Latest Odisha News

BREAKING NEWS

Browsing Category

ଫିଚର

ବିଦ୍ରୋହୀ ଚାହିଁଲେ ଜିତିବ ବିଜେପି !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଚଳିତ ମାସ ୧୭ ତାରିଖରେ ଭୋଟଗ୍ରହଣ ହେବାକୁ ଥିବାବେଳେ ଭିନ୍ନ ଭିନ୍ନ ରଣନୀତି ନେଇ ପ୍ରମୁଖ ଦଳ କାର୍ଯ୍ୟ କରୁଛନ୍ତି। ଉଭୟ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ଘାରିଛି ବିଦ୍ରୋହୀ ଚିନ୍ତା। ଯେଉଁ ପ୍ରମୁଖ ନେତାମାନେ ଟିକେଟ ପାଇ ନାହାନ୍ତି ସେମାନଙ୍କ ମଧ୍ୟରୁ କିଛି…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମିଳିବ ମାଗଣା ୱାଇଫାଇ ସୁବିଧା

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଲାଗିବ ୱାଇ-ଫାଇ ( WiFi)। ସବୁ କୁଳସଚିବଙ୍କୁ ଚିଠି ଲେଖି ଜଣାଇଲା ଉଚ୍ଚ ଶିକ୍ଷା ବିଭାଗ। ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ଏନେଇ ଉଚ୍ଚ ଶିକ୍ଷା ବିଭାଗର…

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ…

ପିଆଜ ଦରରେ ଲାଗିଛି ନିଆଁ, ସରକାର ଶୀତଳ ଭଣ୍ଡାରରେ- କଂଗ୍ରେସ

ଭୁବନେଶ୍ୱର: ହୁହୁ ବଢୁଛି ପିଆଜ ଦର । ଗତ ଦୁଇ ସପ୍ତାହରୁ ଅଧିକ ହେବ ରାଜ୍ୟରେ ପିଆଜ ଦାମ କିଲୋ ପିଛା ୬୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । ପିଆଜର ଖୁଚୁରା ଦାମ ଦୁଇ ସପ୍ତାହ ପୂର୍ବରୁ କିଲୋ ପିଛା ୩୦ ଟଙ୍କାରେ ବିକ୍ରି ହେଉଥିଲା  ହେଲେ ହଠାତ କାହିଁକି ବଢିଗଲା ?  ଦରବୃଦ୍ଧି ଚାପରେ ପେଷି…

ଡି କକ, ଭାନ ଡେର ଡୁସେନଙ୍କ ଶତକ: ଦକ୍ଷିଣ ଆଫ୍ରିକା ୩୫୭/୪

ପୁଣେ: ଚଳିତ ବିଶ୍ୱକପ କ୍ରିକେଟରେ ବୁଧବାର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୮ ରନର ବିଜୟ ଲକ୍ଷ୍ୟ ରଖିଛନ୍ତି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୫୭ ରନ କରିଥିଲା । ଜବରଦସ୍ତ…

ଜିଏସଟି ରେକର୍ଡ: ଅକ୍ଟୋବର ମାସରେ ଦ୍ୱିତୀୟ ସର୍ବାଧିକ ରାଜସ୍ୱ ଆଦାୟ

ନୂଆଦିଲ୍ଲୀ: ଗତ ଅକ୍ଟୋବରରେ ଆଦାୟ ହୋଇଛି ସର୍ବାଧିକ ଟିକସ । କେନ୍ଦ୍ର ସରକାରଙ୍କ ରାଜକୋଷକୁ ଆସିଛି  ୧.୭୨ ଲକ୍ଷ କୋଟି ଟଙ୍କା । ଜିଏସଟି ଲାଗୁ ହେବା ପରଠାରୁ ଏହା ୨ୟ ସର୍ବାଧିକ ଜିଏସଟି ଆଦାୟ । ଏହି ଜିଏସଟି ଆଦାୟ ପରେ ୧୩ ପ୍ରତିଶତ ବାର୍ଷିକ ବୃଦ୍ଧି ରେକର୍ଡ କରାଯାଇଛି । ୨୦୨୩-୨୪…

ଅବସର ଘୋଷଣା କଲେ ଇଂଲଣ୍ଡ ପେସର ଡେଭିଡ ୱିଲୀ

ଲଣ୍ଡନ: ଇଂଲଣ୍ଡ ପେସ ବୋଲର ଡେଭିଡ ୱିଲୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପ ୨୦୨୩ରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତି ନେଇଛନ୍ତି । ମୁଁ କେବେ ବି ଅବସର କଥା ଚିନ୍ତା କରି ନ ଥିଲି । ଇଂଲଣ୍ଡ ପକ୍ଷରୁ ଖେଳିବା ସର୍ବଦା ମୋ ପାଇଁ ସ୍ୱପ୍ନ ଥିଲା…

୨୦ ହଜାର ଟଙ୍କା ବଦଳାଇବା ପାଇଁ ଧାଡ଼ିରେ ଶ୍ରମିକ, ମୂଲିଆ: ଇଓଡବ୍ଲ୍ୟୁ ପରେ ଇଡିର ତନାଘନା

ଭୁବନେଶ୍ୱର: ଲମ୍ବାଧାଡିରେ ମୂଲିଆ ଆଉ ଶ୍ରମିକ । ହାତରେ ଟଙ୍କା ବିଡା । ଘଣ୍ଟାଘଣ୍ଟା ଧରି ଛିଡା ହୋଇଛନ୍ତି ଆରବିଆଇ ସମ୍ମୁଖରେ । ଆଜି ନୁହେଁ ଗତ କିଛି ଦିନ ହେବ ଧାଡି ଲଗାଇଛନ୍ତି ଟଙ୍କା ବଦଳେଇବା ପାଇଁ । ୨ ହଜାର ଟଙ୍କା ବଦଳାଇବେ । ହେଲେ ୨ ଦିନ ପରେ ବି ମୂଲିଆଙ୍କ ପାଖରୁ ଟଙ୍କାର ଭଣ୍ଡାର…

ଗଞ୍ଜେଇ ଚାଷ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ମାଗିଲା ଏହି ସଂଗଠନ !

ଅମରାବତୀ: ଏକ ସ୍ବେଚ୍ଛାସେବୀ ସଂଗଠନ ବିଶାଖାପାଟନମରେ ଗଞ୍ଜେଇ ଚାଷ କରିବା ପାଇଁ ଅନୁମତି ମାଗିଛି। ଏ ସମ୍ପର୍କରେ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖାଯାଇଛି। ସଂଗଠନ ଜନ ଜାଗରଣ ସମିତି ଦ୍ୱାରା ଏହି ଜନ ନିଷେଧ ଚାଷ ପାଇଁ ଅନୁମତି ମାଗିବା ପ୍ରସଙ୍ଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…