Latest Odisha News

BREAKING NEWS

Browsing Category

ଫିଚର

ଶାହା କହିଲେ ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର‌୍ୟ୍ୟ କରିୁଛନ୍ତି । ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କୁହନ୍ତି, ତାହା କରନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର…

୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ୩ ମିନିଟ ଭିତରେ ଗାନ କରାଯିବ। ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ ଜଣାଇ ଦିଆଯିବ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ତେବେ ସଂଗୀତ ଗାନରେ…

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରରେ ୨ କର୍ମଚାରୀଙ୍କୁ କରୋନା

ବାଲେଶ୍ୱର: ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷା କେନ୍ଦ୍ରର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ କୋଲକାତାରେ ସ୍ୱତନ୍ତ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ଚିହ୍ନଟ ପରେ ସଂସ୍ଥାରେ ଦିନକ ପାଇଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଭୁବନେଶ୍ୱରର ଡମଣାରୁ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ଅଛନ୍ତି। ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ । ଏ ନେଇବିଏମ୍‌ସି ଟ୍ୱିଟ କରି ସୂଚନା ଦେଇଛି ।ସେ ମୁମ୍ବାଇରୁ ଫେରିଥିଲେ। ମୁମ୍ବାଇରୁ ଫେରିବା ପରେ ହୋମ୍ କ୍ୱାରେଣ୍ଟିନରେ…

ଭଲ ଖବର: ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସେହି ହାରରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି । 1 each from Koraput,…

ଦିଲ୍ଲୀରେ ବାରମ୍ବାର ଭୂମିକମ୍ପ: ବଡ ଧରଣର ବିପଦ ନେଇ ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପନ ହେବା ଏବେ ଚିନ୍ତାର କାରଣ ହୋଇଛି । କମ୍ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୨ ମାସରେ ୧୪ଥର ହେଲାଣି । ଆଇଆଇଟି ଧନବାଦର ପ୍ରଫେସର ପିକେ ଖାନଙ୍କ ମତରେ ଏହା ଏକ ବଡ ବିପଦର ପ୍ରାରମ୍ଭିକ ସୂଚନା । ଦିଲ୍ଲୀ ଓ ବିହାର ମଧ୍ୟରେ ୭.୫ରୁ ୮.୫…

ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ । ସୋମନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏହି ଔଷଧ ଦିଆଯିବ । ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିରରେ ଔଷଧ ବଣ୍ଟନ କରାଯିବାର କାର‌୍ୟ୍ୟକ୍ରମ ରହିଛି। ଏନେଇ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛ ।…

ଷଡଯନ୍ତ୍ର ନୁହେଁ ଦୁର୍ଘଟଣାବଶତଃ ଯାଇଛି ହାତୀର ଜୀବନ: କେନ୍ଦ୍ର ପରିବେଶ ମନ୍ତ୍ରୀ

କେରଳ: କେରଳରେ ଗର୍ଭବତୀ ହାତୀର ମୃତ୍ୟୁ ପଛର ଚାଲିଛି କରଣ ଖୋଜା । ଏହି ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଇଥିବା ବେଳେ ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ପ୍ରଥମିକ ତଦନ୍ତରୁ ଅନୁମାନ କରାଯାଉଛି ଯେ, ଗର୍ଭବତୀ ହାତୀର ମୃତ୍ୟୁ ଷଡଯନ୍ତ୍ର…

ନ୍ୟୁଜିଲାଣ୍ଡରେ ଷ୍ଟାଡିୟମ ପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିିତିରେ ଖେଳାଯିବ ରଗବୀ ସୁପର ଲିଗ

ଅକଲାଣ୍ଡ: ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହେବା ପରେ ଏବେ ଏଠାରେ ଷ୍ଟାଡିୟମ ପୂର୍ଣ୍ଣ ଦର୍ଶକରେ ରଗବୀ ସୁପର ଲିଗ ଖେଳାଯିବ । ସ୍ଥାନୀୟ ସରକାର ମଧ୍ୟ ଏ ନେଇ ସମ୍ମତି ଦେଇଛନ୍ତି । ୧୩ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ମୁକାବିଲାର ପ୍ରଥମ ମ୍ୟାଚ ହାଇଲ୍ୟାଣ୍ଡର୍ସ ଓ ଚିଫ ମଧ୍ୟରେ ଖେଳାଯିବ ।…

ପରୀକ୍ଷା ବାତିଲ ଦାବିରେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ । ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁ ଦିନ ଅନୁଷ୍ଠିତ ହେବ ରମାଦେବୀ…