Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ପୁଣି ବଢ଼ିଲା, ଗୋଟିଏ ଦିନରେ ୧୪ ଶହ ୯୯ କରୋନା ପଜିଟିଭ୍

ଭୁବନେଶ୍ୱର: ତିନି ଦିନ ପରେ ରାଜ୍ୟରେ ଗୋଟିଏ ଦିନରେ ପୁଣି ୧୫ ଶହ ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଆଉ ୧୪ ଶହ ୯୯ । କ୍ୱାରେଣ୍ଟାଇନ ସେଣ୍ଟର-୯୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୮୫। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ…

ଲାଞ୍ଚ ମାଗି ଥାନା ବାବୁ ନିଲମ୍ବିତ

ଅନୁଗୋଳ: ଘରୋଇ କଳିର ସମାଧାନ କରି ଦେବାକୁ କହି ଲାଞ୍ଚ ମାଗିବା ଥାନା ବାବୁଙ୍କୁ ମହଙ୍ଗା ପଡ଼ିଛି । ଚାକିରିରୁ ନିଲମ୍ବିତ ହୋଇଛନ୍ତି ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଏଏସଆଇ । ତାଙ୍କ ନାଁ କାର୍ତ୍ତିକ ବେହେରା । ତାଙ୍କୁ ସସପେଣ୍ଡ କରିଛନ୍ତି ଅନୁଗୋଳ ଏସପି ଜଗମୋହନ ମୀନା । ଅଭିଯୋଗ…

ଆମେରିକାରେ କୋଭିଡ୍ ପଜିଟିଭ ଚିହ୍ନଟ କୁକୁରର ମୃତ୍ୟୁ !

ନ୍ୟୁୟର୍କ: ଆମେରିକାରେ କରୋନା ପଜିଟିଭ୍ ଚିହ୍ନଟ ପ୍ରଥମ କୁକୁରର ମୃତ୍ୟୁ ହୋଇଛି । ତାର ବୟସ ସାତ ବର୍ଷ ହେବ । ନାଁ ଥିଲା ବଡି । ଜର୍ମାନ ସେଫାର୍ଡ ପ୍ରଜାତିର କୁକୁରଟି ଗତ ଏପ୍ରିଲକୁ ଅସୁସ୍ଥ ଥିଲା । କରୋନା ସଂକ୍ରମିତ କୁକୁରର ମୃତ୍ୟୁ ନେଇ ଆମେରିକାର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।…

ସ୍କଚ୍ ଆଓ୍ୱାର୍ଡ ପରେ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ଜାତୀୟସ୍ତରର ସ୍କଚ୍ ଆୱାର୍ଡ-୨୦୨୦ ମିଳିଛି । ଅନ୍‌ଲାଇନ୍ ମାଧ୍ୟମରେ ଏହି ପୁରସ୍କାର ଉତ୍ସବ କରାଯାଇଥିଲା । ଏହି ସଫଳତା ପରେ ଉଭୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ…

୨୪ ଘଣ୍ଟାରେ ରେକର୍ଡ ୫୫ ହଜାର କରୋନା ପଜିଟିଭ୍, ୭୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୧୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି ଦେଶରେ ନୂଆ ରେକର୍ଡ । ଏକାଥରକେ ପଜିଟିଭ୍ କେସ୍ ୫୫ ହଜାର ପାର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ…

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୋଡ଼ି ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରେ ଅଛି ଗୋଟିଏ ୨୦ ଦିନର ଶିଶୁ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ଏହି…

ଆଜି ରାଉରକେଲାରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଆଜିଠୁ ରାଉରକେଲାରେ ଆରମ୍ଭ ହେବ ପ୍ଲାଜମା ଥେରାପୀ ଚିକିତ୍ସା ସେଣ୍ଟର । ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ । ଆଇଜିଏଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ…

କାଲିଠୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ସଟଡାଉନ୍ ରହିବ ଭଦ୍ରକ ଜିଲ୍ଲା

ଭଦ୍ରକ: ୪୮ ଘଣ୍ଟା ପାଇଁ ଭଦ୍ରକ ଜିଲ୍ଲା ସଟ୍‌ଡାଉନ୍ ଘୋଷଣା । ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲ୍ଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ କଟକଣା ଲାଗିବ । ସଟଡାଉନ୍ ବେଳେ…

ନାବାଳିକା ଆତ୍ମହତ୍ୟା ଘଟଣାରେ ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ

ଢେଙ୍କାନାଳ: ଅସଦାଚରଣର ଶିକାର ଜଣେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ବେହେରା ସସପେଣ୍ଡ । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । କାର୍ଯ୍ୟରେ ଅବହେଳା ପାଇଁ…

ଖୋଳାଯିବ ମଙ୍ଗଳ ଗ୍ରହ, ପର୍ସେଭେରାନ୍ସ ରୋଭରକୁ ପଠାଇଲା ନାସା

ଫ୍ଲୋରିଡା (ଆମେରିକା): ନୂଆ ଇତିହାସ ରଚିବ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା । ମଙ୍ଗଳ ଗ୍ରହକୁ ପଠାଇଲା ପର୍ସେଭେରାନ୍ସ ରୋର୍ଭ‌ । ଫ୍ଲୋରିଡାର କେପ୍ କାନାଭେରାଲ୍ ଏୟାର ଫୋର୍ସ ଷ୍ଟେସନରୁ ଆଟଲାସ୍-୫ ରକେଟ୍ ଏହାକୁ ସାଙ୍ଗରେ ନେଇ ଯାଇଛି । ମଙ୍ଗଳରେ ପହଞ୍ଚିବାକୁ ଲାଗିବ ୭ ମାସ ।…