Latest Odisha News

BREAKING NEWS

Browsing Category

ଫିଚର

ଚିରନିଦ୍ରାରେ ମାଆ, ଉଠାଇବାକୁ ଚେଷ୍ଟା କରୁଛି ପୁଅ

ପାଟନା: ରେଳ ଷ୍ଟେସନର ପ୍ଲାଟଫର୍ମରେ ନିଶବ୍ଦ ହୋଇ ପଡିଛି ମାଆ । ଦେଢ ବର୍ଷର ପୁଅର ପାଟି ଖୋଲୁନି, ତଥାପି ମାଆକୁ ଉଠାଇବାକୁ ଚେଷ୍ଟା କରିଚାଲିଛି । ବୋଧହୁଏ ମାଆକୁ ବୁଝାଇବାକୁ ଚେଷ୍ଟା କରୁଛି । ସମୟ ହୋଇଯାଇଛି, ଟ୍ରେନ୍ ଆସିଗଲାଣି ଆମକୁ ଫେରିବାକୁ ହେବ । ମାଆ ଘୋଡାଇଥିବା ଚାଦରକୁ ବାରମ୍ବାର…

ଚୀନ ନରମିଲା, ସୀମାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ବେଜିଂ: ଲଦାଖ ଓ ଉତର ସିକ୍କିମ ସୀମାରେ ଉପୁଜିଥିବା ସୀମା ବିବାଦ ନେଇ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଥିଲେ । ଭାରତ ପଛଘୁଂଚା ନ ଦେବାରୁ ଚୀନ ବୁଧବାର ନରମିଛି । ସୀମାରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି । ଆଲୋଚନା ଓ ବୁଝାମଣା ମାଧ୍ୟମରେ ଏହାର ସମାଧାନ ରାସ୍ତା ବାହାର…

୪ ଦିନ ହେବ ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ

ଡେରାଡୁନ୍‌: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ୪ ଦିନରୁ ଅଧିକ ହେବ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । କରୋନା ସଂକଟ ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିର ପ୍ରଚଣ୍ଡ ତାଣ୍ଡବ ଚାଲିଛି । ଆକଶରୁ ନିଆଁ ବର୍ଷା ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର…

ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ପିହୁ ନିର୍ଦ୍ଦେଶକ

ପାଟନା: ଲକଡାଉନ ଅବସରରେ ଅସୁସ୍ଥ ବାପାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ଦରଭଙ୍ଗା ଆଣିଥିବା ଜ୍ୟୋତି କୁମାରୀଙ୍କ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଇକେଲ ଗର୍ଲ ଜ୍ୟୋତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ପିହୁ ନିର୍ଦ୍ଦେଶକ ବିନୋଦ କାପାଡୀ ଘୋଷଣା କରିଛନ୍ତି । ଜ୍ୟୋତି…

ପୁରୀ ଶ୍ରୀମନ୍ଦିର ଚାରିପାଖରେ ଲାଗିଲା ୪ଟି ଷ୍ଟାଣ୍ଡିଂ ସାନିଟାଇଜର୍ ମେସିନ୍‌

ପୁରୀ: 'ରୋଟାରୀ କ୍ଲବ ଅଫ୍ ଶ୍ରୀଜଗନ୍ନାଥଧାମ' ତରଫରୁ ଆଜି ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ବାରରେ ୪ ଗୋଟି ଷ୍ଟାଣ୍ଡିଙ୍ଗ ସାନିଟାଇଜର ଯନ୍ତ୍ର ଯୋଗାଇ ଦିଆଯାଇଛି। ମନ୍ଦିର ଭିତରକୁ ଯିବାବେଳେ ବିନା ସ୍ପର୍ଶ ରେ ହାତରେ ସାନିଟାଇଜର ଲଗାଇବାର ସୁବିଧା କରାଯାଇଅଛି। ଅଧିକ ପଢନ୍ତୁ: …

ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ବିରୋଧୀ ଲଢେଇରେ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଯୋଦ୍ଧା ଭଳି ନିଜକୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ଚେତାଇ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।…

ସୋସିଆଲ ମିଡିଆରେ କଂଗ୍ରେସ କରିବ ‘ସ୍ପିକ୍ ଅପ ଇଣ୍ଡିଆ’

ଭୁବନେଶ୍ୱର:ସୋସିଆଲ ମିଡିଆରେ ୫୦ ଲକ୍ଷ ଦେଶବାସୀଙ୍କ ସହ ଯୋଡିହେବ କଂଗ୍ରେସ । ଆସନ୍ତାକାଲି ଦଳ ପକ୍ଷରୁ ଆରମ୍ଭ ହେଉଛି ସ୍ପିକ୍ ଅପ ଇଣ୍ଡିଆ କାର୍ଯ୍ୟକ୍ରମ । ଏଥିରେ ପ୍ରତି ନିର୍ବାଚନ ମଣ୍ଡଳୀର ୧୦ରୁ ୧୫ ହଜାର ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ପିସିସି ସଭାପତି କହିଛନ୍ତି,…

ସ୍ନାନଯାତ୍ରା: ୧୦ଟି ନିଯୋଗ କରିବେ ନୀତି, ଟେଷ୍ଟ୍ ଲାଗି ୭୫ ସେବକଙ୍କଠୁଁ ସ୍ୱାବ୍ ସଂଗ୍ରହ

ପୁରୀ: ମହାମାରୀ କରୋନା ଜିନିତ କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କମ ସଂଖ୍ୟକ ଦଇତାପତିଙ୍କ ସମେତ ଅନ୍ୟ ୧୦ ଟି ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବକ ମାନେ ନୀତି ସମ୍ପନ୍ନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ: ପୁଣି ଝଲସିବ…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…

ସକାଳେ ୭୬ ଆକ୍ରାନ୍ତ, ଅପରାହ୍ଣରେ ୭୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବା ବେଳେ ଅପରାହ୍ôଣରେ ଆସିଛି ଆଶ୍ୱସ୍ତିର ଖବର । ଆଜି ସୁସ୍ଥ ହୋଇଛନ୍ତି ଆଉ ୭୯ ଜଣ ଆକ୍ରାନ୍ତ । ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ…