Latest Odisha News

BREAKING NEWS

Browsing Category

ଫିଚର

ଶ୍ରୀମନ୍ଦିରରେ କାମିନୀ ଏକାଦଶୀ ପାଳିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି କାମିନୀ ଏକାଦଶୀ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆୟୁଧ ସୁଦର୍ଶନ ଚକ୍ରଙ୍କୁ ନଗର ପରିକ୍ରମା କରାଯାଇଥାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତିକାନ୍ତି ସହ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବା ପରେ…

ଲାଗିଲା କଟକଣା, ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା

ଭୁବନେଶ୍ୱର: ଏଣିକି ବିନା ପରିଚୟ ପତ୍ରରେ ଭୁବନେଶ୍ୱରକୁ ପ୍ରବେଶ ମନା ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଅତି ଜରୁରୀ କାମ ନଥିଲେ ଭୁବନେଶ୍ୱର ଆସିବାକୁ ମନା କରାଯାଇଛି । ଏଥିପାଇଁ ଲକଡାଉନ୍ ସମୟରେ କଟକଣା ଲାଗୁ ହୋଇଛି । ଆହୁରି ମଧ୍ୟ ଯେଉଁମାନେ…

୧୪ ଦିନିଆ ଲକଡାଉନ୍‌ରେ କ’ଣ ଖୋଲା ରହିବ କ’ଣ ବନ୍ଦ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ିଚାଲିଛି ମାହାମାରୀ କରୋନା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୪ ଜିଲ୍ଲା । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ସମତେ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ୧୪ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧…

୪ ଜିଲ୍ଲା ଓ ରାଉରକେଲା ସହର ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା । ଏଥିପାଇଁ କରୋନା ମୁକାବଇଲା ଲାଗି ରାଜ୍ୟ ସରକାର ନୂଆ ଗାଇଡାଲଇନ୍ ଜାରି କରିଛନ୍ତି । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ଓ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁ୍‌କ୍ରବାର ରାତି ୪ରୁ…

କୁଶୀନଗରରେ ଶୌଚାଳୟ ନ ଥିବାରୁ ଗାଁ ଛାଡିଲେ ୧୬ ବୋହୂ

କୁଶୀନଗର: ଉତରପ୍ରଦେଶର କୁଶୀନଗରରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସରକାରଙ୍କ ଉଦ୍ୟମ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ମୁତାବକ ଏଠାକାର ପଡରାନା ବ୍ଲକର ଭରପାଟିଆ ଅଂଚଳରେ ଗୋଟିଏ ମାସ ମଧ୍ୟରେ ୧୬ ବୋହୂ ଗାଁ ଛାଡିଲେଣି । ସବୁ ସମୟରେ ଏପରି କି ବର୍ଷା ଦିନେ ବାହାରକୁ ଶୌଚ…

୨୦ରୁ ରାଜ୍ୟରେ ମିଳିବ ଟେଲିମେଡିସିନ୍ ସେବା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସେବା ମିଳିବ । କରୋନା ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ…

ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, କୂଲଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ଭୁବନେଶ୍ୱର: ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଲଭୂଷଣ ଯାଦବଙ୍କୁ ମିଳିଛି ଦ୍ୱିତୀୟ କନସୁଲାର ଆସେସ୍ । ଇସଲାମାବାଦ୍ ତାଙ୍କୁ ଦ୍ୱିତୀୟ ଥର ପାଇଁ କନ୍‌ସୁଲାର ଆସେସ ଯୋଗଇ ଦେଇଛନ୍ତି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ…

ଚୀନ ଆପ ବ୍ୟାନର ପ୍ରଭାବ, ପେଡି ପୁଟୁଲି ବାନ୍ଧିବା ଆରମ୍ଭ କଲା ଆଲିବାବା

ନୂଆଦିଲ୍ଲୀ: ଭାରତ ସରକାର ୫୯ ଚୀନ ଆପ ବ୍ୟାନ କରିବା ପ୍ରଭାବ ପକାଇବା ଆରମ୍ଭ କରିଛି । ଇ-କମର୍ସ କମ୍ପାନୀ ଆଲିବାବା ଭାରତରୁ ପେଡି ପୁଟୁଳି ବାନ୍ଧିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ୟୁସି ବ୍ରାଉଜର, ଭିମେଟ୍ ଓ ୟୁଜି ନ୍ୟୁଜର କାରୋବାର ଭାରତରେ ଏକପ୍ରକାର ବନ୍ଦ ହୋଇଯାଇଛି । କମ୍ପାନୀ…

ଲତା ମଙ୍ଗେସକରଙ୍କ ପ୍ରଶଂସାରେ ଭାବ ପ୍ରବଣ ହୋଇ ପଡିଲେ ହ୍ରିତିକ

ମୁମ୍ବାଇ: ରୋଶନଲାଲ ନାଗରଥଙ୍କ ଜନ୍ମଦିବସ ଅବସରରେ ମହାନ ଗାୟିକା ଲତା ମଙ୍ଗେସକରଙ୍କ ତାଙ୍କ ସ୍ମୃତିଚାରଣ କରିବା ସହ ଟୁଇଟ କରିଥିଲେ । ସୂଚନାଯୋଗ୍ୟ, ବଲିଉଡର ଷ୍ଟାର ହ୍ରିତିକ ରୋଶନଙ୍କ ଜେଜେ ବାପା ହେଲେ ରୋଶନଲାଲ । ଲତା ତାଙ୍କ ଟୁଇଟରେ ଲେଖିଥିଲେ ନମସ୍ମାର । ଆଜି ମହାନ ସଙ୍ଗୀତକାର…

ମୋତେ ମାଇ ଲର୍ଡ ନ କହି ସାର୍ କୁହ କହି ଚର୍ଚ୍ଚାରେ କୋଲକାତା ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ

କୋଲକାତା:କୋଲକାତା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ ଏବେ ଚର୍ଚ୍ଚାରେ । କଣ ପାଇଁ ସେ ଏବେ ଚର୍ଚ୍ଚାରେ ଆସନ୍ତୁ ଜାଣିବା । ପ୍ରାୟତଃ ମୁଖ୍ୟ ବିଚାରପତିଙ୍କୁ ମାଇ ଲର୍ଡ କିମ୍ବା ଲର୍ଡଶିପ୍ କହି ନ୍ୟାୟିକ ଅଧିକାରୀମାନେ ସମ୍ବୋଦ୍ଧିତ କରିଥାନ୍ତି । ମାତ୍ର…