Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ରେକର୍ଡ କରୁଥିବା ବେଳେ ବଢୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ଚାରି ଜଣଙ୍କର ଜୀବନ ନେଇଛି କରୋନା । ସମସ୍ତ ଚାରି ଜଣ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ଓ ସମସ୍ତେ ପୁରୁଷ । କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । 4. Male of 32 years of…

ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୭୫୫ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୭୫୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ପାଟଣା: ବିହାର ରାଜ୍ୟରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ସଶସ୍ତ୍ର ସୁରକ୍ଷା ବାହିନୀ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ। ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ…

ମାଓ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ରାଜ୍ୟର ୫ ଜିଲ୍ଲା ବାଦ

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓବାଦୀଙ୍କ ଗତିବିଧି । ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ପ୍ରଭାବିତ ଏସଆରଇ ଜିଲ୍ଲା ତାଲିକାରୁ ପାଞ୍ଚଟି ଜିଲ୍ଲାକୁ ବାଦ ଦେଇଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ୱଲପୁର, ଦେବଗଡ଼ ଓ ନୟାଗଡ଼ । ଟ୍ୱିଟ୍ କରି ଏହି ସୂଚନା…

କରୋନା ତାଣ୍ଡବ: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ ହଜାରରୁ ଅଧିକ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୨୧,୬୦୪

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୬,୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨…

ଆଜି ବାହାରିବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ । ଅପରାହ୍ଣ ୩ଟାରେ ରେଜଲ୍ଟ ବାହାରିବ । ବୋର୍ଡର ଓ୍ୱେବସାଇଟ୍, କ୍ୟାରିୟର ପୋର୍ଟାଲ୍ ଓ ଏସଏମଏସ୍ ଜରିଆରେ ଛାତ୍ରଛାତ୍ରୀ ନିଜର ପରୀକ୍ଷାଫଳ ଜାଣି ପାରିବେ । ପରୀକ୍ଷାର୍ଥୀ କାଉନସିଲର www.cisce.org,…

ପୋଲିସ ଗୁଳିରେ ମୋଷ୍ଟ ୱାଣ୍ଟେଡ଼ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

କାନପୁର: ଉତ୍ତରପ୍ରଦେଶର କାନପୁରରେ ୮ ପୁଲିସ କର୍ମଚାରୀଙ୍କୁ ହତ୍ୟା ସମେତ ବହୁ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ମୋଷ୍ଟ ୱାଣ୍ଟେଡ୍‌ ଅପରାଧୀ ବିକାଶ ଦୁବେ ନିହତ । ମିଳିଥିବା ସୂଚନା ଅନୁସାରେ, ବିକାଶକୁ ସ୍ପେସିଆଲ ଟାସ୍କ ଫୋର୍ସଙ୍କ ସହ ମଧ୍ୟପ୍ରଦେଶରୁ କାନପୁର ଅଣାଯିବା…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କରୋନା ନେଗେଟିଭ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି । କିଛି ଦିନ ତଳେ ବିଜେପି ବିଧାୟକ କରୋନା ପଜିଟିଭ ଥିବା ଜଣାପଡିଥିଲା। ତାଙ୍କ ସହ ପ୍ରତାପ ସାକ୍ଷାତ କରିଥିବାରୁ ନୂଆ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସେ ନିଜକୁ ସଂଘରୋଧରେ ରଖିଥିବା ପ୍ରକାଶ…

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ । ଜାତୀୟ ସୁରକ୍ଷା…

ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ନୋ ସିଗନାଲ୍

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ବିବାଦ ଘନେଇଛି । ଏଭଳି ସ୍ଥିତିରେ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନେପାଳ କେବୁଲ ଟିଭ୍ ବିତରକ । କେବଳ ଦୂରଦର୍ଶନକୁ ବାଦ ଦେଇଛନ୍ତି । ନେପାଳରେ ବିଦେଶୀ ଚ୍ୟାନେଲର ବିତରକ ମଲଟି ସିଷ୍ଟମ ଅପରେଟର କହିଛି, ଭାରତୀୟ ନ୍ୟୁଜ…