Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି: ଜୋଶ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଜିତିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୨୫ ରନର ଟାର୍ଗେଟ୍ ଦେଇଥିବା ବେଳେ ରାଜସ୍ଥାନ ମାତ୍ର ୧୭.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଦେଇଥିଲା । ମୋଟ ୧୦ଟି ମ୍ୟାଚରୁ…

ଓଡିଶା ପାଇଁ ଗର୍ବ, ନୋବେଲ ଶାନ୍ତି ପୁରସ୍କାର ଟିମରେ ଏନଆଇଟିର ପୂର୍ବତନ ଛାତ୍ର

ରାଉରକେଲା: ୱାର୍ଲଡ୍ ଫୁଡ ‌ପ୍ରୋଗ୍ରାମ(ଡବ୍ଲୁଏଫ୍‌ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ୨୦୨୦ । ଏହା ଓଡିଶା ପାଇଁ ଗର୍ବ ଯେ ଏହି ଟିମରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ । ସେ ଏଥିରେ ‘କୃତ୍ରିମ ବୁଦ୍ଧିମତା…

ନବରାତ୍ରୀର ଚତୁର୍ଥ ଦିନ; କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି ଜଗତଜନିନୀ ମା’ ଦୁର୍ଗା 

ଭୁବନେଶ୍ୱର: ନଅଦିନ ବ୍ୟାପି ହେଉଥିବା ଏହି ନବରାତ୍ର ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମ ତିନିଦିନରେ ମା’ଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଏ । ମଝି ତିନିଦିନରେ ମା’ଙ୍କୁ ଧନଧାନ୍ୟ ତଥା ସମ୍ପଦର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୦-୧୦-୨୦୨୦ ମଙ୍ଗଳବାର  ଆଜି ଦିନର ମହତ୍ତ୍ୱ.   ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୨୦ ମଙ୍ଗଳବାର ତୁଳା ୪ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି ଜ୍ଯେଷ୍ଠା  ନକ୍ଷତ୍ର ବିଛା ଚନ୍ଦ୍ର     ଘାତ ବାର-: ମକର ରାଶିର           ଘାତ ଚନ୍ଦ୍ର-: ସିଂହ…

ପୂର୍ବତନ ଓଡ଼ିଶା ଆଇଜିପିଙ୍କ ପରଲୋକ

କଟକ: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ସୁରେନ୍ଦ୍ର ନାଥ ସ୍ୱାଇଁ ଙ୍କ ଦେହାନ୍ତ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା । ଡିସେମ୍ବର ୧୯୮୧ରେ ଓଡିଶା ପୋଲିସ୍ ଫୋର୍ସରେ ଯୋଗ ଦେଇଥିବା ଜଣେ କ୍ରିୟାଶୀଳ ଅଧିକାରୀ ଥିଲେ ଶ୍ରୀ ସୁରେନ୍ଦ୍ର । ରେଭେନ୍ସା କଲେଜରୁ ସ୍ନାତକ ଏବଂ…

ବ୍ୟାଟିଂରେ ଫେଲ୍ ମାରିଲା ଚେନ୍ନାଇ, ରାଜସ୍ଥାନ ସମ୍ମୁଖରେ ୧୨୬ ରନର ଲକ୍ଷ୍ୟ

ଆବୁଧାବି:ଆଇପିଏଲର ସୋମବାର ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ବ୍ୟାଟ୍ସମ୍ୟାନ ପୁନର୍ବାର ଫେଲ୍ ମାରିଛନ୍ତି । ପ୍ରଥମେ ବ୍ୟାଟିଂ କରି ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଦଳ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଛି । ଚେନ୍ନାଇ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ…

ଚନ୍ଦ୍ରରେ ପଂହଚିଲା ନୋକିଆ, ୪ଜି ନେଟୱର୍କ ସେବା ଯୋଗାଇବ

ନ୍ୟୟର୍କ: ନୋକିଆର ହାତ ଚନ୍ଦ୍ରରେ ପଂହଚିଲା । ସେଠାରେ ୪ଜି ନେଟୱର୍କ ସ୍ଥାପନ ପାଇଁ ଅନୁମତି ହାସଲ କରିଛି ଏହି କମ୍ପାନୀ । ଏଥିପାଇଁ ନୋକିଆ ଆମେରିକା ତଥା ବିଶ୍ୱର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା ନାସାଠାରୁ ୧୪.୧ ମିଲିୟନ ଆମେରିକୀୟ ଡଲାରର କାର୍ଯ୍ୟଦେଶ ପାଇଛି । ଏହା ବ୍ୟତୀତ ଚନ୍ଦ୍ର ତଥା…

ଭାଲୁ ମଡେଲିଂ କରୁଛି !

ମସ୍କୋ: ମଣିଷ ମଡେଲିଂରେ ନିଜର କ୍ୟାରିୟର କରୁଛି । କିନ୍ତୁ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ରୁଷିଆରେ ଏପରି ଏକ ଭାଲୁ ଅଛି ଯିଏ କି ମଡେଲିଂ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ପାରିଶ୍ରମିକ ପାଉଛି । ଏହି ଭାଲୁର ନାମ ହେଲା ଷ୍ଟିଫେନ । ଏହାକୁ ସୋସିଆଲ ସାଇଟରେ ଲୋକପ୍ରିୟ କରାଇଛନ୍ତି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୩୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୪୯,୫୭୫ ଛୁଇଁଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଫାରାହା ଖାଁ ନିରାଶ: ହ୍ରିତିକ, ଶାହାରୁଖ ମନା କରିବା ପରେ ବନ୍ଦ ହୋଇଗଲା ସତେ ପେ ସତାର ରିମେକ

ମୁମ୍ବାଇ: ସତେ ପେ ସତାର ରିମେକ ନେଇ ଜୋର ସୋରରେ ଉଦ୍ୟମ କରୁଥିବା ଫାରାହ ଖାଁଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ଓମ ଶାନ୍ତି ଓମ୍ ଓ ହ୍ୟାପି ନ୍ୟୁ ଇୟର ଭଳି ଫିଲ୍ମ ତିଆରି କରିଥିବା ଫାରାହ ଅମିତାଭ ବଚ୍ଚନଙ୍କ ୧୯୮୨ର ଏହି ହିଟ ଫିଲ୍ମର ରିମେକ କରିବାକୁ ଚାହୁଁଥିଲେ । ଏଥିନେଇ ସେ ହ୍ରିତିକ…