Latest Odisha News

BREAKING NEWS

Browsing Category

ଫିଚର

କାହିଁକି ଇଂଜିନିଅର ସ୍ୱାମୀକୁ ହତ୍ୟା କଲା ଶିକ୍ଷୟତ୍ରୀ ସ୍ତ୍ରୀ ?

ତାମିଲନାଡୁ: ସ୍ୱାମୀର ହାତ ଧରି ସାତଜନ୍ମ ପାଇଁ ସାଥି ହେବ ବୋଲି ପ୍ରଣ କରିଥିଲା । ହେଲେ ଶେଷରେ ସେହି ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲା ଜଣେ ଅଭାଗା ସ୍ତ୍ରୀ । ହେଲେ କାହିଁକି ? ତାମିଲନାଡୁ ଥିରୁମଙ୍ଗଳମ୍ ଅଂଚଳର ଜଣେ ମହିଳାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଶାରିରୀକ ସଂପର୍କ…

ଦିଲ୍ଲୀ ହିଂସା: ଚାଂଚଲ୍ୟକର ଖୁଲାସା କଲେ ତାହିର, ପିଏଫଆଇ ଅଫିସରେ ଷଡଯନ୍ତ୍ର ରଚାଯାଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଅଭିଯୁକ୍ତ ତାହିର ହୁସେନ ପୋଲିସ ଜେରାରେ ରବିବାର ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ କହିଛନ୍ତି ଖାଲିଦ ସୈଫି ଓ ପିଏଫଆଇ ସହ ମିଶି ସେମାନେ ଏହି ଷଡଯନ୍ତ୍ର ରଚିଥିଲେ । ଶାହୀନବାଗ ନିକଟରେ ଥିବା ପିଏଫଆଇ ଅଫିସରେ ଖାଲିଦ ମୋତେ ହିଂସା ପାଇଁ ପ୍ରବର୍ତାଇଥିଲା ।…

ଶାହାଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ-ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହ ତାଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏନେଇ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

ଇଂଲଣ୍ଡରୁ ଭାରତ ଫେରିବ ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି

ଲଣ୍ଡନ: ଇଂଲଣ୍ଡ ସରକାର ଭାରତର ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି ଫେରାଇବା ପାଇଁ ରାଜି ହୋଇଛି । ଆସନ୍ତା ସପ୍ତାହରେ ଭଗବାନଙ୍କ ମୂର୍ତ୍ତି ଭାରତ ଆସିବ । ନଟରାଜଙ୍କ ଏହି ଅମୂଲ୍ୟ ମୂର୍ତି ୨୫ କୋଟି ଟଙ୍କାରେ ତସ୍କର ବାମନ ନାରାୟଣ ଧୀୟା ଏହାକୁ ବିକ୍ରି କରିଥିଲେ । ୧୯୯୮ରେ ଘାଟେଶ୍ୱର…

ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ତେବେ ଦେଶର…

ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏବେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବେ । ଆଜି ସକାଳେ ବନୱାରିଲାଲ ହସ୍ପିଟାଲରେ ଭର୍ତ୍ତି…

ପରମାଣୁ କ୍ଷମତା ସମ୍ପନ୍ନ ବମ୍ବର ଜେଟ ମୁତୟନ କଲା ଚୀନ

ନୂଆଦିଲ୍ଲୀ: ଚୀନ ଚାଲାକି କରିବା ଛାଡୁ ନାହିଁ । ଏ ପଟେ ଶାନ୍ତି ପାଇଁ ଆଲୋଚନା ଅନ୍ୟ ପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି । ମିଳିଥିବା ରିପୋର୍ଟ ମୁତାବକ ଚୀନ କାଶଗର ବିମାନ ବନ୍ଦରରେ ପରମାଣୁ କ୍ଷମତାସମ୍ପନ୍ନ ବମ୍ବର ଜେଟ ନିୟୋଜିତ କରିଛି । ସାଟେଲାଇଟ ଇମେଜରୁ ଏହା ଜଣାପଡିଛି । ଲଦ୍ଦାଖ ଅଂଚଳର…

ଫ୍ରେଣ୍ଡସିପ୍ ଡେ: ବଡ ପରଦାରେ ବନ୍ଧୁତ୍ୱର ଝଲକ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ‘ଫ୍ରେଣ୍ଡସିପ୍ ଡେ’ ପାଳନ କରାଯାଇଥାଏ । ଏହି ଦିନରେ ସାଙ୍ଗ ମାନେ ମିଶି ବିନ୍ଧୁତ୍ୱ ଦିବସରେ ମଉଜ ମଜଲିସ କରିଥାନ୍ତି । ଫ୍ରେଣ୍ଡସିପ୍ ଖାଲି ଯେ ରିଏଲ୍ ଲାଇଫରେ ଦେଖା ଯାଏ, ତାନୁହେଁ ସିନେମା ପରଦାରେ ମଧ୍ୟ ବନ୍ଧୁତ୍ୱର…

ଏକ ସପ୍ତାହ ମଧ୍ୟରେ କଟକରେ ବଢ଼ିବ ଶଯ୍ୟା ସଂଖ୍ୟା

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସେ…

ଜୁଲାଇ ୨୫ରୁ ୩୦ ମଧ୍ୟରେ କଟକରେ ୩୩୬ ପଜିଟିଭ ଚିହ୍ନଟ

କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ,…