Latest Odisha News

BREAKING NEWS

Browsing Category

ଫିଚର

ସଂକ୍ରମଣରେ ୮ମ ସ୍ଥାନରେ ଭାରତ: ୧ ଲକ୍ଷ ୯୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ବେକାବୁ ହେଉଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣରେ ଅନ୍ୟ ଦେଶକୁ ପଛରେ ଛାଡି ୮ମ ସ୍ଥାନରେ ପହଞ୍ଚିଛି ଭାରତ। ଯାହା ନିହାତି…

ଆଜିଠୁ ଚାଲିବ ୨୦୦ଟି ସ୍ୱତନ୍ତ୍ର ଟ୍ରେନ; ଯାତ୍ରା କରିବେ ୧.୪୫ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆଜି ଠାରୁ ଆଂଶିକ ଭାବେ ଆରମ୍ଭ ହେଉଛି ରେଳବାଇ ସେବା । ପ୍ରଥମ ଦିନରେ ୨୦୦ ଟ୍ରେନ ଚଳାଚଳ କରିବ ଏବଂ ଏଥିରେ ୧.୪୫ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଟ୍ରେନଗୁଡ଼ିକର ତାଲିକା ଏବଂ ତତସଂଲଗ୍ନ ସୂଚନା ନିମ୍ନରେ ଦିଆଯାଇଛି। ଶ୍ରମିକ ସ୍ପେଶାଲ ଟ୍ରେନ ଓ…

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ…

ବଢ଼ିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଲାଗି ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି  । ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନରେ ଶେଷ ତାରିଖ ମେ ୩୧ ରହିଥିଲା  । ତାହାକୁ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ…

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ପୋଷ୍ଟର ଭାଇରାଲ ଘଟଣା, ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ । ଆଜି ସକାଳେ ବାଲେଶ୍ୱର ସହରର ଅନେକ କାନ୍ଥବାଡରେ ଏଭଳି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିସହ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଏହି ଘଟଣା ଜଣାପଡିବା ପରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୫…

ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ସିଂହ ମହାରାଜଙ୍କୁ କରୋନା

ଡେରାଡୁନ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂହ ମହାରାଜ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସତପାଲ୍ କରୋନା ସଂକ୍ରମିତ…

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି ଏବଂ ଆମେ ଦୁଇ ଜଣ ଖୁବ୍…

ସୋମବାରଠୁ ଦେଶରେ ଗଡିବ ୨୦୦ ଟ୍ରେନ୍‌, କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଜୁନ୍ ୧ ରୁ ଅର୍ଥାତ ସୋମବାରଠାରୁ ଦେଶରେ ୨ଶହ ଟ୍ରେନ୍ ଗଡିବ । ପ୍ରଥମ ଦିନରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ଏବେ ସୁଦ୍ଧା ଜୁନ ୧ ରୁ ଜୁନ ୩୦ ପର୍ଯ୍ୟନ୍ତ ୨୬ ଲକ୍ଷ ଯାତ୍ରୀ ଆଗୁଆ ସିଟ୍ ରିଜରଭେସନ କରି ସାରିଛନ୍ତି। ତେବେ ରେଳ ଯାତ୍ରୀଙ୍କ ପାଇଁ କେତେକ ଗାଇଡଲାଇନ୍ ଜାରି…

୧୬ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ । ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଝାଡଖଣ୍ଡ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ମୟୂରଭଂଜ, କେନ୍ଦୁଝର ଓ…