Latest Odisha News

BREAKING NEWS

Browsing Category

ଫିଚର

ସିଏଚଏସଇର ଅଧ୍ୟକ୍ଷ ଭାବେ ଭୁପେନ୍ଦ୍ର ସିଂ ପୁନିଆଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ, ଭୁପେନ୍ଦ୍ର ସିଂ ପୁନିଆ ସୋମବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଅମରେନ୍ଦ୍ର ପଟ୍ଟନାୟକଙ୍କ…

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୫୬ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ଅନଲାଇନରେ ଆରମ୍ଭ ହେଲା ଯୁକ୍ତ +୨ ପରୀକ୍ଷାଖାତା ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠାରୁ ଅନଲାଇନରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ  । ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଅନଲାଇନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅଫଲାଇନରେ ହେବ ଖାତାଦେଖା । ଦୁଇଟି ସିଫ୍ଟରେ ଖାତା ଦେଖା ହେବାକୁ ଥିବା ବେଳେ ପ୍ରଥମ…

ପାକିସ୍ତାନ ଆଇଏସଆଇର ୨ ଏଜେଂଟ ଗିରଫ

ନୂଆଦିଲ୍ଲୀ:ପାକିସ୍ତାନର ଦୁଇ ଆଇଏସଆଇ ଏଜେଂଟ ଦିଲ୍ଲୀରେ ଧରାପଡିଛନ୍ତି । ସେମାନେ ପାକିସ୍ତାନ ହାଇ କମିଶନଙ୍କ ଭିଜା ଆସିଷ୍ଟାଂଟ ଭାବେ ଆସି ଜାସୁସୀ କରୁଥିଲେ । ସେମାନଙ୍କ ନାମ ହେଲା ଆବିଦ ହୁସେନ ଓ ତାହିର ଖାନ୍ । ଜାଲ୍ ଭାରତୀୟ ପରିଚୟପତ୍ର ନେଇ ଦିଲ୍ଲୀରେ ତଥ୍ୟ ସଂଗ୍ରହ କରୁଥିବା ବେଳେ…

ଖୋର୍ଦ୍ଧାରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ପ୍ରଶାସନ । https://twitter.com/DMKhordha/status/1267106561631178753?s=19…

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ…

ଆମେରିକାର ୪୦ ସହରରେ କର୍ଫ୍ୟୁ, ହ୍ୱାଇଟ ହାଉସ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ଟ୍ରମ୍ପଙ୍କୁ ନିଆଗଲା

ୱାଶିଂଟନ: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ଘଟଣା ନେଇ ବିକ୍ଷୋଭ ତୀବ୍ର ରୂପ ଧାରଣ କରିଛି । ରିପୋର୍ଟ ମୁତାବକ ୪୦ ସହରରେ କର୍ଫ୍ୟୁ ଲଗାଯାଇଛି । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡିଲା । ପରିସ୍ଥିତି…

ସମୁଦ୍ର ସେତୁ ଅଭିଯାନ: ଶ୍ରୀଲଙ୍କାରୁ ତାମିଲନାଡୁ ଫେରୁଛନ୍ତି ୭୦୦ ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନା ଆରମ୍ଭ କରିଛି ସମୁଦ୍ର ସେତୁ ଅଭିଯାନର ଆଗାମୀ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଧରି…

ଓଡ଼ିଶାର ଏହି ଚାରି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା

ଭୁବନେଶ୍ୱର: ସୋମବାର ଦିନ ଓଡିଶାର ଗଜପତି, ରାୟଗଡା, ମୟୂରଭଞ୍ଜ ଏବଂ କେନ୍ଦୁଝର ଆଦି ଚାରି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, କୋରାପୁଟ, ଗଜପତି, ଗଞ୍ଜାମ କନ୍ଧମାଳ, ନୁଆପଡା,ବାଲେଶ୍ଵର, ସୋନପୁର, ବୌଦ୍ଧ ଏବଂ…

ଆଜିଠୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ଅନେକ ଦିନର ବ୍ୟବଧାନ ପରେ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ (ଭିଏସଏସ) ବିମାନବନ୍ଦରରୁ ସୋମବାର ଠାରୁ ଆଲିଆନ୍ସ ଏୟାର ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଲିଆନ୍ସ ପକ୍ଷରୁ ଏକ ବିମାନ ଆଜି ସକାଳ ପ୍ରାୟ ୭ଟା ୩୫ମି.ରେ ଝାରସୁଗୁଡାରେ ପହଞ୍ଚିଥିଲା ।…