Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି…

ମାସ୍କ ନପିନ୍ଧିଲେ, ବାହାରେ ଛେପ ପକାଇଲେ ୫୦୦ଟଙ୍କା ଫାଇନ୍‌

ଭୁବନେଶ୍ୱର: ଜୁନ ମାସ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କହିଛନ୍ତି ରାଜ୍ୟ ସରକାର । ଜୁନ୍ ମାସରେ ହିଁ କରୋନା ଅଧିକ କାୟା ମେଲାଇବା ସମ୍ଭାବନା ରହିଛି । ତେଣୁ ଏହି ମାସରେ ଅଧିକ ସତର୍କ ରହିବାକୁ ପଡିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ମାସ୍କ…

ଆଜି ସନ୍ଧ୍ୟା ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା: ପାଣିପାଗ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସମ୍ବଲପୁର ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ଦିନ ବଜ୍ରପାତ ସହିତ ମଧ୍ୟମ ଧରଣର ବୃଷ୍ଟିପାତ ହେବ । ତେବେ ପାଣିପାଗ ସୂଚନା କେନ୍ଦ୍ର ରାଜ୍ୟ ଅନ୍ୟ କେତୋଟି ଜିଲ୍ଲା ଲାଗି ମଧ୍ୟ ସତର୍କ ସୂଚନା ପ୍ରଦାନ…

ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିନାହାଁନ୍ତି ରାଜ୍ୟ ସରକାର । ଅର୍ଥାତ୍ ପୂର୍ବଭଳି ସାରା ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ପ୍ରକାରର ସେବାକୁ ବନ୍ଦ ରଖାଯିବ । ୩୦ ଜୁନ୍…

ଆହୁରି ମାସେ ଯାଏଁ ଖୋଲିବନି ସପିଂ ମଲ୍‌, ମନ୍ଦିର

ଭୁବନେଶ୍ୱର: କେନ୍ଦ୍ର ସରକାର ଆସନ୍ତା ୮ ତାରିଖରୁ ମନ୍ଦିର ଖୋଲିବାକୁ ଗାଇଡଲାଇନ୍ ଜାରି କରିଥିବା ବେଳେ ରାଜ୍ୟ ସରକାର କିନ୍ତୁ କଟକଣା କଡାକଡି କରିଛନ୍ତି । ଜୁନ୍ ୩୦ ତାରିଖ ଯାଏ ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବ । ଅର୍ଥାତ୍ ଶ୍ରଦ୍ଧାଳୁଙ୍କ ପାଇଁ ଆହୁରି ମାସେ ଯାଏ ମନ୍ଦିରରେ ପୂଜାର୍ଚ୍ଚନା…

ଆମେରିକା ବର୍ହିବ୍ୟାପାର ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ :‘ଚୀନ ଦୀର୍ଘ ଦିନ ଧରି ଭାରତ ପାଇଁ ବିପଦ ସୃଷ୍ଟି କରୁଛି’

ୱାଶିଂଟନ: ଆମେରିକା ବର୍ହିବ୍ୟାପାର ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ବୟାନ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ସେ ସିଧାସଳଖ କହିଛନ୍ତି ଦୀର୍ଘ ଦିନ ଧରି ଭାରତ ପାଇଁ ଚୀନ ବିପଦ ସୃଷ୍ଟି କରୁଛି । ଭାରତକୁ ଅନ୍ୟ ଦେଶର ସହାୟତା ଆବଶ୍ୟକ । ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଜାପାନ ଏବଂ…

ଜୁନ୍ ୩୦ ଯାଏଁ ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ୍‌

ଭୁବନେଶ୍ୱର: କେନ୍ଦ୍ରର ଅନ୍‌ଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ । ଅଧିକ କରୋନା ସଂକ୍ରମିତ ୧୧ଟି ଜିଲ୍ଲାରେ ଆସନ୍ତା ମାସେ ପର୍ଯ୍ୟନ୍ତ ଅର୍ଥାତ ଜୁନ୍ ୩୦ ଯାଏଁ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଛି । ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର,…

ସୌରଶକ୍ତିରେ ପରିଚାଳିତ ହେବ ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ । ଏନେଇ ସୋମବାର ଦିନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ OREDA ଅଧିକାରୀ ବି ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ…

ଭୁବନେଶ୍ୱରରୁ ଆଜି ଗଡିବ ପ୍ରଥମ ସ୍ୱତନ୍ତ୍ର ଟ୍ରେନ୍‌, ଜାଣନ୍ତୁ ସମୟ…

ଭୁବନେଶ୍ୱର: ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ ସୋମବାର ଦିନ ପ୍ରାୟ ୬ ଟା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରିବ। ରେଳବାଇ ପକ୍ଷରୁ ସୋମବାର ଦିନ ଠାରୁ ୨୦୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଭୁବନେଶ୍ୱର-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ସ୍ପେଶାଲ…

ପୁଣି ମହଙ୍ଗା ହେଲା ରନ୍ଧନ ଗ୍ୟାସ; ଜାଣନ୍ତୁ ମୂଲ୍ୟ

ନୂଆଦିଲ୍ଲୀ: ବୋଝ ଉପରେ ନଳିତା ବିଡା । କରୋନା ସଙ୍କଟ ସାଙ୍ଗକୁ ମହଙ୍ଗା ମାଡ଼। ଦେଶର ତୈଳ ବଜାର ଏଚପିସିଏଲ, ବିପିସିଏଲ, ଆଇଓସି ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟରେ ଟ୍ୟାକ୍ସର ପରିମାଣ ଅଲଗା ଅଲଗା ରହିଥାଏ ତେଣୁ ଦାମରେ ମଧ୍ୟ…