Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତୁ ଜାଣିବା କେଉଁ ମଙ୍ଗୋଲିଆ ମହିଳାଙ୍କ ଗୋଡର ଲମ୍ବା ୫୨.୮ ଇଂଚ

ଚିକାଗୋ: ଚିକାଗୋରେ ରହୁଥିବା ମଙ୍ଗୋଲିଆର ରେଂଟସେନଖୋରୋଲୁ ରେନ୍ ବଡ ନାମକ ମହିଳା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛନ୍ତି । ୨୯ ବର୍ଷୀୟା ଏହି ମହିଳାଙ୍କ ଉଚ୍ଚତା ୬ଫୁଟ ୯ ଇଂଚ ହୋଇଥିବା ବେଳେ ତାଙ୍କ ଗୋଡ ଦୁଇଟିର ଲମ୍ବ ୫୨.୮ ଇଂଚ । ଏହି ଲମ୍ବା ଗୋଡ ଯୋଗୁ ସେ ଟିକଟକ ଏବଂ ଅନ୍ୟ…

ରାଜଧାନୀରେ ହେବ ରାପିଡ ଆଣ୍ଟିବଡି ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକାଲ୍ କେସ୍ ଅଧିକ ବାହାରୁ ଥିବାରୁ ବିଏମ୍‌ସି ପକ୍ଷରୁ ଏହାର ମୁକାବିଲା କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଚଳିତ ସପ୍ତାହରୁ ଭୁବନେଶ୍ବରରେ ରାପିଡ୍…

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି । Donated Plasma today after blessings of @BJP4India National President Sh @JPNadda Ji. PM Sh…

ନେପାଳର କେପି ଶର୍ମା ଓଲୀଙ୍କ ସରକାର ବଂଚାଇବା ପାଇଁ ଚୀନ ମୁଣ୍ଡ ପୂରାଇଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ସୋମବାର ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେବେ ଶେଷ ମୂହର୍ତରେ ଚୀନ ମୁଣ୍ଡ ପୂରାଇବା ଫଳରେ ଏବେ ବୈଠକ ବୁଧବାରକୁ ଘୁଂଚାଇ ଦିଆଯାଇଛି । ଚୀନ ଦ୍ୱାରା ନିଯୁକ୍ତ ମହିଳା ଦୂତାବସ ଅଧିକାରୀ ହାଓ ୟାନକୀ ଏଥିରେ ମୁଖ୍ୟ ଭୂମିକା…

ଚୀନକୁ ବେଖାତିର, ତାଇୱାନ-ସୋମାଲିଆଣ୍ଡ ହାତ ମିଳାଇଲେ

ତାଇପେଇ: ଆମେରିକା, ଭାରତ ସମେତ ଅନ୍ୟ ବଡ ଦେଶଗୁଡିକ ଚୀନ ବିରୁଦ୍ଧରେ ଏକତ୍ର ହେବା ଫଳରେ ତାଇୱାନ, ସୋମାଲିଆଣ୍ଡ ଭଳି ଦେଶଙ୍କ ମନରେ ସାହସ ଭରିଛି । ତାଇୱାନ ଏବେ ଚୀନର ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁହଁ ଖୋଲିଛି । ତାଇୱାନ ଏବେ କେବଳ ଚୀନର ଚାପ ଯୋଗୁ ୧୫ ଦେଶ ସହ ସମ୍ପର୍କ ରଖିପାରିଛି । ଯାହା…

ରାତି ୮ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ତେବେ କେଉଁ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚାରିଆଡେ ସ୍ଥିତି ଅଣାୟାତ ହୋଇଛି…

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ସୋମବାର ରାତିରେ ବଜ୍ରପାତ ହେବାନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର ସୁନ୍ଦରଗଡ଼,…

ଟି୨୦ ଓ୍ବାର୍ଲ୍ଡକପ୍ ବଦଳରେ ଆଇପିଏଲ ୨୦୨୦ର ଆୟୋଜନ ହେବ: ଅଷ୍ଟ୍ରେଲିଆ ଗଣମାଧ୍ୟମ

ମୁମ୍ବାଇ: ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ ବଦଳରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଆୟୋଜିତ ହେବ । ତେବେ ଆଇପିଏଲ କେଉଁଠାରେ ହେବ ସେ ନେଇ କୌଣସି ରିପୋର୍ଟ ପ୍ରକାଶ ପାଇନି । ଗଣମାଧ୍ୟମର ସୂଚନା ଅନୁସାରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ କ୍ରିକେଟ…

ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ପୁଣି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମୋଟ ସଂଖ୍ୟା ୬୪୮୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି…

କୋଭିଡ ହସ୍ପିଟାଲରୁ କରୋନା ରୋଗୀ ଛୁ’

ନବରଙ୍ଗପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ କରୋନା ରୋଗୀ । ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରୁ କାନ୍ଥ ଡେଇଁ ଜଣେ କରୋନା ସଂକ୍ରମିତ ଚମ୍ପଟ ମାରିଛନ୍ତି । ଆକ୍ରାନ୍ତଙ୍କ ଫେରାର ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଥାନାରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏତଲା ଦେଇଛନ୍ତି । ଏନେଇ…