Latest Odisha News

BREAKING NEWS

Browsing Category

ଫିଚର

ରାଜଧାନୀରେ ବନ୍ଧୁକ ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ମୁନରେ ଅପହରଣ  । ଘରୋଇ ଆପାର୍ଟମେଂଟର ସିକୁରୁଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଉଠାଇ ନେଲେ ଦୁବୃର୍ତ । ସକାଳ ୬ଟା ସମୟରେ ଡ୍ୟୁଟି ବଦଳ ହେଉଥିବା ସମୟରେ ସିକୁରିଟି ସୁପରଭାଇଜରଙ୍କୁ ଆଖିରେ ଲଙ୍କାଗୁଣ୍ଡ ପକାଇ ମାରଣାସ୍ତ୍ର ଦେଖାଇ, ମାଡ ମାରି ଦୁବୃର୍ତ…

ଶ୍ରୀ ଅଲାରନାଥ ପୀଠରେ ୧୪୪ ଧାରା ଜାରି; ଦର୍ଶନ ନପାଇ ଭକ୍ତ ନିରାଶ

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ପରେ ଶ୍ରୀଜୀଉ ଅଣସରରେ ରୁହନ୍ତି।  ଏହି ସମୟରେ ବ୍ରହ୍ମଗିରି ସ୍ଥିତି ଅଲାରନାଥ ମନ୍ଦିରରେ ଜମେ ଭକ୍ତଙ୍କ ଭିଡ଼ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଖାଲି ପଡ଼ିଛି ଅଲାରନାଥ ମନ୍ଦିର ବେଢା । କୁହାଯାଏ ଶ୍ରୀମନ୍ଦିରରେ ବର୍ଷ ସାରା ଦାରୁବିଗ୍ରହ…

ଟ୍ରକ୍ ଧକ୍କାରେ ଜନ୍ମଦିନରେ ଚାଲିଗଲା ୯ ବର୍ଷୀୟ ଝିଅର ଜୀବନ

ନୂଆପଡା: ଜନ୍ମ ଦିନ ହେଲା ମରଣ ଦିନ । ଚଢ଼ିଗଲା ଟ୍ରକ୍ । ଚାଲିଗଲା ୯ ବର୍ଷୀୟ ନାବାଳିକାର ଜୀବନ । ନୂଆପଡା ଜିଲ୍ଲା ଖଡିଆଳର ବୋଡେନ୍ ଛକ ନିକଟସ୍ଥ ଜାତୀୟ ରାଜପଥରେ ଆଜି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ଜଣେ ୯ ବର୍ଷୀୟ ନାବାଳିକା ପ୍ରାଣ ହରାଇଛି । ମୃତକଙ୍କ ନାଁ…

ବଜାରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା !

ଯାଜପୁର: ଯାଜପୁର ଜିଲା ବିଂଝାରପୁର ଅଂଚଳରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ । ଗତ କିଛି ଦିନ ଧରି ଏହି ଅଂଚଳରେ ପ୍ଳାଷ୍ଟିକ୍ ଅଣ୍ଡା କାରବାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଂଝାରପୁର ଚିକଣା ପଇରଖ ଗାଁରୁ ଆସିଛି ଏମିତି ଅଭିଯୋଗ । ଗାଁର ଚନ୍ଦ୍ରଶେଖର ମହାପାତ୍ର ପାଖ ଦୋକାନରୁ…

ବିଜେପିର ର୍ଭଚ୍ୟୁଆଲ ରାଲିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଆରମ୍ଭ ହେବ ବିଜେପିର ର୍ଭଚ୍ୟୁଆଲ ରାଲି । ଡିଜିଟାଲ କ୍ୟାମେନ୍ କରିବ ବିଜେପି । ମୋଦୀ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଏହି ଡିଜିଟାଲ ରାଲି ଆୟୋଜନ କରିବ । ତେବେ ଏହି ର୍ଭଚ୍ୟୁଆଲ ରାଲିକୁ ନେଇ ରାଜ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି । କରୋନା…

ଗୋଟିଏ ଦିନରେ ସର୍ବାଧିକ ୧୭୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଟେଷ୍ଟ ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ…

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ବେଳେ କ’ଣ ନିୟମ ପାଳିବେ ଜାଣନ୍ତୁ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ମୋହର ବାଜିଛି । ଏଥିସହ ଏହି ସଂଗୀତର ଗାନ ନେଇ କେତେକ ନିୟମ ଜାରି କରିଛନ୍ତି ସରକାର । ୧- କାନ୍ତକବିଙ୍କ ସଂପୂର୍ଣ୍ଣ ଗୀତଟି ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା। ୨- ଗାୟନର…

କୋଭିଡ କିଟ୍ ଦୁର୍ନୀତି, ଇସ୍ତଫା ଦିଅନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୁକାବିଲା ଉପକରଣ କିଣାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁରୁ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିବା ପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଦଳ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ…

ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶାକୁ ଫେରିଛନ୍ତି ୩ ଲକ୍ଷ ପ୍ରବାସୀ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ତିନି ଲକ୍ଷରୁ ଅଧିକ ଓଡିଆ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ୨୦୦ଥର ଚଳାଚଳ କରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି। ଉକ୍ତ…

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହେବା ପରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ…