Latest Odisha News

BREAKING NEWS

Browsing Category

ଫିଚର

ଡବଲ୍ ଇଞ୍ଜିନ ବନାମ ଯୁବରାଜ: ବିହାର ରାଲିରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ପାଟନା: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିହାରରେ ଥମିବ ପ୍ରଚାର । ଶେଷ ଦିନରେ ମାରାଥନ ରାଲି କରୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛପରା ସମାବେଶରେ ବିରୋଧୀଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନରୁ ବିହାରରେ ପୁଣି ଥରେ…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ

ସମ୍ବଲପୁର: କୂଅରେ ଖସିପଡିଲା ହାତୀ ଛୁଆ । ଶେଷରେ ବହୁ ପରିଶ୍ରମ ପରେ ବନବିଭାଗ ହାତୀ ଛୁଆକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି । ଗତ ବିଳମ୍ବିତ ରାତିରେ ସମ୍ବଲପୁର ରେଢ଼ାଖୋଲ ଅଂଚଳରେ ଘଟିଛି ଏଭଳି ଘଟଣା । ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଂଜର ବଡକଷିବାହାଳ ଗାଁରେ ହାତୀ ପଲ ଧାନ ଫସଲ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ନୋ ଫିସିଂ ଜୋନ୍ ଘୋଷଣା

କେନ୍ଦ୍ରାପଡ଼ା: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ଋତୁ ଆରମ୍ଭ ହେଉଛି । ଏହାକପ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଗହୀରମଥାରେ ମାଛଧରା ଆଜିଠାରୁ ଉପରେ କଟକଣା ଜାରି ହୋଇଛି । ଆଗାମୀ ୭ ମାସ ପାଇଁ କଟକଣା ବଳବତ୍ତର ରହିବ । ମେ ୩୧ ପର୍ୟ୍ୟନ୍ତ ମାଛଧରା ଉପରେ…

ଲାଲଗଡରେ ଉଡିଲା ତ୍ରିରଙ୍ଗା

ମାଲକାନଗିରି: ଲାଲଗଡରେ ଉଡିଲା ତ୍ରିରଙ୍ଗା । ମାଓପ୍ରବଣ ଗୁରାସେତୁକୁ ନିଜ କବଜାକୁ ନେଲା ବିଏସଏଫ ଯବାନ । ସ୍ୱାଭିମାନ ଅଂଚଳ ସ୍ଥିତ ଗୁରାସେତୁ ଯେଉଁଠି ମାଓବାଦୀଙ୍କ ଆଦେଶ ବିନା ଗଛ ପତ୍ର ବି ହଲେ ନାହିଁ, ସେଠାରେ ଅଚାନକ ଓଡିଶା ପୁଲିସ ଓ ବିଏସଏଫ ଯବାନମାନେ ପହଁଚି ନୂଆ କ୍ୟାମ୍ପ ସ୍ଥାପନ…

IPL ବେଟିଂ ଅଭିଯୋଗ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୫ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।  ଏଥିସହ ଅଭିଯୁକ୍ତଙ୍କଠାରୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ…

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ…

ଦେଶରେ ୮୧ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାରେ ସଂକ୍ରମିତ ହେଲେଣି ପାଖାପାଖି ୮୨ ଲକ୍ଷ ଲୋକ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୧ ଲକ୍ଷ ୮୪ ହଜାର ୮୩କୁ ବୃଦ୍ଧି ପାଇଛି ।…

ଲକଡାଉନ୍ ରିଟର୍ଣ୍ଣସ୍: ଇଂଲଣ୍ଡରେ ପୁଣି ଲକଡାଉନ୍ ଘୋଷଣା

ଲଣ୍ଡନ: କରୋନା ମହାମାରୀ ବିରୋଧରେ ଲଢ଼େଇ ଭିତରେ ପୁଣି ଫେରିଲା ଲକଡାଉନ୍ । ବ୍ରିଟେନରେ କରୋନାର ଥାର୍ଡ ଓ୍ୱେଭ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଇଂଲଣ୍ଡକୁ ପୁଣି ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଆସନ୍ତା ଗୁରୁବାରଠାରୁ (ନଭେମ୍ୱର ୫ତାରିଖ)…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଦେଢ଼ କୋଟିରୁ ଅଧିକ ଟଙ୍କା ଗଞ୍ଜେଇ ଜବତ । ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପୋଲିସ । ଜୟପୁରର ଦୁଇଟି ସ୍ଥାନରୁ ୧୩ କ୍ୱିଣ୍ଟାର ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁର ନିର୍ମାଣଧୀନ ଘରୁ ୮କୁଇଣ୍ଟାଲ…

ଆସ ବୁଲିଯିବା ଶିମିଳିପାଳ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଅଭୟାରଣ୍ୟ

ମୟୂରଭଞ୍ଜ: ସାତ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋଭିଡ ଯୋଗୁ ବନ୍ଦ ରହିଥିଲା ଅଭୟାରଣ୍ୟ । ଏବେ ଖୋଲିଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ କୋଭିଡ୍ କଟକଣା ଭିତରେ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ।…