Latest Odisha News

BREAKING NEWS

Browsing Category

ଫିଚର

ଜେଏନୟୁ ଆଉ ଯୁବ ପିଢ଼ୀଙ୍କୁ ମୋଦିଙ୍କ ୧୦ ବାର୍ତା

ନୂଆଦିଲ୍ଲୀ: ବ୍ୟକ୍ତିଗତ ପସନ୍ଦ ଓ ରାଜନୀତି ଯୋଗୁ ଦୀର୍ଘଦିନ ଧରି ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦ ମୂର୍ତି ଉନ୍ମୋଚିତ ନ ହୋଇ ପଡି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି । ଆସନ୍ତୁ ଜାଣିବା ହି ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ…

ଜେଏନୟୁରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବପିଢ଼ୀଙ୍କୁ ଆହ୍ୱାନ କରିବା ସହ ବିବେକାନନ୍ଦ ବତେଇଥିବା ମାର୍ଗରେ ଯିବା ପାଇଁ…

ଅଧିକ ସୁନା ଆଣିଥିବାରୁ ମୁମ୍ବାଇ ବିମାନ ବନ୍ଦରରେ କ୍ରିକେଟର କୃଣାଳ ପାଣ୍ଡ୍ୟାଙ୍କୁ ପଚରାଉଚରା

ମୁମ୍ବାଇ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା କୃଣାଳ ପାଣ୍ଡ୍ୟା ଆବଶ୍ୟକତାଠାରୁ ଅଧିକ ସୁନା ଆଣିଥିବାରୁ ଫସିଛନ୍ତି । ତାଙ୍କୁ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଆଣିଥିବା ସୁନାର କାଗଜପତ୍ର ଦେଖାଇବା ପାଇଁ ପାଣ୍ଡ୍ୟାଙ୍କୁ କଷ୍ଟମ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୬୪ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨୪୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୨୪୬ ଜଣଙ୍କ ମଧ୍ୟରୁ ୧୬୧ ଜଣ ଖୋର୍ଦ୍ଧା, ୧୧୦ ଜଣ ଅନୁଗୁଳ, ୭୯ ଜଣ ସୁନ୍ଦରଗଡରୁ, ବାଲେଶ୍ୱର ଓ…

ପରାଜୟ ସତ୍ୱେ ସରକାର ଗଠନ ପାଇଁ ଏବେ ବି ଆଶା କରୁଛି ଆରଜେଡି, ଆସନ୍ତୁ ଜାଣିବା ସମୀକରଣ

ପାଟନା: ବିହାରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମହାଗଠବନ୍ଧନ ଏବଂ ଆରଜେଡି ଏବେ ବି ସରକାର କରିବା ଆଶାରେ ରହିଛନ୍ତି । ପ୍ରଚ୍ଛଦପଟରେ ବିଭିନ୍ନ ଦଳ ସହ ଯୋଗାଯୋଗ ଚାଲିଛି । ତେବେ ଏହା ଏତେଟା ସହଜ ନୁହେଁ । ରାଜ୍ୟପାଳ ପ୍ରଥମେ ସଂଖ୍ୟାଗରିଷ୍ଠତା ଦଳକୁ ଡାକିବେ । କାରଣ…

୧୧, ୨୦୦ କୋଟିର ଅତିରିକ୍ତ ବଜେଟକୁ କ୍ୟାବିନେଟ ମଂଜୁରୀ

ଭୁବନେଶ୍ୱର: ୨୦୨୦-୧୨ ଆଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ବାଜିଲା ମୋହର । ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ ମିଳିିଛି । ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ । ନଭେମ୍ବର…

ପୂର୍ବତଟ ରେଳପଥ ମଧ୍ୟରେ ଗଡିବ ୪ ବିଶେଷ ଟ୍ରେନ୍; ଆଉ କେଉଁ ଟ୍ରେନ୍ ବାତିଲ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଆଉ ଚାରିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଗୁଡିକ ହେଉଛି - ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍, ପାଲାସା-ବିଶାଖାପାଟନମ୍-ପାଲାସା, ପାଲାସା-ଭୁବନେଶ୍ୱର-ପାଲାସା ଏବଂ ସମ୍ବଲପୁର-ରାୟଗଡା-ସମ୍ବଲପୁର।…

ପାରିବାରିକ ହିଂସା ମାମଲା: ସମୟ ମାଗିଲେ ଅନୁଭବ

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ହୋଇଥିବା ପାରିବାରିକ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ୱାମୀ ଅନୁଭବ ମହାନ୍ତି। କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୮ରେ…

ଭାରତକୁ ଫେରୁଛି ପବ୍‌ଜି

ନୂଆଦିଲ୍ଲୀ: ପବ୍‌ଜି ପ୍ରେମୀଙ୍କ ପାଇଁ ଖସି ଖବର । ପୁଣି ଫେରୁଛି ପବ୍‌ଜି । ଭାରତକୁ ବାହୁଡୁଛି ଲୋକପ୍ରିୟ ଗେମିଂ ଆପ୍ ପବ୍‌ଜି । ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ସାଉଥ୍‌ କୋରିଆ କମ୍ପାନୀ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍‌ ଲଞ୍ଚ ହେବାକୁ ଥିବା ବେଳେ ଏଥର…

[ଭିଡିଓ] ଆମେରିକୀୟ ଗାୟିକା ମେରି ମିଲବେନ୍ ଗାଇଲେ ହିନ୍ଦୀ ଭଜନ !

ଭୁୁବନେଶ୍ୱର: ଜଣାଶୁଣା ଆମେରିକୀୟ ଗାୟିକା ମେରି ମିଲବେନ୍ । ଦୀପାବଳି ଅବସରରେ ଏହି ବିଦେଶୀ ଗାୟିକା ନିଜ କଣ୍ଠରେ ଏକ ହିନ୍ଦୀ ଭଜନକୁ ସଜାଇ ଚର୍ଚ୍ଚାକୁ ଆସିଛନ୍ତି । ଭଜନର ଲିରିକ୍ସ ଲାଇନ୍ ଓମ୍ ଜୟ ଜଗଦିଶ ହରେ ଥିବାବେଳେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଛି । ବୁଧବାର ଏହି ଭଜନକୁ…