Latest Odisha News

BREAKING NEWS

Browsing Category

ଫିଚର

ରାଜଭବନରେ ପ୍ରବେଶ ମନା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ହେଲେ ଟେଲିଫୋନ୍‌,…

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ କାମ କରୁଥିବା ୧୩ ଜଣ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟିନରେ ରହିବାକୁ…

ଗଞ୍ଜାମ ଟେନସନ୍: ସାତ ଦିନରେ ୧୩ ଶହ ନୂଆ କରୋନା କେସ୍

ଗଞ୍ଜାମ: ଜୁଲାଇ ମାସରେ ଜିଲ୍ଲାରେ କରୋନା ସ୍ଥିତି ସାଙ୍ଗାତିକ । ତିନି ହଜାର ପାଖାପାଖି ହେଲାଣି ପଜିଟିଭ୍ କେସ୍ । ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୮୩୬ । କିନ୍ତୁ ଜୁଲାଇ ମାସର ଏହି ସାତ ଦିନର ରିପୋର୍ଟ ଦେଖିଲେ ଯେକେହି ଆଶ୍ଚଯ୍ୟ ହୋଇଯିବ । ସପ୍ତାହେ ଭିତରେ ସାମନାକୁ…

ଫରିଦାବାଦରେ ପୋଲିସ ପଂହଚିବା ପୂର୍ବରୁ ଖସିଗଲା ବିକାଶ ଦୁବେ

ଫରିଦାବାଦ: ମୋଷ୍ଟ ୱାନଟେଡ ଅପରାଧୀ ବିକାଶ ଦୁବେ ଅଳ୍ପକେ ପୋଲିସ ହାତରୁ ଖସିଯାଇଛି । ରିପୋର୍ଟ ମୁତାବକ ଫରିଦାବାଦ ସେକ୍ଟର-୮୭ରେ ବିକାଶ ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲା । ସେଠାରୁ ନିକଟରେ ଥିବା ଏକ ହୋଟେଲରେ ରହୁଥିଲା । ହୋଟେଲରେ ପୋଲିସ ଖବରପାଇ ଆସିଲାବେଳକୁ ବିକାଶ ସେଠାରୁ ଖସି…

ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ନୂଆ ୭୮ ପଜିଟିଭଙ୍କ କେସ୍ ହିଷ୍ଟ୍ରି

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ସୁନଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୮ ନୂଆ ଭୂତାଣୁ ସଂକ୍ରମିତ । ଏମାନଙ୍କ ଭିତରୁ ୧୭ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି । ସେମାନେ ରାଜ୍ୟ ବାହାରୁ ଫେରିଥିଲେ । ୫୮ ଜଣ ପୂର୍ବରୁ ଆକ୍ରାନ୍ତଙ୍କ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଭୂତାଣୁ ସଂକ୍ରମିତ…

ରାଜ୍ୟରେ ଆଉ ୬ ଟି ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୪୮ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢିବାରର ଲାଗିଛି । କରୋନା ସଂକ୍ରମଣରେ ବୁଧବାର ଦିନ ଆଉ ୬ ଟି ପ୍ରାଣ ଯାଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୮ ରେ ପହଞ୍ଚିଛି । କରୋନା ଡେଥ ଲିଷ୍ଟରେ ଯୋଡି ହେଲା ଆଉ ୨ ଜିଲ୍ଲା ରାୟଗଡା ଓ କେନ୍ଦ୍ରାପଡା। ଏମାନଙ୍କ ମଧ୍ୟରେ ଆଜି…

ବ୍ରହ୍ମପୁର MKCG ମେଡିକାଲର OPD ବନ୍ଦ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରରେ ଓପିଡି ବନ୍ଦ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖିଏଭଳି ପଦକ୍ଷେପ ନେଇଛି ପ୍ରଶସାନ । ଟ୍ୱିଟ୍ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ହସ୍ପିଟାଲ ପରିସରରେ ପ୍ରବେଶ…

୨୪ ଘଣ୍ଟାରେ ରାଜ୍ୟରେ ନୂଆ ୫୨୭ କରୋନା ପଜିଟିଭ୍

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ପାଞ୍ଚ ଶହରୁ ଅଧିକ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ବାହାରିଛି ଆଉ ୫୨୭ ପଜିଟିଭ୍ କେସ୍ । ୩୩୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ଗଞ୍ଜାମ ଜିଲ୍ଲାରୁ…

ଦେଶରେ ବଢୁଛି କରୋନା ଚିନ୍ତା: ସାଢ଼େ ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୨,୬୪,୯୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୨ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୪୨, ୮୩୧…

ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ସୀମା

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ବଢ଼ି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ବୁଧବାର ଦିନ ଜିଲ୍ଲାପ୍ରଶାସନ ପକ୍ଷରୁ ଗଞ୍ଜାମ-ଖୋର୍ଦ୍ଧା ସୀମାକୁ ସିଲ କରାଯାଇଛି ।…