Latest Odisha News

BREAKING NEWS

Browsing Category

ଫିଚର

ଏନ୍‌ସିବିରେ ହାଜର ହେଲେ ସାରା ଅଲ୍ଲି ଖାନ୍‌

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡକୁ ପଡିଛି ଶନିଦଶା । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀକୁ ଜେରା କରୁଛି ଏନ୍‌ସିବି । ଦୀପିକା, ଶ୍ରଦ୍ଧାଙ୍କ ପରେ ଏବେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲି ଖାନ୍ । ଡ୍ରଗ୍ସ ଲିଙ୍କ ନେଇ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରାଙ୍କୁ…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ

ଭୁବନେଶ୍ୱର: ଓଟିଭି ଏମ୍‌ଡିଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାରୁଆ ଗ୍ରାମବାସୀ । ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ ଗାଁ ଲୋକଙ୍କୁ ଠକି ଥିବା ସେମାନେ ଅଭିଯୋଗ କରିଛନ୍ତି । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ…

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।…

ଭାଉଜ ଓ ଝିଆରୀକୁ ହାଣିଲା ଦିଅର

ଆଠଗଡ: ବାଇକରେ ନେବା ବେଳେ ଆକ୍ରମଣ । ଭାଉଜ ଓ ଝିଆରୀକୁ ହାଣିଲା ସମ୍ପର୍କିୟ ଦିଅର । ଶାଶୁ ଘରେ ଛାଡି ଦେବାକୁ କହି ମା’-ଝିଅକୁ ବାଇକ୍‌ରେ ନେଉଥିବା ସମ୍ପର୍କିୟ ଦିଅର ଅଧବାଟରେ ତାଙ୍କ ଉପରେ ଆକ୍ରମଣ କରିଛି । ଏପରି ଘଟଣା ଘଟିଛି ଆଠଗଡ ଘଂଟିଖାଲ ଦ୍ୱାରାବତୀପୁର ନିକଟରେ । ଗୁରୁତର ଅବସ୍ଥାରେ…

ହାଜର ହେଲେ ଶ୍ରଦ୍ଧା କପୁର, ଆସିବେ ସାରା ଅଲ୍ଲୀ ଖାନ୍

ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିରେ ହାଜର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ତାଙ୍କୁ ହାଜର ହେବାକୁ ସମନ୍ ହୋଇଥିଲା । ଏହି ମାମଲାରେ ତାଙ୍କୁ ପଚରାଉଚରା କରୁଛି ଏନସିବି ଟିମ୍ । ହାଜର ହେବାକୁ ଗତ ୨୩ ତାରିଖରେ…

ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛି ପୁରା ବଲିଉଡ । ଏନ୍‌ସିବି ସ୍କାନରରେ ବଲିଉଡର ନାମୀଦାମି କଳାକାର । ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ପରେ ଏବେ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ ମୁଖ୍ୟ କରନ୍ ଜୋହରଙ୍କ ପାଳି ପଡିପାରେ । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ୍ ମଧ୍ୟ କରିପାରେ।…

ଖୋର୍ଦ୍ଧାରେ ବ୍ରେକଫେଲ୍ କରୋନା: ଦିନକରେ ପାଖାପାଖି ହଜାରେ ସଂକ୍ରମିତ

ଖୋର୍ଦ୍ଧା: କରୋନା ଖୋର୍ଦ୍ଧା ଜିଲ୍ଲାରେ ନିୟନ୍ତ୍ରଣକୁ କେବେ ଆସିବ ? ବେକାବୁ ମହାମାରୀ ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁ ରେକର୍ଡକୁ ପାର କରି ଯାଇଛି । ଚିହ୍ନଟ ହୋଇଛନ୍ତି ସର୍ବାଧିକ ୯୦୨ ଆକ୍ରାନ୍ତ । ଯାହାକି ଦିନକରେ…

ଆଜି କରୋନା ନେଲା ଆଉ ୧୬ ଜୀବନ

ପୁରୀ: ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି । ପ୍ରତିଦିନ ଗଡୁଛି ମୁଣ୍ଡ । ଆଜି ପୁଣି ରାଜ୍ୟରେ ସର୍ବାଧିକ ୧୬ ଜଣଙ୍କ ଜୀବନ ନେଇଛି କିଲର ଭାଇରସ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ରାଜ୍ୟରେ କରୋନାର ନୂଆ ରେକର୍ଡ: ଦିନକରେ ୪୩୫୬ ପଜିଟିଭ୍

ଭୁବନେଶ୍ୱର: ସେପ୍ଟେମ୍ବରରେ ନୂଆ ରେକର୍ଡ କରୁଛି କରୋନା । ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଏଯାଏ ସର୍ବାଧିକ ୪ ହଜାର ୩୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନ୍ ୨୫ ଶହ ୨୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧ ହଜାର…

ଓକିଲଙ୍କ ଫିସ୍ ଦେବାକୁ ପାଖରେ ଟଙ୍କା ନାହିଁ, ଗହଣା ବିକିଲେ ଅନୀଲ ଅମ୍ବାନୀ

ଲଣ୍ଡନ: ଦିନେ ଦେଶରେ ଟପ୍ ଶିଳ୍ପପତି ତାଲିକାରେ ଥିଲେ ଅନୀଲ ଅମ୍ବାନୀ । ଏବେ ତାଙ୍କର ଆର୍ଥିକ ଅବସ୍ଥା ଏମିତି ଶୋଚନୀୟ ହୋଇଛି ଯେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କୋର୍ଟରେ ମାମଲା ଲଢ଼ିବା ପାଇଁ ଓକିଲ ଖର୍ଚ୍ଚ ବହନ କରିବାକୁ ତାଙ୍କ ଘରର ଗହଣା ବିକ୍ରି କରିବାକୁ ପଡୁଛି । ଋଣ ଭାରରେ…