Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ, ଯାଜପୁର, ଭଦ୍ରକ, କଟକ ଓ ନୂଆପଡା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ , ଅନୁଗୁଳ, ରାୟଗଡ଼ା, କନ୍ଧମାଳ,…

ସୁଶାନ୍ତ ବାପାଙ୍କ ଓକିଲ କହିଲେ, ମୁଁ ଜାଣିଛି ରିୟା କେଉଁଠି ଅଛନ୍ତି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଆଲୋଚନା ବିଷୟ ସାଜିଛି । ସୁଶାନ୍ତଙ୍କ ବାପାଙ୍କ ପକ୍ଷରୁ କେସ୍ ଲଢ଼ୁଥିବା ଓକିଲ ବୁଧବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ଜାଣିଛି ରିୟା ଚକ୍ରବର୍ତି କେଉଁଠାରେ ଅଛନ୍ତି । ପିଙ୍କ ଭିଲାକୁ ସାକ୍ଷାତକାର ଦେବା…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁର ତଦନ୍ତ କରିବ ସିବିଆଇ, ସୁପାରିଶକୁ ଗ୍ରହଣ କଲା କେନ୍ଦ୍ର

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଖୋଲିବ ରହସ୍ୟ । ପଦାକୁ ଆସିବ ସତ । ତଦନ୍ତ କରିବ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ । ବିହାର ସରକାର କରିଥିବା ସୁପାରିଶକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମାମଲାକୁ ପାଟନାରୁ…

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ, ସ୍ୱାଗତ କଲେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ ଉତ୍ସବରେ ସେ ଯୋଗ ଦେବେ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ପହଞ୍ଚିଥିଲେ । ତାଙ୍କୁ ସ୍ୱାଗତ କରିଥଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…

କଲରା ପତରିଆକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା କଡ଼ରୁ ଏକ କଲରା ପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ଅଭିଯୋଗ ହୋଇଛି, ବାଘଟିକୁ ପିଟି ପିଟି ମାରି ଦିଆଯାଇଛି । ତେବେ ବାଘଟିକୁ ଲୋକ ମାରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି…

କରୋନାରେ ଗଲା ଆଉ ୯ ମୁଣ୍ଡ, କେନ୍ଦୁଝର ଜିଲ୍ଲାରେ ପ୍ରଥମ ମୃତ୍ୟୁ

ଭୁବନେଶ୍ୱର: ମାଡୁଛି ସଂକ୍ରମଣ, ରାଜ୍ୟରେ ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ଆଉ ୯ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କେନ୍ଦୁଝର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୬ ଜଣଙ୍କ…

ରାଜ୍ୟରେ ଉପରମୁଁହା କରୋନା ଗ୍ରାଫ: ୨୪ ଘଣ୍ଟାରେ ୫୦୦ରୁ ଅଧିକ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୩୩୭ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ଅଯୋଧ୍ୟା ଆନ୍ଦୋଳନର ପାଞ୍ଚ କର୍ଣ୍ଣଧାର, ଜାଣନ୍ତୁ କିଏ ସେମାନେ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୀର୍ଘ ୪୯୨ ବର୍ଷର ଅପେକ୍ଷାର ଅନ୍ତ ହେବ । ୭୦ ବର୍ଷ ତଳେ ନିଆଯାଇଥିବା ସଂକଳ୍ପ ଆଜି ଆକାର ଧାରଣ କରିବ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଯୋଧ୍ୟା ଆନ୍ଦୋଳନରେ ଲେଖାଯିବ ନୂଆ ଅଧ୍ୟାୟ । ୧୫୨୮ ମସିହାରୁ…

୨୪ ଘଣ୍ଟାରେ କରୋନାର ଲମ୍ବା ଲମ୍ଫ: ଦେଶରେ ୫୨ ହଜାର ପାର

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୫୨୫୦୯ ଛୁଇଁଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ…

‘ଧାରା ୩୭୦’ ଉଚ୍ଛେଦକୁ ବର୍ଷେ

ନୂଆଦିଲ୍ଲୀ: ଆଜିକୁ ଠିକ ବର୍ଷେ ତଳେ ଜମ୍ମୁ-କଶ୍ମୀରରୁ ହଟିଥିଲା ଧାରା ୩୭୦ । ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଗୃହୀତ ହୋଇଥିଲା । ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଥିଲା । ଏହାକୁ ନେଇ ରାଜ୍ୟସଭାରେ…