Latest Odisha News

BREAKING NEWS

Browsing Category

ଫିଚର

ପୋଷକ ତତ୍ତ୍ବରେ ଭରପୂର ଲାଉ : ଅନେକ ରୋଗ ପାଇଁ ମହୋଷଧି , ଆଜି ହିଁ ଖାଆନ୍ତୁ…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଶରୀରକୁ ପୋଷକ ତତ୍ତ୍ବ ଯୋଗାଇବା ଲାଗି ପ୍ରତିଦିନ ବିଭିନ୍ନ ପ୍ରକାରର ଫଳମୂଳ ଓ ପନିପରିବା ଖାଇଥାଉ । ଆଜି ଆମେ ଜାଣିବା ଲାଉ ଖାଇବା ଆମ ଶରୀର ପାଇଁ କେତେ ଲାଭ ଦାୟକ  । ଲାଉ ପାଟିକୁ ପିତା ଲାଗୁଥିବାରୁ କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ  ।…

ଆଜିଠୁ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ: ବ୍ଲକ ଘେରାଉ

ଭୁବନେଶ୍ୱର:ବିଜେଡି ସରକାରର ପିସି କାରବାରକୁ ନେଇ ଗର୍ଜିଛି ବିଜେପି । ଏହାର ପ୍ରତିବାଦରେ ଆଜିଠୁ  ଆରମ୍ଭ କରି ଜନ ଆକ୍ରୋଶ କାର୍ଯ୍ୟକ୍ରମ । ଆଜିଠୁ ବିଜପି ପକ୍ଷରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ…

ଆଜି ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର; ଆସନ୍ତାକାଲିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଆଜିଠୁ ବଦଳିପାରେ ପାଗ । ଆଜି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର  । ଏହା କ୍ରମେ ଘନୀଭୂତ ହୋଇ ୧୬ ତରିଖ ବେଳକୁ ଅବପତାର ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଅର୍ଥାତ  ୧୫ ତାରିଖରୁ ପାଗ ମେଘୁଆ ରହିବ ।  ହାଲୁକା…

ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲେ କୁନି ଝିଅ ସହ ପରିବାରର ୩ ସଦସ୍ୟ

ଧାନବାଦ:ଝାରଖଣ୍ଡ ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଏବଂ ଜଣେ ୪ବର୍ଷର ଶିଶୁ ଅଛନ୍ତି । ସମସ୍ତେ ଗୋଟିଏ ପରିବାରର ।  ଏକ  ଦୋକାନରେ ନିଆଁ ଲାଗିଯିବା କାରଣରୁ ଏକାଧିକ ଲୋକ ଫସି ରହିଥିଲେ । ସମସ୍ତଙ୍କୁ ଡାକ୍ତରଖାନାରେ…

ଏମ୍ସ ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ଅଭିନବ “ଟ୍ରାଭେଲ୍ ହେଲଥ୍ କ୍ଲିନିକ୍” ର ଶୁଭାରମ୍ଭ

ଭୁବନେଶ୍ୱର: ନିରାପଦ ଏବଂ ସୁସ୍ଥ ଭ୍ରମଣ ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସୁରକ୍ଷା ଦେବାରେ ଟ୍ରାଭେଲ ମେଡିସିନର ଭୂମିକା ସମୟର ବଡ଼ ଆହ୍ଵାନ। ତେଣୁ ବିଦେଶ ଯାତ୍ରା କରିଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ଥାନରେ ପୂର୍ଣ୍ଣାଙ୍ଗ ସୂଚନା ଉପଲବ୍ଧ ହେବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି…

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉତ୍ତର ଦ୍ୱାରରେ ବିଶ୍ରାମ ଗୃହ

ପୁରୀ: ଏଣିକି ବିନା କଷ୍ଟରେ ଜଗା ଦର୍ଶନ କରିପାରିବେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ। କାରଣ ଠାକୁର ଦର୍ଶନ ଲାଗି ଶ୍ରୀମନ୍ଦିର ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ସରଳ ହେବ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ୍ ଗ୍ରହଣ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ଚାକିରିରୁ ଅବସର ଗ୍ରହଣ କରିବା ପରେ ସହଜରେ ପେନସନ୍ ନମିଳିଲେ ପେନସନ୍ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ। ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନ ଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍…

ଦୀପାବଳୀରେ ହିଟ ହେଲା ଭୋକାଲ ଫର ଲୋକାଲ

ନୂଆଦିଲ୍ଲୀ: ଦୀପାବଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଅନୁରୋଧ ହିଟ ହୋଇଯାଇଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ମୂଖ୍ୟ ପ୍ରବୀଣ ଖଣ୍ଡୱାଲାଙ୍କ ମତରେ ଦେଶରେ ଏଥର ୩.୭୫ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ କାରୋବାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଦେଶବାସୀ…

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ଆଗରେ ଅଭିଭାବକଙ୍କ ଧାରଣା

ଢେଙ୍କାନାଳ: ଶିକ୍ଷକ ନିଯୁକ୍ତି ଦାବି ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପାଠ ପଢାଇବା ପାଇଁ ଅଛନ୍ତି ମାତ୍ର ଦୁଇଜଣ ଶିକ୍ଷକ। ନୂଆ ଶିକ୍ଷକ ନିଯୁକ୍ତି ନେଇ ଦାବି ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଅଭିଭାବର। ଢେଙ୍କାନାଳ ଜିଲ୍ଲା…

ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା: ସୁପାରୀ କିଲର ସମେତ ୨ ଗିରଫ

ଢେଙ୍କାନାଳ: ମାକ୍ଷାନଗର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟାକାଣ୍ଡରେ ସୁପାରୀ କିଲର ଗିରଫ । ପୂର୍ବରୁ ଏହି ମାମଲାରେ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ଗିରଫ ହୋଇଥିବାବେଳେ, ଏବେ ଦୁଇ ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକେଶ…