Latest Odisha News

BREAKING NEWS

Browsing Category

ଫିଚର

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ସହ ମିଳିତ ସହଭାଗିତାରେ କୋଭିଡ ଟିକା ବିକାଶିତ କରୁଛି ସେରମ…

ଗୁମୁଡ଼ୁମୁହା ଗୋଟେ ଗପ ବୋଧେ !

ଏମିତି ଘଟଣା କଳିଙ୍ଗନଗରରେ ଘଟିଥିଲା । ସେଠି ଅବଶ୍ୟ ପ୍ରସଙ୍ଗ ଥିଲା ଅଲଗା । ଆଉ ଏଠି ଗୁମୁଡ଼ାମୁହାରେ କିଛି ପ୍ରସଙ୍ଗ ହିଁ ନଥିଲା । ନିରୀହ ଆଦିବାସୀ ନିଜ ଗାଁକୁ ଫେରୁଥିଲେ ଅଟୋରେ । ସଶସ୍ତ୍ର ପୁଲିସ ତାଙ୍କ ଉପରକୁ ଗୁଳି ଚଳାଇଲା । ଏକାଥରେ ପାଞ୍ଚ ଜଣ ମରିଗଲେ । ପରେ ପୁଲିସ ବାହାଦୂରୀ…

ଅବସରର ୯ ଦିନ ପୂର୍ବରୁ ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଗଂଜାମ: କରୋନା ଯୁଦ୍ଧରେ ପୁଣି ବଳି ପଡିଲେ ଆଉ ଜଣେ ଯୋଦ୍ଧା । ପୁରୁଷୋତ୍ତମପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଟି. ବିଜୟଲଷ୍ମୀଙ୍କର କରୋନା ସଂକ୍ରମଣରେ ଗତକାଲି ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବିଜୟଲଷ୍ମୀ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ନେଇଥାନ୍ତେ । ତେବେ ଏହାର ନଅ ଦିନ…

କାଲିଠୁ ରାୟଗଡ଼ା ଜିଲ୍ଲା ସପ୍ତାହେ ସଟଡାଉନ୍

ରାୟଗଡ଼ା: ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି । ପ୍ରତିଦିନ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ଆସନ୍ତାକାଲିଠୁ ସଟଡାଉନ୍ ରହିବ । ସପ୍ତାହେ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ଆସନ୍ତାକାଲି ସକାଳୁ ଲାଗୁ ହେବ ସଟଡାଉନ୍…

ଆଜି ଯାଜପୁରରୁ ଚିହ୍ନଟ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ, ଜାଣନ୍ତୁ

ଯାଜପୁର: ଆଜି ଯାଜପୁର ଜିଲ୍ଲାରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୦ ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୩ ରେ ପହଞ୍ଚିଛି। ଏଥିମଧ୍ୟରୁ ୮୭୬ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ୧୬୫ ଟି ଆକ୍ଟିଭ…

ନାଲି ଆଖି ଦେଖାଇଲେଣି ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଗଞ୍ଜାମ ପରେ ଗଜପତି ଓ ଏବେ କନ୍ଧମାଳ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ରାଜ୍ୟ ପାଇଁ ଟେନସନ୍ । ସବୁଠୁ ଅଧିକ ଚିନ୍ତାର କାରଣ ହୋଇଛି ରାୟଗଡ଼ା ଓ…

କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ରାଜ୍ୟରେ ଆଉ ୫ ମୃତ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି ।…

ରାଜ୍ୟରେ କରୋନାର ଲମ୍ଵଡିଆଁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ…

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା । ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହି ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାଲେଶ୍ଵର ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା । ବିଭାଗ ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ ଅନୁଯାୟୀ, ବାଲେଶ୍ଵର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ପୂର୍ବନୁମାନ କରାଯାଇଛି।…