୋନୀ । ହେଲେ ଏବେ ବି ଜାରି ରଖିଛନ୍ତି କ୍ରିକେଟ୍ ଖେଳ । ନିକଟରେ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଏତେଟା ଭଲ ନଥିଲେ ବି ୨୦୨୧ରେ ସେ ହଳଦିଆ ଜର୍ସିରେ ପୁନର୍ବାର ନଜର ଆସିବେ । ତେବେ କ୍ରିକେଟ ଛଡା ଫାର୍ମିଂରେ ରୁଚି…

୨୦୨୦-୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ଖରିଫ ବିପଣନ ବର୍ଷରେ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତାଠୁ ଅଧିକ ମଣ୍ଡି ଆସିଲେ କିଣିବେ ସରକାର। ଖରିଫ ବିପଣନ ବର୍ଷ ୨୦୨୦-୨୦୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…

ଜେଏନୟୁ ଆଉ ଯୁବ ପିଢ଼ୀଙ୍କୁ ମୋଦିଙ୍କ ୧୦ ବାର୍ତା

ନୂଆଦିଲ୍ଲୀ: ବ୍ୟକ୍ତିଗତ ପସନ୍ଦ ଓ ରାଜନୀତି ଯୋଗୁ ଦୀର୍ଘଦିନ ଧରି ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦ ମୂର୍ତି ଉନ୍ମୋଚିତ ନ ହୋଇ ପଡି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି । ଆସନ୍ତୁ ଜାଣିବା ହି ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ…

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଆହ୍ୱାନ କରିବା ସହ ବିବେକାନନ୍ଦ ବତେଇଥିବା ମାର୍ଗରେ ଯିବା ପାଇଁ…

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…

ପରାଜୟ ସତ୍ୱେ ସରକାର ଗଠନ ପାଇଁ ଏବେ ବି ଆଶା କରୁଛି ଆରଜେଡି, ଆସନ୍ତୁ ଜାଣିବା ସମୀକରଣ

ପାଟନା: ବିହାରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମହାଗଠବନ୍ଧନ ଏବଂ ଆରଜେଡି ଏବେ ବି ସରକାର କରିବା ଆଶାରେ ରହିଛନ୍ତି । ପ୍ରଚ୍ଛଦପଟରେ ବିଭିନ୍ନ ଦଳ ସହ ଯୋଗାଯୋଗ ଚାଲିଛି । ତେବେ ଏହା ଏତେଟା ସହଜ ନୁହେଁ । ରାଜ୍ୟପାଳ ପ୍ରଥମେ ସଂଖ୍ୟାଗରିଷ୍ଠତା ଦଳକୁ ଡାକିବେ । କାରଣ…

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ । ନଭେମ୍ବର…