Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟ ସଭାରେ କୃଷି ବିଲକୁ ବିଜେଡିର ବିରୋଧ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ କୃଷି ବିଲକୁ ରବିବାର ଦିନ ରାଜ୍ୟ ସଭାରେ ଆଗତ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଯାହାକୁ ବିଭିନ୍ନ ଦଳ ସହ ବିଜେଡି ମଧ୍ୟ ବିରୋଧ କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି କୃଷି ବିଲ ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଆଜି ସିବିଆଇକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରବିବାର ଦିନ ସିବିଆଇର ସ୍ପେଶାଲ୍ ଯାଞ୍ଚ ଟିମକୁ ଭେଟିପାରନ୍ତି ଏମ୍ସ ଫରେନସିକ୍ ଟିମ୍ । ଯେଉଁମାନେକି ମୁମ୍ବାଇରେ ସୁଶାନ୍ତଙ୍କ ଅଟୋପସି ଫାଇଲର ଯାଞ୍ଚ କରୁଥିଲେ । ଡ. ସୁଧିର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ଫରେନସିକ୍…

ହିନ୍ଦୁ ଦେବୀଙ୍କ ପ୍ରତି ଫେସବୁକରେ ଅଶାଳୀନ ପୋଷ୍ଟ; ଥାନାରେ ମାମଲା ରୁଜୁ

କଟକ: ଫେସବୁକରେ ହିନ୍ଦୁ ଦେବୀ ଦୁର୍ଗାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ତଥା ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ କଟକର ଜଣେ ଯୁବକଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି । ପ୍ରାପ୍ତ ସୂଚନାନୁଯାୟୀ, ବିଜେପି…

ରାଜ୍ୟରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୦୧ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୧, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୧,…

ଓଡିଶାରେ ଆଉ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୪୩୩୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିଧନ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ଘଟିଛି। ସୂଚନାନୁସାରେ, ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ଦେଶରେ ୫୪ ଲକ୍ଷ ଟପିଲା କରୋନା ମାମଲା; ୮୬ ହଜାର ପାର୍ ହେଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ଆଜିଠୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜିଠାରୁ ବର୍ଷା ସମ୍ଭାବନା ରହିଥିବା ପଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୫୧ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୧ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୧,୧୫୪ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୪୩,୦୩୧ ଜଣଙ୍କର ଆଣ୍ଟିଜେନ, ୭୯୬୦ ଟି ଆରଟିପିସିଆର୍ ଓ ୧୬୩ ଟି ଟ୍ରୁନଟ୍‌ ପରୀକ୍ଷା…

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୦- ୯-୨୦୨୦ ରବିବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.   ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୦ ରିଖ ରବିବାର କନ୍ୟା ୫ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ଚତୁର୍ଥୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର    ଘାତ ବାର-: ମେଷ ରାଶିର  ଆଜି: ମୂଳା…