Latest Odisha News

BREAKING NEWS

Browsing Category

ଫିଚର

କେବଳ ରିଲ୍ ନୁହେଁ ରିଅଲରେ ବି ସେ ସେହେନସା

ଭୁବନେଶ୍ୱର: କିଏ କହେ ତାଙ୍କୁ ବାଦଶାହ କିଏ କହେ ସେହେନସା ଆଉ କିଏ ଆନଗ୍ରି ୟଙ୍ଗମ୍ୟାନ୍ । ହଁ ସେ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । କେବଳ ରିଲ୍ ନୁହେଁ ରିଅଲରେ ବି ସେହେନସା ତାହା ସେ ପ୍ରମାଣ କରି ଦେଖାଇଛନ୍ତି । ଗତ କିଛି ମାସ ତଳେ ଅମିତାଭ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହି…

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ…

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ…

[ଭିଡିଓ] ହାଥରସ୍ ମାମଲାରେ ଡୁଲେଶ୍ୱର ତାଣ୍ଡିଙ୍କ ଭାଇରାଲ୍ ରାପ୍ !

କଳାହାଣ୍ଡି: ପ୍ରଥମେ ଥିଲେ ପ୍ରବାସୀ ଶ୍ରମିକ । ହେଲେ ଏବେ ଡୁଲେଶ୍ୱର ତାଣ୍ଡି ପାଲଟିଛନ୍ତି ରାପର୍ ଡୁୁଲେ ରକର । ସବୁବେଳେ ସାଧାରଣ ଲୋକଙ୍କ ପ୍ରକୃତ ଘଟଣାକୁ ନିଜ ରାପିଂରେ ସଜାଇଥାନ୍ତି । ରାୟପୁରରେ ରହି କାମ କରୁଥିବା ଡୁଲେଶ୍ୱର କରୋନା ଲକ୍‌ଡାଉନ୍‌ରେ ଘର କଳାହାଣ୍ଡିକୁ ଫେରିବା ପରେ ରାପ୍…

କୋହଲି ୯୦ ନଟଆଉଟ : ବାଙ୍ଗାଲୋର ୧୬୯/୪

ଦୁବାଇ: ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ଇନିଂସ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୭୦ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିଥିଲା । କୋହଲି ୫୨ ବଲରେ ୪ ଚୌକା ଓ ୪ ଛକା ବଳରେ ୯୦ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୮୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୮୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୧୪୩, କଟକ ଜିଲ୍ଲାରୁ ୩୨୫, ପୁରୀ ଜିଲ୍ଲାରୁ ୧୯୩, ଝାରସୁଗୁଡ଼ା…

ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ୨୪ ବର୍ଷୀୟ ବୈଜ୍ଞାନିକ ନିଖୋଜ

ମହୀଶୂର: ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ଗୁଲ୍ଲା ଅଭିଷେକ ରେଡ୍ଡୀ ନିଖୋଜ ଅଛନ୍ତି । ସେ ମହୀଶୁରରେ ଥିବା ଏହି କେନ୍ଦ୍ରରେ ରେୟାର ମାଟେରିୟାଲ୍ସ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୪ ଦିନ ହେବ ଏହି ଯୁବ ଏବଂ ପ୍ରତିଭାବାନ ବୈଜ୍ଞାନିକ ନିଖୋଜ ଥିଲେ ମଧ୍ୟ ପୋଲିସ…

ଫ୍ରେଂଚ ଓପନ : ଜୋକୋଭିଚ-ନାଡାଲ ଫାଇନାଲ

ପ୍ୟାରିସ: ବିଶ୍ୱର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ ଓ କ୍ଲେ କୋର୍ଟ ବାଦାଶାହ ରାଫେଲ ନାଡାଲଙ୍କ ମଧ୍ୟରେ ଫ୍ରେଂଚ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲ ଖେଳାଯିବ । ଜୋକୋଭିଚ ଷ୍ଟେଫାନିସ ସିତାସିପାସ ୬-୩, ୬-୨, ୫-୭, ୪-୬, ୬-୧ ସେଟରେ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ…

ତାଳଦଣ୍ଡା କେନାଲ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସହର ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର‌୍ୟ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବରୁ ନିର୍ମିତ ତିନି ଥାକିଆ ରାସ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ସୂଚନା ଅନୁସାରେ ୭ ମାସ ସମୟ ମଧ୍ୟରେ ୧୪…

ମାଆ ହେବେ ନାଗିନ

ମୁମ୍ବାଇ: ନାଗିନ ସିରିୟଲର ଚର୍ଚ୍ଚିତ କଳାକାର ଅନୀତା ହସନନ୍ଦନୀ ମାଆ ହେବାକୁ ଯାଉଛନ୍ତି । ଅନୀତା ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି । ପତି ରୋହିତ ରେଡ୍ଡୀ ଓ ଅନୀତା ଏ ନେଇ ଫଟୋ ଓ ଭିଡିଓ ମଧ୍ୟ ଛାଡିଛନ୍ତି । ଅନୀତାଙ୍କ ବେବୀ ବମ୍ପକୁ ରୋହିତ ଖୁସିରେ…