Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏପରିକି ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ bseodisha.nic.in,…

ରେକର୍ଡ କଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାଫଳରେ ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇବା ସହ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ ।…

ମାଡ଼ି ଗଲା ଟ୍ରକ୍, ସ୍ତ୍ରୀ ମୃତ ଓ ସ୍ୱାମୀ ଆହତ

ବଲାଙ୍ଗିର: ମେଡିକାଲ୍ ଯିବା ବେଳେ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ବଞ୍ଚିଯାଇଛି ସ୍ୱାମୀଙ୍କ ଜୀବନ। ବଲାଙ୍ଗିର ଜିଲ୍ଲା ଟାଉନ୍ ଥାନା ଆଗରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଚନ୍ଦନଭାଟି ଗାଁର ରଜନୀ ସାହୁ । ସେ ଆଜି…

ବଢ଼ିଲା OJEE ଆବେଦନ ସମୟସୀମା, ଆଉ ୫ ସହରରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ବଢ଼ିଲା ଅନଲାଇନ ଆବେଦନର ଡେଡଲାଇନ୍ । ଜୁଲାଇ ୩୧ ତାରିଖ ଯାଏଁ ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି । ଏହାସହ ଆଉ ୫ଟି ସହରରେ ପ୍ରବେଶିକା ପରୀକ୍ଷା କରିବାକୁ ଘୋଷଣା ହୋଇଛି…

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶିବରାଜ ସିଂହ ଚୌହ୍ୱାନ । ଦେଶରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।ଟ୍ୱିଟ୍ କରି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ…

ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗତ ୨୪ ଘଣ୍ଟା ଭିତରେ ଆଉ ୧୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି । ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ବାଲେଶ୍ୱରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଓଡିଶାର ୨୪ ଜିଲ୍ଲାରୁ ନୂଆ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୨୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୦୧୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ଗୁଗୁଲ୍ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଓ ଆଇଓଏସ୍‌ରେ ଆସିଲା ଜିଓମାର୍ଟ ଆପ୍ପ୍‌

-ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ଦଶ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍ ହୋଇଛି ଜିଓମାର୍ଟ ଆପ୍ପ୍‌ -ଆପ୍ପ ଆନି ତଥ୍ୟ ଅନୁଯାୟୀ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର୍‌ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ-ଷ୍ଟୋର୍‌ରେ ତୃତୀୟ ସ୍ଥାନ ଅଧିକାର କରିଛି ଜିଓମାର୍ଟ ଆପ୍ପ -ଓଡିଶାର ଭୁବନେଶ୍ୱର, କଟକ,…

ବିପିୟୁଟି ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା

ଭୁବନେଶ୍ୱର: ବିପିୟୁଟି ଫାଇନାଲ୍ ସେମିଷ୍ଟର ଅନଲାଇନ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀଙ୍କୁ ମିଳିବ ଦ୍ୱିତୀୟ ଥର ପରୀକ୍ଷା ଅନୁମତି । ଅଫଲାଇରେ ପୁଣି ଥରେ ସେହି ବିଷୟର ପରୀକ୍ଷା ଦେଇ ପାରିବେ । ଏନେଇ ବିପିୟୁଟି କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ୨୦୧୯-୨୦୨୦ ଶିକ୍ଷାବର୍ଷରେ ଏକଜିଟ୍…