Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ୫.୦: ଜାଣନ୍ତୁ, କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର: ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌ ୫.୦ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବା ବେଳେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ:- *ସିନେମା ହଲ୍, ସୁଇମିଂ ପୁଲ୍ ଓ…

ଆଇପିଏଲର ୫୦୦୦ ରନ କ୍ଲବରେ ହିଟମ୍ୟାନ ରୋହିତ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗରେ ହିଟମ୍ୟାନ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୫୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ଆଇପିଏଲର ୧୩ତମ ସଂସ୍କରଣର କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷରେ ସେ ଏହି ସଫଳତା ହାସଲ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ…

ଭାରତରେ ପହଂଚିଲା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ

ନୂଆଦିଲ୍ଲୀ: ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି୭୭୭ ବିମାନ ଆମେରିକାରୁ ଆସି ଦିଲ୍ଲୀରେ ପଂହଚିଛି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବିମାନକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ୨୦୧୮ରେ ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସହ ଏଥିନେଇ…

ରାଜ୍ୟରୁ ସୁସ୍ଥ ହେଲେ ୪୩୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ୭୭୦, କଟକରୁ ୫୫୮, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୨୩୩ ଜଣ ଲେଖାଏଁ, ଯାଜପୁରରୁ…

ସୋସିଆଲ ମିଡିଆରେ ଭୁଲ୍‌ଭାଲ ଓଡିଆ ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସମାଲୋଚିତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାରମ୍ବାର ଭୁଲ ଓଡିଆ ଲେଖି ସମାଲୋଚିତ ହୋଇଛି କେନ୍ଦ୍ର ସଂସ୍କୃତି ମନ୍ତଣାଳୟ । ଗତ ୨୮ ତାରିଖରେ ସହିଦ ଭଗତ ସିଂଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆ ଟ୍ୱିଟରରେ ମନ୍ତ୍ରଣାଳୟ ପକ୍ଷରୁ ଓଡିଆରେ ଅପଭ୍ରଂଶ କରି ଶହୀଦ ଭାଗବତ ସିଂ ବୋଲି ଲେଖା ଯାଇଛି । ଯାହାକୁ ଅନେକ…

ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ସେମିଷ୍ଟାର ପରୀକ୍ଷା ପାଇଁ ଆସିଲା ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: ରାଜ୍ୟ ପରିଷଦ ବୈଷୟିକ ଶିକ୍ଷା ଏବଂ ଭୋକେସନାଲ୍ ଟ୍ରେନିଂ ଓଡିଶା ତରଫରୁ ସେମିଷ୍ଟାର ପରୀକ୍ଷା ପାଇଁ ନିର୍ଦେଶବଳୀ ଜାରି କରାଯାଇଛି । ଯେଉଁମାନେ ଘରୁ ଆସିବାକୁ ପସନ୍ଦ କରୁନାହାନ୍ତି ସେମାନଙ୍କ ପାଇଁ ଏହା ଏକ ଅନଲାଇନ୍-ପ୍ରୋକ୍ଟୋର୍ଡ୍ ପରୀକ୍ଷା ହେବ । ପରିଷଦ ସ୍ପଷ୍ଟ କରିଛି…

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସଙ୍ଗ: ଗୃହ ତ୍ୟାଗ କଲେ ବିଜେପି ନେତୃବୃନ୍ଦ

ଭୁବନେଶ୍ୱର: ଶକ୍ତି ଶୁଳ୍କ ବୃଦ୍ଧି ସମ୍ପର୍କରେ ଶକ୍ତି ମନ୍ତ୍ରୀ ଦିବ୍ୟା ଶଙ୍କର ମିଶ୍ରଙ୍କ ବିବୃତ୍ତି ପରେ ବିରୋଧୀ ବିଜେପି ସଦସ୍ୟ ଗୁରୁବାର ଓଡ଼ିଶା ବିଧାନସଭା ଗୃହତ୍ୟାଗ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହି ବିରୋଧୀ ଦଳର ମୁଖ୍ୟ କହିଛନ୍ତି ଯେ କୋଭିଡ…

ବଡ ପରଦାକୁ ଆସିବ ଶକ୍ତିମାନ !

ମୁମ୍ବାଇ: ଛୋଟପିଲାଙ୍କ ପ୍ରିୟ ସୁପରହୀରୋ ଶକ୍ତିମାନ ଏବେ ବଡ ପରଦାକୁ ଆସିବ । ମୁକେଶ ଖାନ୍ନା ଅଭିନୀତ ଶକ୍ତିମାନ ସିରିୟଲ ସାରା ଭାରତର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ ମଧ୍ୟ ଏହାର ଚାହିଦା ଥିବା ପ୍ରଯୋଜକ ଏହାକୁ ଫିଲ୍ମ ରୂପ ଦେବାପାଇଁ ଯୋଜନା କରିଛନ୍ତି । ଆଭେଞ୍ଜର ସିରିଜ…

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ…

ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ୩୦୨ ଧାରା ଯୋଡିବ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ ଆଇପିସି ଧାରା ୩୦୨ ଯୋଡିବା ପାଇଁ ବିଚାର କରୁଛି । ଏମ୍ସ ଟିମ୍ ସେମାନଙ୍କ ଯାଂଚ ରିପୋର୍ଟ ଦାଖଲ କରିବା ପରେ ଏହି କେସ୍ ଏବେ ଭିନ୍ନ ମୋଡ ନେଇଛି ବୋଲି ସିବିଆଇ ସୂତ୍ରରୁ ଖବର ମିଳିଛି । ସିଦ୍ଧାର୍ଥ ପିଠାନୀ ଓ ନୀରଜ ସରକାରୀ ସାକ୍ଷ୍ୟ ହେବାର…