Latest Odisha News

BREAKING NEWS

Browsing Category

ଫିଚର

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିନେ ପୂର୍ବରୁ ପ୍ରଶାନ୍ତ ଭୂଷଣ ଓ ଟ୍ୱିଟର ଇଣ୍ଡିଆ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ କୋର୍ଟ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର.…

ବଢୁଛି ସଂକ୍ରମଣ : ଭାରତରେ ୨୪ ଘଣ୍ଟାରେ ୩୭,୭୨୪ ଆକ୍ରାନ୍ତ ଚିହ୍ନଟ, ୧୨ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୩୭, ୭୨୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ…

କଟକ ଖଟବିନ୍ ସାହିର ବରି ଲେନ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: ସହରରେ ପୁଣି ଏକ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଖଟବିନ ସାହିର ବରି ଲେନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି କଟକ ମହାନଗର ନିଗମ । ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳର ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା ।…

କନ୍ଧମାଳ ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

ଫୁଲବାଣୀ: ସପ୍ତାହେ ବନ୍ଦ ରହିବ କନ୍ଧମାଳ ଜିଲ୍ଲାରେ ସମସ୍ତ ବ୍ୟାଙ୍କ । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କଗୁଡ଼ିକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହୋମ୍ କ୍ୱାରେଣ୍ଟାଇନରେ ଲକ୍ଷଣ ଥିଲେ…

ଗାଜିଆବାଦରେ ଗୁଳିମାଡ଼ରେ ଆହତ ସାମ୍ବାଦିକଙ୍କ ମୃତ୍ୟୁ

ଗାଜିଆବାଦ (ଉତ୍ତରପ୍ରଦେଶ): ଆଖି ବୁଜିଲେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ଗାଜିଆବାଦର ଯୁବ ସାମ୍ବାଦିକ ବିକ୍ରମ ଯୋଶୀ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ବିକ୍ରମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁଳିମାଡ଼ରେ ତାଙ୍କ ମୁଣ୍ଡରେ ଥିବା ଶିରାଗୁଡ଼ିକ ଅଚଳ…

ବ୍ରହ୍ମପୁରରେ ଜରୁରିକାଳୀନ ସେବା ପାଇଁ ରାତିରେ ଗଡ଼ିବ ୨୨ଟି ଅଟୋ

ବ୍ରହ୍ମପୁର: ଲକ୍‌ଡାଉନ ବେଳେ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ । ଏଣିକି ରାତିରେ ଜରୁରିକାଳୀନ ସେବା ପାଇଁ ୨୨ଟି ଅଟୋ ଗଡ଼ିବ । ସେଥିରେ ଯାଆସ କରିପାରିବେ ଲୋକ । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ମିଗମ କର୍ତ୍ତୃପକ୍ଷ । ରାତିରେ ଚଳାଚଳ…

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି । ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ…

ଜିଓ ଫୋନ୍ ପାଇଁ ସବୁଠାରୁ ବଡ ଅପଡେଟ୍, ଗୁଗୁଲ ଲେନ୍ସ ଏବେ ଜିଓ ଫୋନରେ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରିଲାଏନ୍ସ ଜିଓର ଜିଓ ଫୋନ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି | ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ ଫୋନକୁ ସବୁଠାରୁ ବଡ ଅପଡେଟ୍ ମିଳିଛି | ଜିଓ ଫୋନ୍ ବ୍ୟବହାରକାରୀମାନେ ଗୁଗୁଲରୁ ଏହି ଉପହାର ଗ୍ରହଣ କରିଛନ୍ତି, ଯାହାକି KaiOS ବ୍ୟବହାରକାରୀଙ୍କ…

ଆୟ ବଢାଇବା ପାଇଁ ଭାରତୀୟ ରେଳବାଇ ର ନୂଆ ରଣନୀତି ପ୍ରସ୍ତୁତ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ମାଲ ପରିବହନ ବୃଦ୍ଧି ପାଇଁ ଭାରତୀୟ ରେଳ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ନୂତନ ରଣନୀତି ଅନୁଯାୟୀ ରେଳ ମନ୍ତ୍ରଣାଳୟ ସମସ୍ତ ଜୋନ୍ ଏବଂ ବିଭାଗ ସ୍ତରରେ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ସୃଷ୍ଟି କରିଛି। ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ରେଳ ମାଧ୍ୟମରେ ମାଲ ପରିବହନର…

ଜାପାନର ବୋୖଦ୍ଧ ମନ୍ଦିରରେ ରୋବଟ ପୂଜକ ପ୍ରସ୍ତୁତି ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅନେକ ସମୟରେ ହୋଟେଲ ରେ ହେଉ ଅବା ଅଫିସ ରେ ରୋବଟ କାମ କରିବା ଦେଖିଥିବେ | ବଡ ବଡ ଦେଶ ସବୁ ଏଥିରେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରିବାକୁ ଲାଗିଛନ୍ତି | ଏଥିରୁ ଜାପାନ ବାଦ ପଡ଼ନ୍ତା କିପରି | ଏମିତିବି ଜାପାନ ନୂଆନୂଆ ଜିନିଷ ତିଆରି କରିବାରେ ସମସ୍ତଙ୍କଠାରୁ ଆଗରେ | ଏବେ ସେମିତି ଗୋଟେ ଖବର…