Latest Odisha News

BREAKING NEWS

Browsing Category

ଫିଚର

ଜଗତସିଂହପୁରରେ ୪ କରୋନା ପଜିଟିଭ୍ ଚିହ୍ନଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସୋମବାର ଦିନ ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ତିର୍ତ୍ତୋଲ ବ୍ଲକ ବାସିନ୍ଦା ଏବଂ ସେମାନେ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।…

ଭୁବନେଶ୍ୱର ପିଏନ୍‌ବି ଠକେଇ ମାମଲା, ଇଡିର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ପଂଜାବ ନ୍ୟାସନାଳ ବ୍ୟାଙ୍କରୁ ୩୪ କୋଟି ଟଙ୍କା ଠକେଇ ମାମଲାର ଖୋଲତାଡ କରିବ ଇଡି । ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଛି । ଗ୍ଲୋବାଲ ଟ୍ରେଡିଂ ସେଲ୍ୟୁସନ ଲିମିଟେଡ଼ ନାମରେ ବ୍ୟାଙ୍କ ରୁ ୩୨କୋଟି ଟଙ୍କା ଚଂଚକତା…

ଭାଇରାଲ ହେଉଛି ଭିଡିଓ: ଐଶ୍ୱର୍ଯ୍ୟାଙ୍କ ସହ ଦିନେ ଡ୍ୟାନ୍ସ କରିଥିଲେ ସୁଶାନ୍ତ !

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଏଭଳି ସମୟରେ ସୁଶାନ୍ତଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ…

ବିହାରର ସୁଶାନ୍ତଙ୍କୁ ଦିନେ ପରିଚୟ ଦେଇଥିଲା ମାୟା ନଗରୀ, ହେଲେ ଅଧା ରହିଗଲା ଯାତ୍ରା

ନୂଆଦିଲ୍ଲୀ: ହିନ୍ଦୀ ସିନେ ଜଗତର ସଫଳ ଅଭିନେତାଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ସୁଶାନ୍ତ ସିଂହ ରାଜପୁତ । ଯିଏକି ମାତ୍ର ୩୪ ବର୍ଷ ବୟସରେ ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରି ଦୁନିଆରୁ ସବୁଦିନ ପାଇଁ ଅଲବିଦା ନେଇଯାଇଛନ୍ତି । ସବୁ ବେଳେ ହସୁଥିବା ସୁଶାନ୍ତଙ୍କ ଅଚାନକ ମୃତ୍ୟୁକୁ…

ସକାଳେ ୧୪୬ ପଜିଟିଭ, ଅପରାହ୍ଣରେ ୧୪୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୫୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 3 each from Jajpur and Nayagarh 2 each from…

ନଭେମ୍ବରରେ ବିବାହ କରିଥାନ୍ତେ ସୁଶାନ୍ତ ସିଂହ ରାଜପୁତ !

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏପରିକି ତାଙ୍କ ମୃତ୍ୟୁକୁ ଫ୍ୟାନ୍ ମାନେ ମଧ୍ୟ ବିଶ୍ୱାସ କରିପାରୁନଥିବା ବେଳେ ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କ ଫଟୋକୁ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଉଥିବା ନଜର ଆସୁଛି ।…

ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ, ଭୋକର ଜ୍ୱାଳା ଭଳି ଏବେ ବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡିଘୋଡା ସବୁଥାଇ ମଣିଷ ମନରେ ସୁଖ ନାହିଁ । ଏବେ ସେ ପାଗଳ ଭଳି…

ତେଲ ଦର ବଢୁଛି, ରାଜନୀତି ବି ତେଜୁଛି

ଭୁବନେଶ୍ୱର: ଲଗାତର ତେଲ ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ବିଜେପି କହିଛି, ତୈଳ ଦର ହଠାତ୍ କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ । ରାଜ୍ୟ ସରକାର ଚାହିଁଲେ ଯେଉଁ ଭାଟ୍ ଆଦାୟ କରୁଛନ୍ତି, ତାକୁ କମ୍ କରି ଦର କମାଇପାରିବେ । ୨୧ ବର୍ଷ ରହିବା ପରେ ବି ଅନ୍ୟ ସୂତ୍ରରୁ…

ଭୁବନେଶ୍ୱରକୁ ଫେରୁଛି କରୋନା, ଆଜି ଆଉ ୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚିନ୍ତାମଣିଶ୍ୱର ବୁଦ୍ଧେଶ୍ୱରୀ…

ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି କଂଗ୍ରେସ କହିଛି, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ।…