Latest Odisha News

BREAKING NEWS

Browsing Category

ଫିଚର

ସୁଶାନ୍ତ ସିଂହଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଙ୍କିତା, ଖୋଲିଲେ ବ୍ରେକଅପର ରାଜ

ମୁମ୍ବାଇ: ୭ ବର୍ଷର ସମ୍ପର୍କ  । ଖୁବ ସୁନ୍ଦର ଥିଲା । ବୁଝାମଣା ବି ଭଲ ଥିଲା । କ’ଣ ହେଲା କେଜାଣି ତାଙ୍କ ଆଖିରେ ଆଉ ସେ ଭଲ ପାଇବା ଦେଖିବାକୁ ପାଇଲିନି । ଆଉ ତା ପରେ ବ୍ରେକ ଅପ । ଏବେ ବି ଜାଣେନି ସୁଶାନ୍ତ ମୋ ଠାରୁ କାହିଁକି ଦୂରେଇ ଗଲେ । ମରିଗଲେ, ହେଲେ ଦୂରେଇବାର କାରଣ ଥରେ ବି…

ଆଜି ଦିନଟି କଳାହାଣ୍ଡି ବିକାଶ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ

ଭବାନୀପାଟଣା : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୂରଣ ହୋଇଛି । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ନବୀନ । ଜିଲ୍ଲାରେ ଲକ୍ଷ୍ଣୀ…

ସାରା ଦେଶରେ ବିଜୁଳି ବ୍ୟବହାରରେ ପାଞ୍ଚ ରାଜ୍ଯ ମଧ୍ୟରେ ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତର ମୋଟ ବାର୍ଷିକ ବିଜୁଳି ବ୍ୟବହାର ଆର୍ଥିକ ବର୍ଷ ୨୦୨୨ରେ ୧,୩୦୦ ବିଲିୟନ kwh ଅତିକ୍ରମ କରିଛି, ଯାହା ଦୀର୍ଘ ୧୦ ବର୍ଷରେ ଅର୍ଥାତ ୨୦୧୨ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୭୦% ବୃଦ୍ଧି। ଶିଳ୍ପ ଓ ଘରୋଇ କ୍ଷେତ୍ର ଏହି ଅଭିବୃଦ୍ଧିର ମୁଖ୍ୟ କାରଣ ବୋଲି ଜଣାପଡିଛି।…

ବାୟୂ ପ୍ରଦୂଷଣରେ ରାଜଧାନୀବାସୀ ଅଣନିଶ୍ବାସୀ, ଦିଲ୍ଲୀରେ ଆଜିଠୁ ଜିଆର୍‌ଏପି-୨ ଲାଗୁ

ନୂଆଦିଲ୍ଲୀ: ବାୟୂ ପ୍ରଦୂଷଣରେ ପରିବେଶ ଅଣନିଶ୍ବାସୀ। ଶୀତର ପ୍ରକୋପ ସାଙ୍ଗକୁ ଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ରା ବଢିଚାଲିଛି। ଗତ କିଛି ଦିନ ହେବ ରାଜଧାନୀରେ ବାୟୁ ପ୍ରଦୂଷଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜିଆର୍‌ଏପି-୨ (GRAP-2 ) ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।…

୨୦୨୨ରେ ଦୁଇ ଚକିଆ ଯାନ ଜନିତ ଦୁର୍ଘଟଣାରେ ୭୫ ହଜାର ପ୍ରାଣ ହରାଇଛନ୍ତି

ନୂଆଦିଲ୍ଲୀ: ୨୦୨୨ରେ ଦୁଇ ଚକିଆ ଯାନ ମୃତ୍ୟୁ ପ୍ରାୟ ୮% ବୃଦ୍ଧି ପାଇ ପ୍ରାୟ ୭୫,୦୦୦ରେ ପହଞ୍ଚିଛି, ଯାହା ଦେଶର ସଡ଼କରେ ୧,୬୮,୪୯୧ ମୃତ୍ୟୁ ମଧ୍ୟରୁ ୪୪% ଅଟେ। ବର୍ଷକ ମଧ୍ୟରେ ପଥଚାରୀଙ୍କ ମୃତ୍ୟୁ ସଂଖ୍ୟା ୩୨,୮୨୫ରେ ପହଞ୍ଚିଛି। ସମସ୍ତ ଦୁର୍ଘଟଣାରେ ମୋଟ ମୃତ୍ୟୁର ପ୍ରାୟ ଏକ ଚତୁର୍ଥାଂଶ ପାଇଁ…

ଅଳିଆ ଗଦାର ଦୁର୍ଗନ୍ଧ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ପରେ ଶ୍ୱାସରୁଦ୍ଧ ଅବସ୍ଥାରେ ଭୁବନେଶ୍ୱର ବାସିନ୍ଦା

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲ ନିକଟରେ ରହୁଥିବା ବାସିନ୍ଦା, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଗୁଡ଼ିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ଗୁରୁତର ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଦୁଇ ଦିନ ଧରି ଅସ୍ଥାୟୀ ଭାବେ ତିଆରି ହୋଇଥିବା ଡମ୍ପିଂୟାର୍ଡ ବା ଅଳିଆ ଗଦାରୁ ଦୁର୍ଗନ୍ଧ…

ମରାଠା ସଂରକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ, ଉଦ୍ଧବ ଠାକରେଙ୍କୁ ଡାକିଲେନି

ମୁମ୍ବାଇ: ମହାରାଷ୍ଟ୍ରରେ ବଢିଲା ମରାଠା ସଂରକ୍ଷଣ ଦାବିକୁ ନେଇ ଆନ୍ଦୋଳନ । ଦାବି ପୂରଣ ପାଇଁ ଲୋକେ ହିଂସାମାର୍ଗକୁ ଓହ୍ଳାଇ ପଡିଛନ୍ତି । ତେବେ ହିଂସା ଅନ୍ୟପ୍ରତି ନୁହେଁ, ନିଜ ପ୍ରତି ହିଂସା ଆଚରଣ କରୁଛନ୍ତି ଲୋକେ । ଆତ୍ମହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆନ୍ଦୋଳନ କରେ…

ପିଆଜ ଦରରେ ଲାଗୁନି ବ୍ରେକ୍, ୮୦ ଟପିଲା ଖୁଚୁରା ବଜାର ଦର

ଭୁବନେଶ୍ଵର: କୁହନ୍ତି ପିଆଜ କାଟିଲେ  ଆଖିରେ ଲୁହ ଆସିଯାଏ । କିନ୍ତୁ ବର୍ତ୍ତମାନ ପିଆଜ ନ କାଟୁଣୁ ମଧ୍ୟ ଆଖିରେ ଲୁହ ଆସିଯାଉଛି । କନ୍ଦାଉଛି ହୁ ହୁ ବଢୁଥିବା ପିଆଜ ଦର । ଖୁଚୁରା ବଜାରରେ ପିଆଜ ଦର ବର୍ତ୍ତମାନ ୮୦ ଟପିଛି । ଏଥିପାଇଁ ଏବେ ଚିନ୍ତାରେ ଖାଉଟି । ଗତ ୧୫ ଦିନତଳେ ସ୍ୱାଭାବିକ…

ଡବଲ ମର୍ଡର ଘଟଣା: ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ। ଗତକାଲି…

ମୋବାଇଲ ହ୍ୟାକ ଉଦ୍ୟମ: ସାମ୍ନାକୁ ଆସିଲା ଆମେରିକା ବ୍ୟବସାୟୀ ଜର୍ଜ ସୋରେଶଙ୍କ ସଂପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ମୋବାଇଲ ହ୍ୟାକ ଉଦ୍ୟମକୁ ଦେଖା ଦେଇଥିବା ବିବାଦ ଏବେ ଉଗ୍ର ରୂପ ନେବାରେ ଲାଗିଛି । ବିରୋଧୀଙ୍କ ମୋବାଇଲ ବିଜେପି ହ୍ୟାକ କରୁଛି ବୋଲି କଂଗ୍ରେସ ଓ ଅନ୍ୟ ଦଳର ନେତା ଅଭିଯୋଗ ଆଣିଛନ୍ତି । ଅନ୍ୟପକ୍ଷେ ବିଜେପି ଏପରି ଅଭିଯୋଗକୁ ଖଣ୍ଡନ କରିଛି ।  ଆପଲ କମ୍ପାନୀ ମଧ୍ୟ ଏପରି…