Latest Odisha News

BREAKING NEWS

Browsing Category

ଫିଚର

ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ କେନ୍ଦ୍ରର ନୁହେଁ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ରଥ ନିର୍ମାଣ କି ରଥଯାତ୍ରା ହେବ କି ନାହିଁ ସେ ନେଇ ନିଷ୍ପତି ହୋଇନିି । ତେବେ ଏହାରି ଭିତରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରଥଯାତ୍ରା…

ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ, ମୋଟ ସଂଖ୍ୟା ୧୭୮କୁ ବୃଦ୍ଧି

ଭୁବନେଶ୍ୱର : ବୁଧବାର ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେପଟେ ବାଲେଶ୍ୱର ଜିଲ୍ଲାରେ ଏହି ୨୫ ଛୁଇଁଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ଚିହ୍ନଟ କରୋନା…

ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ କେନ୍ଦ୍ରର ଅନୁମତି ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରସିଦ୍ଧ ପୁରୀ ରଥ ଯାତ୍ରା ପାଇଁ ରଥ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଉ ଏକ ନୂଆ ମୋଡ଼ ନେଇଛି । ରଥ ନିର୍ମାଣ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି। ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ଗଜପତି…

କାମାକ୍ଷା ନଗରରେ ବାଣ ବିସ୍ଫୋରଣରେ ୨ ନାବାଳକ ମୃତ, ଜଣେ ଗୁରୁତର

ଢେଙ୍କାନାଳ : କାମାକ୍ଷା ନଗର ସୋଗର ଗାଁରେ ଅଗ୍ନିକାଣ୍ଡରୁ ବାଣ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଆଜି ଗାଁର ସରୋଜ କୁମାର ସାହୁଙ୍କ ଘରେ ହଠାତ୍ ନିଆ ଲାଗି ଯାଇଥିଲା । ଏହି ସମୟରେ ଘରେ ଗଚ୍ଛିତ ଥିବା ବାଣ ବିସ୍ଫୋରଣ ଘଟି ଘରର ଛାତ ଖସି ପଡିଥିବା ସ୍ଥାନୀୟ…

ସ୍ୱରାଜ୍ୟ ଫେରିବା ନେଇ ଚିନ୍ତାରେ ପ୍ରବାସୀ: ଟ୍ରେନ ସେବା ପ୍ରତ୍ୟାହାର କଲେ କର୍ଣ୍ଣାଟକ ସରକାର

ଭୁବନେଶ୍ୱର: କର୍ଣ୍ଣାଟକରେ ଫସିଥିବା ପ୍ରବାସୀମାନଙ୍କୁ ନେଇ ନିଜ ରାଜ୍ୟକୁ ଫେରିବାକୁ ଥିବା ସମସ୍ତ ଟ୍ରେନକୁ ବାତିଲ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମେ ୬ ତାରିଖ ବୁଧବାର ଠାରୁ କାର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ସହରକୁ ପଠାଇବା ନିମନ୍ତେ ଆୟୋଜନ ହୋଇଥିବା…

ବିଜେଡି ନେତା ସୁବାସ ଚୌହ୍ୱାନ ଗୁରୁତର, ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘରେ ଥିବା ବେଳେ ସେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ପରିବାର ପକ୍ଷରୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିବା…

ଇଟାଲୀ ଉଦ୍ଭାବନ କଲା କୋଭିଡ୧୯ ଟୀକା: ମଣିଷ ଦେହରେ କାମ କରୁଥିବା ନେଇ ଦୃଢୋକ୍ତି ପ୍ରକାଶ !

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନା ଟୀକା ଉଦ୍ଭାବନ କରିଥିବା ଦାବି କରିଛି ଇଟାଲୀ । ଏହା ପୃଥିବୀର ପ୍ରଥମ କରୋନାଭାଇରସ୍ ଟିକା ଯାହା ସଫଳତାର ସହ ସହ ମଣିଷ ଉପରେ କାର୍ଯ୍ୟ କରୁଥିବା ଦାବି କରିଛି ଇଟାଲୀ। ଇଟାଲୀର ଏକ ନ୍ୟୁଜ ଏଜେନ୍ସି ଏଏନଏସଏ ରେ ଏହି ଖବର ପ୍ରକାଶିତ ହୋଇଛି ।…

ରାଜ୍ୟରେ ୧୭୭ ଛୁଇଁଲା ମାମଲା: କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜାଣନ୍ତୁ

ଭୁବନେଶ୍ୱର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା ଭୂତାଣୁ । ରାଜ୍ୟର ୧୬ ଟି ଜିଲ୍ଲାରେ ଏହା ନିଜର କାୟା ବିସ୍ତାର କରିଛି । ଏହା ମଧ୍ୟରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଓଡ଼ିଶାର କେଉଁ ଜିଲ୍ଲାରେ କେତେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆସନ୍ତୁ ଜାଣିବା..…

କରୋନା ଅପଡେଟ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩ ହଜାର ନୂଆ ଆକ୍ରାନ୍ତ, ୧୨୬ ମୃତ !

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୯,୩୯୧ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । Total number of…

ପଜିଟିଭ ଚିହ୍ନଟ ହୋଇଛନ୍ତି ଗଞ୍ଜାମର ୪ ସୁରତ ଫେରନ୍ତା; ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଲା

ବ୍ରହ୍ମପୁର: ସୀମା ସିଲ ତଥା ସର୍ବସାଧାରଣରେ ଛେପ ପକାଇବା ଉପରେ ରୋକ ଲାଗିବାରେ ଗଞ୍ଜାମ ଥିଲା ପ୍ରଥମ ଜିଲ୍ଲା। କରୋନାଭାଇରସଠୁ ଜିଲ୍ଲାବାସୀଙ୍କୁ ଦୂରରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେଇଥିଲା ଏବଂ ସୁରତରୁ ପ୍ରବାସୀ ଓଡ଼ିଆ ଫେରିବା ପର୍ଯ୍ୟନ୍ତ ଏହା ସଫଳ…