Latest Odisha News

BREAKING NEWS

Browsing Category

ଫିଚର

ରୋନାଲ୍ଡୋ କରୋନା ସଂକ୍ରମିତ

ଲିସବନ:ପର୍ତୁଗାଲର ମହାନ ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ରୋନାଲ୍ଡୋ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ । ମଙ୍ଗଳବାର ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏବେ ସେ ୧୪ ଦିନ କ୍ୱାରେଂଟାଇନରେ…

ଆସନ୍ତୁ ଜାଣିବା କଣ ପାଇଁ ସଲମାନ ଓ ପ୍ରଭୂଦେବା ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ କ୍ୱୋନ ତାଇଙ୍କୁ ଆଣିଲେ

ମୁମ୍ବାଇ:ରାଧେ ଫିଲ୍ମ ଶୁଟିଂ ଲକଡାଉନ ଯୋଗୁ ପ୍ରାୟ ୭ ମାସ ବନ୍ଦ ରହିଥିଲା । ଭାଇଜାନ ସଲମାନ ଖାଁ ଏବେ ଏହାର ଶୁଟିଂ ଜୋରସୋରରେ ଆରମ୍ଭ କରି ଦେଇଛନ୍ତି । ଏହି ବିଗ ବଜେଟ ଫିଲ୍ମର ଆକ୍ସନ ଦୃଶ୍ୟ ପାଇଁ ଦକ୍ଷିଣ କୋରିଆରୁ ଷ୍ଟଂଟମ୍ୟାନ ତଥା ଫାଇଟ ମାଷ୍ଟର କ୍ୱୋନ ତାଇଙ୍କୁ ଅଣାଯାଇଛି । ପୂର୍ବରୁ ସେ…

ପାର୍ବଣ ଋତୁରେ ଗଡିବ ୧୯୬ ଯୋଡ଼ା ଟ୍ରେନ୍; ଜାଣନ୍ତୁ ସବିଶେଷ ତଥ୍ୟ

ଭୁବନେଶ୍ୱର: ରେଳ ମନ୍ତ୍ରଣାଳୟ ପକ୍ଷରୁ ପାର୍ବଣ ଋତୁରେ ୧୯୬ ଯୋଡା ଟ୍ରେନ୍ ଚଳାଚଳ କରିବା ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜୋନାଲ ରେଲୱେର ଏହି ପ୍ରସ୍ତାବକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ଦିଆଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି। ଏନେଇ…

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ମିଶନ ୨୫୦୦୦!!

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନର ୧୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ଜିଲ୍ଲାରେ ୩,୧୪,୨୪,୫୬୮ ଟଙ୍କା ମୂଲ୍ୟ ବିନିମୟରେ ୨୩୬ଟି ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏକ ଭର୍ଚୁଆଲ୍ ମୋଡରେ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ…

[ଭାଇରାଲ୍ ଭିଡିଓ] ପୋଲିସକୁ ହାଣ୍ଡିଆ ବେପାରୀଙ୍କ ନିସ୍ତୁକ ମାଡ !

ମୟୁରଭଂଜ: ହାଣ୍ଡିଆ ବିକ୍ରୟ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଔଦ୍ଧତ୍ୟର ଉଦାହରଣ । ପୋଲିସ ଓ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ । ମୟୁରଭଂଜ ଜିଲ୍ଲାରୁ ଆସିଛି ଏଭଳି ଅପ୍ରୀତିକର ଭିଡିଓ । ଯେଉଁଠି ଜଣେ କର୍ତ୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ଅନ୍ୟ ଜଣେ ମହିଳା ହାତ ଉଠାଇବାକୁ ପଛାଇନଥିଲେ । ସୋସିଆଲ…

ଦିନ ଦ୍ବିପହରରେ ବ୍ୟାଙ୍କ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକି ସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ଲୁଟ୍ କରିଥିବା ସୂଚନା ମିଳିଛି। ଲୁଟ୍ ଟଙ୍କାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୁତ୍ରରୁ ପ୍ରକାଶ। ସୂଚନା…

ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’କୁ ବୟକଟ୍ କରିବାକୁ KRKଙ୍କ ନିବେଦନ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ‘ଲକ୍ଷ୍ମୀ ବମ୍‌’ । ଏହି ଫିଲ୍ମକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବିବାଦୀୟ ସେଲିବ୍ରିଟି କେଆର୍‌କେ । ସେ ଟ୍ୱିଟ୍ କରି ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ‘ଲକ୍ଷ୍ମୀ ବମ୍‌’…

ଷ୍ଟାଡିୟମରେ ୩୦ ହଜାର ଲୋକ, କିଏ ଦେଲା ଅନୁମତି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ ଭାଇରାଲ୍ ହୋଇଛି । ଯେଉଁଠି କରୋନା ମହାମାରୀ ପାଇଁ ସମସ୍ତ ଦେଶର ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି, ସେଠି ଏକ ଷ୍ଟାଡିୟମରେ ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ୩୦ହଜାର ଲୋକେ । ଏ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲାବେଳେ…