Latest Odisha News

BREAKING NEWS

Browsing Category

ଫିଚର

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ…

ପତିଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି ୯ ମାସର ଗର୍ଭବତୀ ୧.୬ କିଲୋମିଟର ଦୌଡିଲେ

ନ୍ୟୁୟର୍କ: ଆମେରିକାର ମାକେନା ମିଲର ରାତାରାତି ଏବେ ଚର୍ଚ୍ଚିତ ମହିଳା ପାଲଟି ଯାଇଛନ୍ତି । ପତିଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରି ୯ ମାସର ଗର୍ଭବତୀ ମିଲର ୧.୬ କିଲୋମିଟର ଦୌଡିଥିଲେ । ଏଥିପାଇଁ ତାଙ୍କୁ ୫ ମିନିଟ ୨୫ ସେକେଣ୍ଡ ସମୟ ଲାଗିଥିଲା । ସେ ଜାଣି ନ ଥିଲେ ତାଙ୍କ ପତି ମାଇକ ସେ…

ରାଜ୍ୟରେ ‘ମୋ ବିଦ୍ୟୁତ୍ ଆପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟରେ ମୋ ବିଦ୍ୟୁତ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍‌। ଯାହା ପରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଅମୀରଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି !

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦଙ୍କୁ ଫିଲ୍ମ ମିଳୁନି । ୨୩ ବର୍ଷୀୟ ଜୁନୈଦ ଅମୀରଙ୍କ ପ୍ରଥମ ପତ୍ନୀ ରୀନା ଦତଙ୍କ ସନ୍ତାନ । ଦୀର୍ଘ ସମୟ ଧରି ସେ ଏଥିନେଇ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ବାରମ୍ବାର ସେ ଅଡିଶନରେ ବିଫଳ ହେଉଛନ୍ତି । ନିକଟରେ…

କୁଆଡେ ଗଲେ ଭାରତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ?

ନୂଆଦିଲ୍ଲୀ: ବିରାପ୍ପାନଠୁ ଆରମ୍ଭ କରି ନିକଟରେ ନିହତ ହୋଇଥିବା ବିକାଶ ଦୁବେ । ଏଭଳି ଅନେକ ଗ୍ୟାଙ୍ଗଷ୍ଟର ଓ ଅପରାଧୀଙ୍କ ଏନ୍ତୁଡିଶାଳ ପାଲଟିଛି ଭାରତ । ଦେବିନ୍ଦର ସିଂ, ବଣ୍ଟି ଓ ନଟୱରଲାଲ ଭଳି ଠକ ତଥା ଚୋରଙ୍କୁ ନେଇ ଫିଲ୍ମ ବି ନିର୍ମାଣ ସରିଛି । ଏପରିକି ତାଜମହଲକୁ ବିକ୍ରୟ କରିବା ଓ…

ଟସ ଜିଣି ଚେନ୍ନାଇର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଚଳିତ ଆଇପିଏଲର ୩୭ତମ ମ୍ୟାଚ ଆଜି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛି । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଚେନ୍ନାଇ ଓ ରାଜସ୍ଥାନ ଦଳର…

ଅନ୍ଧାଧୁନକୁ ବଳିଗଲା ‘ଲୁଡୋ’ ଟ୍ରେଲର!!

ମୁମ୍ବାଇ: ଦୁଇ ବର୍ଷର ପରିଶ୍ରମ ପରେ ଅନୁରାଗ ବାସୁ ତାଙ୍କର ବହୁ ପ୍ରତିକ୍ଷୀତ ମଲ୍ଟି ଷ୍ଟାରର ଫିଲ୍ମ 'ଲୁଡୋ'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ଫାତିମା ସାନା ଶେଖ, ସାନିଆ ମଲହୋତ୍ରା, ରୋହିତ ସରାଫ,…

ଦେବୀ ଦୁର୍ଗାଙ୍କର ଡାକ୍ତର ଅବତାର; ଫଟୋ ଭାଇରାଲ

କୋଲକାତା: ଆସିଲାଣି ଦେବୀ ଦୁର୍ଗାଙ୍କ ପର୍ବ । ଭେଳି କି ଭେଳି ମଣ୍ଡପରେ ମାଁ ଦୁର୍ଗାଙ୍କ ଭେଳି କି ଭେଳି ରୂପ । ଦୁର୍ଗାଙ୍କର ପ୍ରବାସୀ ମା' ଅବତାର ପଶ୍ଚିମବଙ୍ଗର କୋଲକାତାରେ ଭାଇରାଲ ହେବା ପରେ, ଅନ୍ୟ ଜଣେ କଳାକାରଙ୍କ ହାତରେ ଭିନ୍ନ ଏକ ରୂପରେ ପୂଜା ପାଉଛନ୍ତି ଦେବୀ ଦୁର୍ଗା । ଏଠାରେ…

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ତିନି ବର୍ଷରେ ୧୬୫୬.୮ କୋଟି ଟଙ୍କା ପ୍ରଦାନ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡିଶାର ଜନଜାତି ତଥା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ଛଡ଼ା…

ଜାଣନ୍ତୁ ‘ରକ୍ ଷ୍ଟାର’ ଅମ୍ପାୟାରଙ୍କ ବିଷୟରେ

ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ…