Latest Odisha News

BREAKING NEWS

Browsing Category

ଫିଚର

ଏସିରୁ ବାହାରିଲା ୪୦ ସାପ

ମିରଟ: ଏଠାକାର ପାୱଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଦୟାନନ୍ଦ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏସି ଲାଗିଥିଲା । ସୋମବାର ରାତିରେ ପରିବାର ଲୋକ ଶୋଇବା ପାଇଁ ଗଲା ବେଳକୁ ଖଟ ଉପରେ ଗୋଟିଏ ସାପ ଚାଲୁଥିବା ଦେଖିଥିଲେ । ଖୋଜା ଖୋଜି କରିବାରୁ ଏସି ପାଇପରେ ଆଉ…

ବିଜେପି ଛାଡିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଛନ୍ତି ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ପାଇଁ ସମୟ ଦେଇ ପାରୁ ନ ଥିବା ସେ ଏହି ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ସେ…

ସ୍ନାନଯାତ୍ରା ବେଳେ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା…

ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ମୁକୁଳିଲେ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ଜେଲରୁ ମୁକୁଳିଛନ୍ତି । ତିହାର ଜେଲରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲେ । ଦଣ୍ଡ ସମୀକ୍ଷା ବୋର୍ଡ ନିକଟକୁ ମନୁଙ୍କ ନାମ ୬ଥର ଆସିଥିଲା । ଶେଷରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ତାଙ୍କୁ ମୁକ୍ତ କରିବା ପାଇଁ ମଂଜୁର…

ମନୋଜ ହଟିଲେ, ଆଦେଶ ଗୁପ୍ତା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିଲ୍ଲୀ, ଛତିଶଗଡ ଓ ମଣିପୁର ପ୍ରଦେଶ ଅଧ୍ୟକ୍ଷ ବଦଳାଇଛି । ମନୋଜ ତିୱାରୀଙ୍କ ସ୍ଥାନରେ ଦିଲ୍ଲୀ ଅଧ୍ୟକ୍ଷ ଦାୟିତ୍ୱ ଆଦେଶ କୁମାର ଗୁପ୍ତାଙ୍କୁ ଦେଇଛି । ସେହିପରି ଛତିଶଗଡରେ ବିଷ୍ଣୁଦେବ ସାଇ, ମଣିପୁରରେ ଟିକେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ପ୍ରଦାନ…

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସି ଭୋଟର ପକ୍ଷରୁ ‘ଷ୍ଟେଟ୍ ଅଫ୍ ଦି ନେସନ ୨୦୨୦ ମେ’ ସର୍ଭେ ପରେ ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । ସର୍ଭେରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୮୩ ଦଶମିକ ୯୬ ମତ ମିଳିଛି । ଲୋକପ୍ରିୟତା…

ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୧୯-୨୦ ର ଶେଷ ବର୍ଷ ପିଜି ପ୍ରୋଗ୍ରାମ ଛାତ୍ରଛାତ୍ରୀ ଙ୍କ ପାଇଁ ଅପେନ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଟାସ୍କଫୋର୍ସ ଏବଂ ପରୀକ୍ଷା ୱର୍କିଙ୍ଗ ଗ୍ରୁପର ପରାମର୍ଶ କ୍ରମେ ଶେଷ ନିଷ୍ପତି ନିଆଯିବାର…

ଆଜି ସନ୍ଧ୍ୟାରେ ଏହିସବୁ ଜିଲ୍ଲାରେ ବଜ୍ରପାତ ସହ ହେବ ଝଡ଼ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଯେଉଁସବୁ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ସେହିି ଜିଲ୍ଲାଗୁଡ଼ିକ ହେଲା –…

କିଡନୀ ରୋଗୀ କରୋନା ଆକ୍ରାନ୍ତ ହେବାରୁ କଲେ ଆତ୍ମହତ୍ୟା !

ଦିଲ୍ଲୀରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା  । ଦକ୍ଷିଣ ଦିଲ୍ଲୀର ବାତ୍ରା ହସପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ପୋଲିସର କହିବା ମୁତାବକ ଦିଲ୍ଲୀ ମିଠାପୁରରେ ରହୁଥିବା ୬୩ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ  ।  ଆଉ ଡାଏଲେସିସ୍ ଲାଗି ଗତ ମେ ୨୦ରେ…

ଗୋରିଲ୍ଲାଙ୍କ ସେଲ୍ଫି ନେବା ଶୈଳୀ ସମସ୍ତଙ୍କ ମନ କିଣୁଛି

ରୁମାନଗାବୋ: ଏବେ ସେଲ୍ଫି ନିଶା ସମସ୍ତଙ୍କୁ ଘାରିଛି । ଏଥିରୁ ମଣିଷ ସହିତ ରହୁଥିବା ପଶୁପକ୍ଷୀମାନେ କିପରି ବାଦ୍ ପଡିବେ । ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଭିରୁଙ୍ଗା ଜାତୀୟ ପାର୍କରେ । ସେଠାରେ ଅନାଥ ଗୋରିଲ୍ଲାଙ୍କ ଦାୟିତ୍ୱ ନେଇଛନ୍ତି ୩୯ ବର୍ଷୀୟ…