Latest Odisha News

BREAKING NEWS

Browsing Category

ଫିଚର

ଅନ୍ତରୀକ୍ଷରେ ଏଥର ମଜା ଉଠାଇହେବ କ୍ୟାପସୁଲ ବେଲୁନରେ, ୬ ଘଂଟା ବୁଲିବା ପାଇଁ ୯୬ଲକ୍ଷ ଦେବାକୁ ପଡିବ

ଫ୍ଲୋରିଡା:ଅନ୍ତରୀକ୍ଷ ବୁଲିବା ସ୍ୱପ୍ନ ଦେଖୁଥିବା ପର୍ଯ୍ୟଟକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ସ୍ପେଶ ଟୁରିଜମ ସ୍ପେଶ ପର୍ସପେକଟିଭ କମ୍ପାନୀ ଏଥିପାଇଁ କ୍ୟାପସୁଲ ବେଲୁନ ପ୍ରସ୍ତୁତ କରିଛି । ଏହି ବେଲୁନରେ ୧ ଲକ୍ଷ ଫୁଟ ଉପର ବାୟୁମଣ୍ଡଳର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିହେବ । ୨୦୨୪ ସୁଦ୍ଧା…

ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

ପୁରୀ: ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ପ୍ରସ୍ତୁତ । ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ମିଳିଲେ ସବୁ ବିଭାଗର ସହଯୋଗରେ ରଥଯାତ୍ରା କରିବାକୁ ପ୍ରସ୍ତୁତ । ପରିଚାଳନା କମିଟି ସହ ଆଲୋଚନା ପରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ…

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ…

ରାଜଧାନୀରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ, ଖୁବଶୀଘ୍ର ୨୦୦ ଛୁଇଁବ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱାସନାର କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଥିଲେ । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ଗତ ୧୦ ତାରିଖ ଦିନ ଉତ୍ତର ପ୍ରଦେଶରୁ ଆସିଥିଲେ । ସେମାନେ ସମସ୍ତେ ପୁରୁଷ…

ରଥଯାତ୍ରା: ଆବେଦନକାରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ରଥଯାତ୍ରା ଅନୁମତି ନଦେବାକୁ ସୁପ୍ରିମକୋର୍ଟରେ ପିଟିସିନ ଦାଖଲ କରିଥିବା ଓକିଲଙ୍କ ଘରକୁ ଅଣ୍ଡାମାଡ । ଆବେଦନକାରୀ ଓକିଲ ସୁଶାନ୍ତ ପାଢ଼ୀଙ୍କ ଘରକୁ ଅଣ୍ଡାମାଡ ହୋଇଛି । ବମିଖାଲ ସାହି ବିହାର ସ୍ଥିତ ତାଙ୍କ ଘରକୁ କିଛି ଦୁର୍ବୃତ୍ତ ଅଣ୍ଡାମାଡ କରିଛନ୍ତି । ବାହାରେ ପୋଲିସ ଉପସ୍ଥିତ…

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ

ପୁରୀ: ଗୋଟିଏ ପଟେ ନାଗପୁରରୁ ଭିଡିଓ କନ୍‌ଫରେନ୍ସିଂରେ ପ୍ରଧାନ ବିଚାରପତି ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରିବେ । ଏପଟେ ଶ୍ରୀକ୍ଷେତ୍ରରେ ବସିଛି ଗୁରୁତ୍ୱର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ମଧ୍ୟରେ…

ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ମାମଲା ଥିବା ବେଳେ ପୁରୀ ଗସ୍ତରେ ବାହାରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ଡିଜି ଅଭୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ପୁରୀରେ ପରିସ୍ଥିତିର ତଦାରଖ କରିବେ । ପୁରୀରେ ବର୍ତ୍ତମାନ ଆଇନ ଶୃଙ୍ଖଳା…

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ରଥଯାତ୍ରା ଶୁଣାଣି

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରେ । ରଥଯାତ୍ରା ହେବ କି ନାହିଁ ତା ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଏହି ମାମଲାର ଶୁଣାଣି କରୁଛନ୍ତି । ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା…

ରଥଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ ରାଜ୍ୟ ସରକାର ପୁରୀରେ ଦିନେ କର୍ଫ୍ୟୁ ଜାରି କରିପାରିବେ : ଏସ୍‌ଜି ତୁଷାର…

ନୂଆଦିଲ୍ଲୀ : ପରମ୍ପରା ବଜାୟ ରଖି ସମସ୍ତ ସତର୍କତା ପଦକ୍ଷେପ ଅବଲମ୍ବନ କରି ପୁରୀରେ ରଥଯାତ୍ରା କରାଯାଇପାରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ନେଇ ଯେଉଁ ଭୟ ରହିଛି ସେଥି ପାଇଁ ରାଜ୍ୟ ସରକାର ଚାହିଁଲେ ଗୋଟିଏ ଦିନ କର୍ଫ୍ୟୁ ଜାରି…