Latest Odisha News

BREAKING NEWS

Browsing Category

ଫିଚର

ସିଂହଦ୍ୱାର ଚକଡ଼ାକୁ ଗଡ଼ିଲା ତିନିରଥ

ପୁରୀ: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେଲା । ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିବା ପରେ ଆଜି ରଥଖଳାରୁ ସିଂହଦ୍ୱାର ଚକଡ଼ାକୁ…

ରଥଯାତ୍ରା ନୀତିକାନ୍ତି ପାଇଁ ସମୟ ନିର୍ଘଣ୍ଟ : ସକାଳ ୭ଟା ରେ ପହଣ୍ଡି, ଦିନ ୧୨ଟାରେ ରଥଟଣା

ପୁରୀ : ଆସନ୍ତାକାଲି ହେବାରୁ ଥିବା ଘୋଷଯାତ୍ରା ପାଇଁ ନୀତିକାନ୍ତି ତାଲିକା ପ୍ରକାଶ ପାଇଛି । ଭୋର ତିନିଟାରେ ହେବ ମଙ୍ଗଳ ଆଳତୀ, ୩ୟା ୧୫ରେ ମଇଲମ, ୩ଟା ୩୦ରେ ତଡପଲାଗି ଅନୁ ହେବ । ସାଢେ ଚାରିଟାରେ ଅବକାଶ ନୀତି ଓ ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ । ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ…

ଏନସିପି ଛାଡିଲେ ବାଘେଲ : ୫୦ ବର୍ଷ କ୍ୟାରିୟରରେ ୫ଥର

ଗାନ୍ଧୀନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶଙ୍କର ସିଂ ବାଘେଲ ସୋମବାର ଏନସିପି ଦଳରୁ ଇସ୍ତଫା ଦେଇଛନ୍ତି । ସେ ମହାସଚିବ ଦାୟିତ୍ୱରେ ଥିଲେ । ପତ୍ରଲେଖି ସେ ଅଧ୍ୟକ୍ଷ ଶରଦ ପାୱାର ଓ ମହାସଚିବ ପ୍ରଫୁଲ୍ଲ ପଟେଲଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସୋସିଆଲ ସାଇଟରେ ମଧ୍ୟ ସେ…

ସୁଶାନ୍ତ ରାଜପୁତ କେସ୍‌: ଭୂଷଣଙ୍କ ଉପରେ ରାଗିଲେ ସୋନୁ ନିଗମ, ତୁନେ ଗଲତ ଆଦମୀ ସେ ପଙ୍ଗା ଲେ ଲିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର କଥା ପଦାରେ ପଡିବାରେ ଲାଗିଛି । ଗାୟକ ସୋନୁ ନିଗମ ମଧ୍ୟ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଥିବା ନେଇ କହିଥିଲେ । ସୋମବାର ସୋନୁ କହିଥିଲେ ଏଥର ଟିସିରିଜ ଆଉ ଭୂଷଣ କୁମାର ବିଷୟରେ ଲୋକେ ଜାଣିବା କଥା । ମୁଁ ଚୁପ୍ ଥିଲି ଆଉ…

ଚୀନ ସହ ଲଢ଼ିବାକୁ ଭାରତର ପାହାଡୀ ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ଚୀନ ସଂଘର୍ଷ କମିବାର ନାମ ଧରୁନି । ଉଭୟ ଦେଶ ସେମାନଙ୍କ ସୀମାରେ ଯବାନମାନଙ୍କୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି । ଚୀନ ସୀମାକୁ ଲାଗିଥିବା ୩୪୮୮ କିଲୋମିଟର ଏଲଏସିକୁ ଭାରତ ଜଗି ରହିଛି । ଏହି ଅବସରରେ ଗୋରିଲ୍ଲା ଯୁଦ୍ଧରେ ସିଦ୍ଧହସ୍ତ ପାହାଡୀ ସେନା (ମାଉଟେଂନ ଫୋର୍ସ)କୁ…

ଜୟ ଜଗନ୍ନାଥ, ପାଳନ ହେବ ରଥଯାତ୍ରା: ରାଜ୍ୟ ସରକାର

ଭୁବନେଶ୍ୱର: ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ନବୀନ ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି । ସନ୍ଧ୍ୟା ୫ଟାରେ ପୁରୀରେ ରଥଯାତ୍ରା ସ୍ଥିତର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ ? Jai Jagannath ?…

ପୁରୀ ରଥଯାତ୍ରା ଅନୁମତି ମିଳିବା ପରେ ସବୁ ମହଲରୁ ସ୍ୱାଗତ

ପୁରୀ: ଆସନ୍ତାକାଲି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସମେତ ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ । ଅଗଣିତ ହିନ୍ଦୁ ସମାଜ, ସାଢେ ଚାରି କୋଟି ଓଡ଼ିଆ ତଥା ବିଶ୍ୱବ୍ୟାପୀ ରହିଥିବା କୋଟି କୋଟି…

ଆଜି ୧୪୩ ପଜିଟିଭ, ୧୪୩ ସୁସ୍ଥ

ଭୁବନେଶ୍ୱର: ଆସିଲେ ୧୪୩ ଗଲେ ୧୪୩ । ଆଜି ସକାଳେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୧୪୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୩୮୬୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ଟ୍ୱିଟ୍…

ପୁରୀ ରଥଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ ଲଢିଲେ ଦେଶର ହାଇପ୍ରୋଫାଇଲ ଆଇନଜୀବୀ ସମୂହ

ନୂଆଦିଲ୍ଲୀ: ଶେଷରେ ମିଳିଛି ଆଶ୍ୱସ୍ତି । ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହାର ପୁନଃବିଚାର ବେଳେ ରଥଯାତ୍ରା ସପକ୍ଷରେ ଯୁକ୍ତି ବାଢିଥିଲେ ଦେଶର ହାଇପ୍ରୋଫାଇଲ ଓକିଲ । ଏମାନେ ହେଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ପୂର୍ବତନ ସଲିସିଟର…

ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ, ବଡଦାଣ୍ଡରେ ଗଡିବ ରଥ

ନୂଆଦିଲ୍ଲୀ : ପୁରୀରେ ରଥଯାତ୍ରା ପାଇଁ ଫିଟିଲା ବାଟ । ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୃତ୍ୱର ଖଣ୍ଡପୀଠରେ ସଂଶୋଧନ ପିଟିସନ ଉପରେ ମାରାଥନ ଶୁଣାଣି ପରେ ନିୟନ୍ତ୍ରିତ ଢଙ୍ଗରେ ରଥ ଯାତ୍ରା ଆୟୋଜନ କରିବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟିକୁ…