Latest Odisha News

BREAKING NEWS

Browsing Category

ଫିଚର

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…

ଆଜି ସରୁଛି ପ୍ରଚାର: ଦୁଲୁକୁଛି ବାଲେଶ୍ୱର ଓ ତିର୍ତ୍ତୋଲ ବ୍ୟାଟଲ୍ ଗ୍ରାଉଣ୍ଡ

ଭୁବନେଶ୍ୱର: ହାତରେ ରହିଲା ଆଉ ମାତ୍ର କେଇ ଘଣ୍ଟାର ସମୟ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଭୋଟରଙ୍କୁ ମନାଇବା ପାଇଁ ପ୍ରାର୍ଥୀଙ୍କ ପାଖରେ ଶେଷ ସୁଯୋଗ ରହିଛି । ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ଲାଗି ପଡ଼ିଛନ୍ତି ତିନି ପ୍ରମୁଖ ଦଳ ବିଜେଡି,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୧- ୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧ ରିଖ ରବିବାର ତୁଳା ୧୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଦ୍ଵିଜା ନକ୍ଷତ୍ର ମେଷ ଚନ୍ଦ୍ର   ଘାତ ବାର-: ମେଷ ରାଶିର     ଘାତ ଚନ୍ଦ୍ର-:ମେଷ ରାଶିର     ଆଜି: ପାଣି…

ନିଜ ଚାକିରୀ ପାଇଁ ନିଜକୁ ଦେଲେ ବଳି !

ତାମିଲନାଡୁ: ବ୍ୟାଙ୍କ ଚାକିରୀ ପାଇଁ ଦେଇଥିଲେ ବଳି । ହେଲେ ଚାକିରୀ କରିବାକୁ ନଥିଲା ଦେହରେ ଜୀବନ । ଚାକିରୀ ପାଇଁ ଜଣେ ପାଠ ପଢୁଆ ବ୍ୟକ୍ତିଙ୍କର କାରନାମା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ତାମିଲନାଡୁରେ ଘଟିଥିବା ଏହି ଘଟଣାରେ ଖୋଦ ବଳି ପକାଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ତେବେ…

ସଇତାନଠୁ ବି ନୃଶଂସ, ୯୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ତ୍ରିପୁରା: ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ତ୍ରିପୁରାରେ ଛାତି ଥରାଇଦେଲା ଭଳି ଘଟଣାରେ ଜଣେ ବୟସ୍କ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ । ଅକ୍ଟୋବର ୨୪, ଶନିବାର ଦିନ ଏହି ଘୃଣ୍ୟ ଘଟଣା ଘଟିଥିଲାବେଳେ ଗୁରୁବାର ଥାନାରେ ମାମଲା ଦାୟର ହୋଇଛି । ଉତ୍ତର ତ୍ରିପୁରାର ବାରହାଲ୍ଡି…

ବିଶ୍ୱର ୨ ନମ୍ବର ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ

ବୁଚାରେଷ୍ଟ: ବିଶ୍ୱର ୨ ନମ୍ବର ମହିଳା ଟେନିସ ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ରୋମାନିଆର ହାଲେପ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରାଇ ନେବା ପାଇଁ ସେ…

ନଭେମ୍ବର ୨ରୁ ୧୭ଟି ରୁଟ୍‌ରେ ଗଡିବ ‘ମୋ ବସ୍‌’

ଭୁବନେଶ୍ୱର: ନଭେମ୍ବର ୨ରୁ ଭୁବନେଶ୍ୱରର ୧୭ଟି ରୁଟରେ ଗଡିବ ‘ମୋ ବସ୍‌’ । ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ ତଥା କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରୁଟ୍‌ ନମ୍ବର ୧୧, ୧୨, ୧୬, ୧୭, ୧୮, ୧୯, ୨୦, ୨୨, ୨୩, ୨୪, ୨୫, ୨୭, ୨୮, ୩୦, ୩୩, ୫୦ ଓ ୭୦ରେ ମୋ…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୯୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୯୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1322527655892189184?s=19…

ରାଜଧାନୀରେ ୫୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଥଣ୍ଡାରେ ଥରୁଛି ରାଜଧାନୀ । ଶୀତ ଋତୁ ଆରମ୍ଭରୁ ହିଁ ହାଡ ଭଙ୍ଗ ଶୀତ ଅନୁଭୂତ ହେଲାଣି ରାଜଧାନୀ ଦିଲ୍ଲୀରେ । ସ୍ଥିତି ଏପରି ହୋଇଛି ଯେ, ଅକ୍ଟୋବର ମାସରୁ ହିଁ ଶୀତ ୫୮ ବର୍ଷର ରେକର୍ଡ ଭାଙ୍ଗିଛି । ୫୮ ବର୍ଷ ମଧ୍ୟରେ ଅକ୍ଟୋବର ମାସରେ କେବେବି ଦିଲ୍ଲୀରେ ଏତେ ଭୟଙ୍କର ଥଣ୍ଡା ଅନୁଭୂତ…

ପ୍ୟାରିସରେ ୭୦୦କିମି. ଲମ୍ବା ଟ୍ରାଫିକ୍ ଜାମ୍‌

ପ୍ୟାରିସ: ଫ୍ରାନ୍ସର ପ୍ୟାରିସରେ ୭୦୦କିମି. ଲମ୍ବର ଟ୍ରାଫିକ୍ ଜାମ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସୂଚନା ଅନୁଯାୟୀ କରୋନା ସଂକ୍ରମଣ ମାମଲା ବଢୁଥିବା ଯୋଗୁଁ ଦେଶରେ ୪ ସପ୍ତାହ ଲାଗି ଲକଡାଉନ୍ ଘୋଷଣା କରାଯାଇଛି । ଗତ ଗୁରୁବାର ରାତିରେ ଏହି ଘୋଷଣା ହେବା ପରେ ପ୍ୟାରିସ ଓ ତା’ ଆଖପାଖ…