Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୮୩ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗଞ୍ଜାମ…

ରେକର୍ଡ ଭାଙ୍ଗୁଛି କରୋନା; ଗୋଟିଏ ଦିନରେ ଓଡିଶାରେ ୭୧୮ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ୭୧୮ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଗତ କିଛି ଦିନର ବ୍ୟବଧାନ ପରେ ଗୋଟିଏ ଦିନରେ ପଜିଟିଭ ସଂଖ୍ୟା ପୁଣି ସାତ ଶହ ପାର କରିଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ…

ଦେଶରେ କରୋନା ତାଣ୍ଡବ: ୨୪ ଘଣ୍ଟାରେ ୩୫ ହଜାର ଆକ୍ରାନ୍ତଙ୍କ ସହ ୧୦ ଲକ୍ଷ ଟପିଲା ମୋଟ ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୩୪,୯୫୬ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୭ ଜଣ ପ୍ରାଣ ହରାଇଛନ୍ତି । ଦେଖୁ ଦେଖୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦,୦୩,୮୩୨ ରେ…

ଜମ୍ମୁ-କାଶ୍ମୀର: ସେନା ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ ଏବଂ ସୁରକ୍ଷା ବାହିନୀ ଦ୍ୱାରା ମିଳିତ ଭାବେ ଏହି ଅପରେସନ୍ ହୋଇଥିବା ସୂଚନା ମିଳିଛି। ତଥ୍ୟ ଅନୁସାରେ, ଉତ୍ତର କାଶ୍ମୀରର ସୀମାନ୍ତ…

ଲେହରେ ପହଞ୍ଚିଲେ ରାଜନାଥ ସିଂହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ସକାଳୁ ସେ ଲେହରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ସେନାବାହିନୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଜନାଥଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଜେଲେରାଲ୍…

କୁକୁର ସହ ଲଢ଼ି ଉଭଣୀକୁ ବଞ୍ଚାଇଲା ଛଅ ବର୍ଷର ପିଲା, ମିଳିବ ବକ୍ସିଂର ବଡ଼ ଟାଇଟଲ୍

ଫଟୋରେ ଦେଖୁଥିବା ପିଲାର ବୟସ ମାତ୍ର ୬ ବର୍ଷ । ନାଁ- ବ୍ରିଜର ଓ୍ୱକର । ଆମେରିକାରେ ରହୁଛନ୍ତି । ତାଙ୍କୁ ମିଳିବ ଓ୍ୱାର୍ଡଲ ବକ୍ସିଂ ଚାମ୍ପିଅନସିପ୍ ଟାଇଟଲ୍ । ଘୋଷଣା କରିଛି ଓ୍ୱାର୍ଲଡ ବକ୍ସିଂ କାଉନସିଲ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିହାତି । ମନରେ ପ୍ରଶ୍ନ ଉଠୁଥିବ ତାଙ୍କୁ କାହିଁକି…

ରେକର୍ଡ ସୃଷ୍ଟି କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ : ଭର୍ଚୁଆଲ ଏଜିଏମ୍ ପାଲଟିଲା ବିଶ୍ୱର ସର୍ବବୃହତ୍ତ ସେୟାରହୋଲଡ୍‌ର ବୈଠକ

ମୁମ୍ବାଇ/ ଭୁବନେଶ୍ୱର: ବୁଧବାର ଅନୁଷ୍ଠିତ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୩ତମ ବାର୍ଷିକ ସାଧାରଣ ବୈଠକ ବା ଏଜିଏମ୍ ଅନେକ କ୍ଷେତ୍ରରେ ରେକର୍ଜ ସୃଷ୍ଟି କରିଛି । କଂପାନୀ ର ଏହା ପ୍ରଥମ ଭର୍ଚୁଆଲ ବୈଠକ | କମ୍ପାନୀର ନୂଆ ପ୍ଲାଟଫର୍ମ ଜିଓ ମିଟ୍ ଜରିଆରେ ଏକ ସମୟରେ ୪୮ଟି ଦେଶର ୫୫୦ ସହରର…

କରୋନା ମୁକ୍ତ ହେଲା ସୋନପୁର ଜିଲ୍ଲା

ସୁବର୍ଣ୍ଣପୁର: ରାଜ୍ୟରେ କରୋନା ମୁକ୍ତ ହୋଇଛି ସୋନପୁର ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଥିଲେ ଚିକିତ୍ସାଧୀନ ଥିବା ୭ ଆକ୍ରାନ୍ତ । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ଶୂନ । ସୋନପୁର ଜିଲ୍ଲାରୁ ମୋଟ୍ ୪୪ ଜଣ ଭୂତାଣୁ…

ଲକଡାଉନ୍ ଘୋଷିତ ଚାରି ଜିଲ୍ଲାରେ ୬୪% ଆକ୍ଟିଭ୍ କେସ୍

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଅଧିକ ସଂକ୍ରମିତ ଚାରି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରକୁ ଲକଡାଉନ୍ ଘୋଷଣା କରିଛନ୍ତି ସରକାର । ଏହାସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ୧୪ ଦିନିଆ ସଟଡାଉନ୍ ଲାଗୁ ହେବ । କାରଣ ସେସବୁ ଜିଲ୍ଲାରେ ସଂକ୍ରମିତ ଓ ଆକ୍ଟିଭ୍ କେସ୍ ଅଧିକ…

ରାଜଧାନୀର ରୂପାଲି ଛକରେ ଜଳିଗଲା ଦୁଇଟି ଦୋକାନ

ଭୁବନେଶ୍ୱର: ରୂପାଲି ଛକର ବଜାର ଅଂଚଳରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ସମ୍ପୂଣ୍ଣ ଜଳି ଯାଇଛି । ପାଖିପାଖି ଥିବା ଅନେକ ଦୋକାନ ମଧ୍ୟ ଅଧ ଅଧା ଜଳିଯାଇଛି । ନିଆଁ ଲାଗି ଯାଇଥିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିିଥିଲେ । ତେବେ ଗ୍ୟାସ…