Latest Odisha News

BREAKING NEWS

Browsing Category

ଫିଚର

ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀ ରାଓ ପାଟିଲଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ପୁଣେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ମାସରେ କରୋନା ସଂକ୍ରମିତ ହୋଇଥିଲେ…

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

ଜମ୍ମୁ କଶ୍ମୀର: ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା । ଜମ୍ମୁ କଶ୍ମୀର ସରକାର ରାଜ୍ୟରେ ସବୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ । ଏହାପରେ ବୈଷ୍ଣୋ ଦେବୀ ଯାତ୍ରା…

ଆସନ୍ତାକାଲିଠୁ ମ୍ୟାଟ୍ରିକ ଖାତା ପୁନଃ ଯାଞ୍ଚ ଆବେଦନ

ଭୁବନେଶ୍ୱର: ଆସନ୍ତାକାଲି (ଅଗଷ୍ଟ ୬) ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ଓ ଉଭୟ ଖାତାର ଜେରକ୍ସ କପି ପାଇଁ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ। ବୋର୍ଡର ୱେବ୍‌ସାଇଟ୍‌ www.bseodisha.ac.in ରେ ଆବେଦନର ସମସ୍ତ ନିୟମାବଳୀ ଉପଲବ୍ଧ…

ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ

ଚିତ୍ରକୋଣ୍ଡା(ମାଲକାନଗିରି): ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଯବାନଙ୍କ ଆତ୍ମହତ୍ୟା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ୍ କ୍ୟାମ୍ପରେ ଘଟିଛି ଏହି ଅଘଟଣ । ଆତ୍ମହତ୍ୟା କରିଥିବା ଯବାନଙ୍କ ନାଁ ଶେଷ କର୍ଣ୍ଣ । ତାଙ୍କ ଘର ରାଜସ୍ଥାନରେ । ଚିତ୍ରକୋଣ୍ଡା ୯ ନମ୍ବର…

ପାଣିପାଗ ବିଭାଗର ସତର୍କ ସୂଚନା; ୫ ଜିଲ୍ଲା‌ରେ ଭୀଷଣ ବର୍ଷା ସମ୍ଭାବନା

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ପ୍ରବଳ ବର୍ଷ ହେଲାଣି। ଆଗାମୀ ୨୪ ଘଣ୍ଟା‌ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାକୁ ଯାଉଛି । ଏହା ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ରେ…

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ପାଟଣାରୁ ମୁମ୍ୱାଇ ମାମଲା ସ୍ଥାନାନ୍ତରଣ ପାଇଁ ହୋଇଥିବା ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ରିୟା…

ପୋଲିସ ସେବା ଭବନରେ ଆରମ୍ଭ ହେଲା ସିରୋସର୍ଭେ

ଭୁବନେଶ୍ବର: ଜନସାଧାରଣଙ୍କ ସମେତ ଏହି ମହାମାରୀରୁ ମଧ୍ୟ ବର୍ତ୍ତି ପାରୁ ନାହାନ୍ତି କରୋନା ଯୋଦ୍ଧା । କରୋନା ତାଲିକାରେ ଯୋଡି ହୋଇ ଚାଲୁଛି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ସୁରକ୍ଷାକର୍ମୀଙ୍କ ସଂଖ୍ୟା । କମିସନରେଟ୍‌ ପୋଲିସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପ୍ରତ୍ୟେକ ଦିନ ପ୍ରାୟ…

ଲେବାନନ୍ ବିସ୍ଫୋରଣରେ ୭୦ରୁ ଅଧିକ ମୃତ, ହଜାର ହଜାର ଆହତ

ବେରୁତ: ଲେବାନନ ରାଜଧାନୀ ବେରୁତ ବିସ୍ଫୋରଣରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଆଗକୁ ବଢ଼ିପାରେ ମୃତ୍ୟୁସଂଖ୍ୟା । ପାଖାପାଖି ୪ ହଜାର ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣରେ ବେରୁତର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ତେବେ ବେରୁତ ସ୍ଥିତ ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେବେ ଉନ୍ମୋଚନ ହୋଇଥିଲା ରାମାୟଣ ଷ୍ଟାମ୍ପ ?

ଭୂବନେଶ୍ୱର: ବହୁ ଅପେକ୍ଷିତ ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ ପାଇଁ ଚଳଚଂଚଳ ସାରା ଭାରତ । ନିମନ୍ତ୍ରିତ ଅତିଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ । ଏପରି ସ୍ଥିତିରେ କିଛି ପୋଷ୍ଟାଲ୍ ଷ୍ଟାମ୍ପ ଯାହା ରାମାୟଣ ସହ ସଂପୃକ୍ତ, ତାହା…

ଉତ୍ସବ ମୁଖର ଅଯୋଧ୍ୟା ନଗର; ଆଜି ଶ୍ରୀରାମ ମନ୍ଦିର ଭୂମିପୂଜନ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଲାଗି ଆଜି ହେବ ଭୂମି ପୂଜନ । ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୭୫ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା । ଆଜି ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ ।…