Latest Odisha News

BREAKING NEWS

Browsing Category

ଫିଚର

ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ କରି ଜିତିଲା କୋଲକାତା

ଆବୁଧାବି: ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ ବଳରେ ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨ ରନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି । କୋଲକାତା ୧୬୫ ରନର ଆଭରେଜ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଏହାକୁ ହାସଲ କରିବାରେ ପଞ୍ଜାବ ବ୍ୟର୍ଥ ହୋଇଛି । ଦଳ ୨୦ ଓଭରରେ ୫ ଉଇକେଟ…

ବିଜେଡି ଅଫିସ କେବେ ସିଲ୍‌: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଶନିବାର ଦିନ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ସିଲ୍ କରି ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଯାହା ପରେ ବିଜେଡି ଅଫିସ୍ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଏହି ପରିପ୍ରେକ୍ଷୀରେ ଅଫିସ୍…

ନିର୍ବାଚନୀ ରଣନୀତି: ଦଶହରା ପୂର୍ବରୁ ପଶ୍ଚିମବଙ୍ଗ ଯିବେ ଗୃହମନ୍ତ୍ରୀ ଅମିତ ଶାହ, ଷଷ୍ଠୀରେ ମୋଦି ଦେଇପାରନ୍ତି…

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହେଲାଣି ଉତ୍ସବ ଋତୁ । ତେଣୁ ନିର୍ବାଚନକୁ ଆଗରେ ରଖି ସଜ ହେଲେଣି ଉଭୟ  ଉଭୟ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) । ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ପରସ୍ପରକୁ ମାତ୍ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି।…

ଅନଶନରେ ଡାକ୍ତର; ସ୍ଥାନାନ୍ତରିତ ହେଲେ କୋଭିଡ ରୋଗୀ

ନୂଆଦିଲ୍ଲୀ: ଗତ ତିନି ମାସରୁ ବେତନ ପ୍ରଦାନ ନକରିବାରୁ ହିନ୍ଦୁ ରାଓ ହସ୍ପିଟାଲଡାକ୍ତରମାନେ ପ୍ରତୀକାତ୍ମକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଛନ୍ତି । ତେଣୁ ନାଗରିକଙ୍କ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ହସ୍ପିଟାଲରୁ ସମସ୍ତ କୋଭିଡ-୧୯ ରୋଗୀଙ୍କୁ ନିଜ ସୁବିଧାକୁ ସ୍ଥାନାନ୍ତର…

ପଞ୍ଚତତ୍ୱରେ ବିଲିନ ହେଲା ରାମବିଳାସ ପାଶୱାନଙ୍କ ପାର୍ଥୀବ ଶରୀର

ପାଟନା: ଏଲଜିପି ପ୍ରମୁଖ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଶନିବାର ଦିନ ପାଟନାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ପୁଅ ଚିରାଗ ପାଶୱାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଗତ ଗୁରୁବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା ।…

ବନ୍ଧୁକ ମୁନରେ ନାବାଳିକାକୁ ବଳାତ୍କାର ଅଭିଯୋଗ; ୫ ଗିରଫ

ଜାମସେଦପୁର: ଝାଡ଼ଖଣ୍ଡର ଜାମସେଦପୁରରେ ଜଣେ ୧୭ ବର୍ଷୀୟ ବାଳିକାକୁ ବଳାତ୍କାର ଅଭିଯୋଗରେ ପାଞ୍ଚ ଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ନାବାଳିକା ଜଣକ ମଙ୍ଗଳବାର ଦିନ ପୁରୁଷ ବନ୍ଧୁଙ୍କ ସହ ସହରର ବାଗବେରା ଅଞ୍ଚଳରେ ଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ବନ୍ଧୁକ ମୁନରେ ଅପହରଣ କରି କାଲିଆଡିହ…

ରୁଷର ମଧ୍ୟସ୍ଥତା ପରେ ଟଳିଲା ବଡ ଆଶଙ୍କା, ଆର୍ମେନିଆ-ଆଜରବୈଜାନ ଯୁଦ୍ଧ ରୋକିବା ନେଇ ସହମତ

ମସ୍କୋ: ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଡ ରୂପ ନେବାକୁ ଯାଉଥିଲା । ଦୁଇ ଦେଶର ସମର୍ଥନରେ ଅନ୍ୟ କେତେକ ଦେଶ ଆଗକୁ ଆସୁଥିଲେ । ତେବେ ଠିକଣା ସମୟରେ ରୁଷିଆ ମଧ୍ୟସ୍ଥତା କରି ଏହାକୁ ରୋକିବାରେ ସଫଳ ହୋଇଛି । ଏବେ ଉଭୟ ଦେଶ ଯୁଦ୍ଧ ରୋକିବା ନେଇ ରାଜି ହୋଇଛନ୍ତି ବୋଲି…

କାର୍ତ୍ତିକଙ୍କ ବିସ୍ଫୋରକ ଇନିଂସ : କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଚଳିତ ଆଇପିଏଲରେ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ବିସ୍ଫୋରକ ୨୯ ବଲରେ ୫୮ ରନ୍ ବଳରେ କୋଲକାତା ନାଇଟ ରାଇଡର୍ସ ୬ ୱିକେଟ ହରାଇ ୧୬୪ ରନ୍ କରିଛି । ଫଳରେ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି । କାର୍ତ୍ତିକଙ୍କ ବ୍ୟତୀତ ଶୁବମାନ ଗିଲ ୫୭ ଓ ଇଓନ ମୋର୍ଗାନ ୨୪ ରନର…

କର୍ଣ୍ଣାଟକରେ ଖୋଲିବ ନାହିଁ ସ୍କୁଲ!!

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି ଯେ ରାଜ୍ୟରେ  ବିଦ୍ୟାଳୟ ଶୀଘ୍ର ଖୋଲିବାକୁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଅକ୍ଟୋବର ୯ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ମଧ୍ୟ କରୋନାଭାଇରସ୍ ଭୟ ମଧ୍ୟରେ ସ୍କୁଲ ଖୋଲିବା ନେଇ ହୋଇଥିବା କଳ୍ପନାଜଳ୍ପନାକୁ…

୧୦୦ ଟଙ୍କାରେ ୧୦ ମାସର ଶିଶୁପୁତ୍ର !

ଝାଡଖଣ୍ଡ: ସତରେ କରୋନା ମହମାରୀ ମଣିଷଙ୍କୁ ପଶୁ ବନାଇସାରିଛି । ବୋଧ ହୁଏ ସେଥିପାଇଁ ଭୋକର ତାଡନା ସହିନପାରି ଜଣେ ମହିଳା ନିଜ ୧୦ ମାସର ଶିଶୁକୁ ବିକ୍ରୀ କରିବାକୁ ଚେଷ୍ଟା କରିଥିଲା । ଆଉ ତା ପୁଣି ମାତ୍ର ୧୦୦ଟଙ୍କାରେ । ଜାମସେଦପୁର ଜୁଗସଲାଇରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।…