Latest Odisha News

BREAKING NEWS

Browsing Category

ଫିଚର

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଛି । ଭାରତ ବିକାଶ ପରିଷଦ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏହି ମାମଲା କରିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତ ବିକାଶ ପରିଷଦ । ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା

ଭୋପାଳ: ଫେକ୍ ଭିଡିଓ ଶେୟାର କରିବା ନେଇ ଦିଗ୍‌ବିଜୟ ସିଂଙ୍କ ସମେତ ୧୧ ଜଣଙ୍କ ନାମରେ ଏତଲା ଦାୟର କରାଯାଇଛି । ପୁଲିସ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କର ଏକ ଭିଡିଓ ଗତ କିଛିଦିନ ହେବ ସୋସିଆଲ ମିଡିଆରେ…

ଷଡଯନ୍ତ୍ର : ପାକିସ୍ତାନରେ ଦୁଇ ଭାରତୀୟ ହାଇକମିଶନରର କର୍ମଚାରୀ ନିଖୋଜ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ହାଇକମିଶନରର ଦୁଇ କର୍ମଚାରୀ ନିଖୋଜ ହେବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ପାକିସ୍ତାନର ଏହା ଏକ ଷଡଯନ୍ତ୍ର ବୋଲି ଭାରତ ଅନୁମାନ କରୁଛି । ଭାରତ ବିପକ୍ଷରେ ଗୁପ୍ତଚରଗିରି କରିବାବେଳ ଧରାପଡ଼ିଥିବା ଦିଲ୍ଲୀସ୍ଥିତ ପାକିସ୍ତାନୀ କମିଶନରର ଦୁଇ ଜଣ…

ଲକଡାଉନ ସମୟରେ ଗଞ୍ଜାମରେ ଖୋଲା ରହିବ ବ୍ୟାଙ୍କ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଲକଡାଉନ ସମୟରେ ବ୍ୟାଙ୍କଗୁଡିକ ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଆନ୍ଧ୍ର ବ୍ୟାଙ୍କ, ବ୍ରହ୍ମପୁରର ଲିଡ ବ୍ୟାଙ୍କ ଜିଲ୍ଲା ପରିଚାଳକଙ୍କୁ ଏକ ସରକାରୀ ଚିଠିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଲକଡାଉନ ଅବଧି ମଧ୍ୟରେ…

ଆସନ୍ତୁ ଜାଣିବା ମହାକାଶର ରହସ୍ୟମୟ ବ୍ଲାକହୋଲ୍ ବିଷୟରେ ଯାହାର ସ୍ପନ୍ଦନ ଅଛି !

ନୂଆଦିଲ୍ଲୀ: ଅନ୍ତରୀକ୍ଷର ରହସ୍ୟମୟ ଘଟଣା ସର୍ବଦା ମନୁଷ୍ୟକୁ ଆକୃଷ୍ଟ କରି ଆସୁଛି । ଏହି ରହସ୍ୟ ଉଜାଗର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆସନ୍ତୁ ଜାଣିବା ଏପରି ଏକ ବ୍ଲାକହୋଲ ବିଷୟରେ ଯାହାର ସ୍ପନ୍ଦନ ଅଛି । ୨୦୦୭ରେ ପ୍ରଥମ ଥର ପାଇଁ ଏହି ବ୍ଲାକହୋଲ…

ଚୀନ ପାଇଁ ଭସ୍ମାସୁର ସାଜୁଛି କିଲର କରୋନା

ବେଜିଂ: କିଲର କରୋନା ଭସ୍ମାସୁର ସାଜି ପୁନର୍ବାର ତାର ପ୍ରକୃତ ସ୍ଥାନକୁ ଫେରୁଛି । ରିପୋର୍ଟ ମୁତାବକ ଚୀନରେ କରୋନା ସ୍ଥିତି କରାଳ ରୂପ ନେଉଛି । ଏହାକୁ ଦେଖି ରାଜଧାନୀ ବେଜିଂକୁ ବିମାନ ଚଳାଚଳ ସ୍ଥାନୀୟ ସରକାର ବନ୍ଦ କରିଛନ୍ତି । ୧୦ଟି ଅଂଚଳକୁ ଲକଡାଉନ କରାଯାଇଛି । ବେଜିଂର ଏକ ଫୁଡ…

ବଲିଉଡ ଓ ଟେଲି କଳାକାରଙ୍କ ରହସ୍ୟମୟ ମୃତ୍ୟୁ…

ନୂଆଦିଲ୍ଲୀ: ଖାସ୍ କରି ଅଭିନେତା ଓ ଅଭିନେତ୍ରୀମାନେ ନିଜ ଅଭିନୟର ଯାଦୁ ବଳରେ ଦର୍ଶକଙ୍କୁ ଖୁବ୍ ହସାଇ ଓ କନ୍ଦାଇ ମଧ୍ୟ ଥାଆନ୍ତି । ହେଲେ ସେମାନେ ବେଳେବେଳେ ଏମତି କିଛି କରିଯାଆନ୍ତି, ଯାହା ଅବିଶ୍ୱସନୀୟ ହୋଇପଡେ ତାଙ୍କ ଫାନ୍ ମାନଙ୍କ ପାଇଁ । ଗତକାଲି ଟେଲି ଜଗତରୁ ଅଭିନୟ ଦୁନିଆରେ ପାଦ…

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

୨୪ ଘଣ୍ଟାରେ ୧୪୬ ନୂଆ ମାମଲା ସହ ରାଜ୍ୟରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୬ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୫୫ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର…

ଉଗ୍ର ହେଉଛି କରୋନା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୧୧ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୨୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…