Latest Odisha News

BREAKING NEWS

Browsing Category

ଫିଚର

ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବ ପ୍ରତିରକ୍ଷା ମନ୍ତ୍ରାଳୟ !

ନୂଆଦିଲ୍ଲୀ : କରୋନା ମହାମାରୀ ଭାରତୀୟ ସେନାର ଆଧୁନିକୀକରଣକୁ ଗୁରୁତର ଭାବେ ପ୍ରଭାବିତ କରିବ ।  ପୂର୍ବରୁ ଯୋଜନା କରାଯାଇଥିବା ଯୁଦ୍ଧାସ୍ତ୍ର ଖରିଦକୁ ସ୍ଥଗିତ ରଖିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନ୍ତର୍ଗତ ମିଲିଟାରୀ ବ୍ୟାପାର ବିଭାଗ ପକ୍ଷରୁ ସେନା,…

ଗ୍ରୀଷ୍ମ ଋତୁକୁ ନେଇ ହେଉଥିବା ବ୍ୟବସାୟରେ ୩୦,୦୦୦ କୋଟି ଟଙ୍କା କ୍ଷତି ହେବ !

ନୂଆଦିଲ୍ଲୀ: କରୋନା ଭାଇରସ ଓ ଲକଡାଉନ ଯୋଗୁ ଗ୍ରୀଷ୍ମଋତୁକୁ ନେଇ ହେଉଥିବା ବ୍ୟବସାୟରେ ଏଥର ପ୍ରଚୁର ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ମୁତାବକ ଏ ବାବଦକୁ ୩୦,୦୦୦ କୋଟି ଟଙ୍କା କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡିବ । ଏସି, ଫ୍ରିଜ, ଥଣ୍ଡା ପାନୀୟ ଓ ଆଇସକ୍ରିମ…

କରୋନା ଭାଇରସ ପ୍ରଭାବ: କ୍ରିକେଟ ମ୍ୟାଚ ଖେଳିବା ବେଳେ ଲାଳରେ ବଲ ଚମକାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଆଗକୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ବେଳେ ଜଣେ ବୋଲର ଲାଳ କିମ୍ବା ଛେପ ବ୍ୟବହାର କରି ବଲ ଚମକାଇ ପାରିବ ନାହିଁ । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲର ମେଡିକାଲ କମିଟି ମୁଖ୍ୟ ପିଟର ହରକୋର୍ଟ ସୂଚନା ଦେଇଛନ୍ତି । କରୋନା ଭାଇରସ ନେଇ ଏହି ସତର୍କତା ଅବଲମ୍ବନ କରାଯିବ ।…

ଭଦ୍ରକରେ ପୁଣି ୪ ନୂଆ କରୋନା ପଜିଟିଭ ଚିହ୍ନଟ, ସମସ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ୍

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ପୁଣି ଚାରି ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧରୁ ତିହିଡି ବ୍ଲକର ଦୁଇ ଜଣ ଓ ଧାମନଗର ବ୍ଲକର ଦୁଇ ଜଣ ବ୍ୟକ୍ତି ରହିଥିବା ବେଳେ ସମସ୍ତେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା…

ଝଡ଼ର ଇଗଲ୍‌: ମୁଁ ପାଇଲଟ୍ ହେବି

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ପ୍ରସିଦ୍ଧ ଖୋର୍ଦ୍ଧା ଗାମୁଛାରୁ ତିଆରି ହେଲା ମାସ୍କ

ଭୁବନେଶ୍ୱର : କରୋନା ସଂକ୍ରମଣ ପରୀପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥି ସହିତ ହାତ ତିଆରି ମାସ୍କର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରୀ କପଡାରୁ ତିଆରି ମାସ୍କକୁ ଲୋକେ ବେଶ୍ ପସନ୍ଦ କରୁଥିବା ବେଳେ…

ସାବଧାନ ! ଏଟିଏମ୍‌ରୁ ୩ଜଣଙ୍କୁ କରୋନା ସଂକ୍ରମଣ, କ୍ୱାରେଣ୍ଟାଇନ୍‌ରେ ୨୮

ଗୁଜରାଟ: ବଡୋଦରାରେ ୩ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ କୋଭିଡ-୧୯ଟେଷ୍ଟ ପଜିଟିଭ ବାହାରିଛି । ମିଳିଥିବା ସୂଚନାରୁ ଜଣାପଡିଛି ତଦନ୍ତରୁ ଜଣାପଡିଛି ତିନିଜଣ ଯବାନ ଗୋଟିଏ ଦିନରେ ଗୋଟିଏ ଏଟିଏମ୍‌ରୁ ଟଙ୍କା ଉଠାଣ କରିଥିଲେ । ଯବାନଙ୍କର କୌଣସି ଯାତ୍ରା ଇତିହାସ ନଥିଲାବେଳେ…

କରୋନା ଅପଡେଟ: ଓଡ଼ିଶା ସମେତ, ଭାରତ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଦିନ ୨ ଟା ସୁଦ୍ଧା ୨୭, ୨୫,୪୮୭ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧, ୯୧, ୦୫୭ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୭,୪୫,୮୨୪ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ…

ଚିନ୍ତା ବଢ଼ାଉଛି କରୋନା: ନ୍ୟୁୟର୍କ ଚିଡିଆଖାନାରେ ପଜିଟିଭ ଚିହ୍ନଟ ହେଲେ ଆଉ ୭ ଜନ୍ତୁ

ନ୍ୟୁୟର୍କ: କରୋନାରେ କବଳିତ ସାରା ବିଶ୍ୱ। ସାରା ମାନବ ଜାତି ଏହି ସଙ୍କଟ ସମୟକୁ ସାମ୍ନା କରିଥିବା ବେଳେ ପଶୁ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି । ନ୍ୟୁୟର୍କର ବ୍ରୋନକ୍ସ ଚିଡିଆଖାନାରେ ପୁଣି ୭ ଟି ଜନ୍ତୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛି ୪ ବାଘ ଓ ୩ ସିଂହ…

ପଞ୍ଚାୟତ ଦିବସ ଅବସରରେ ‘ଇ-ଗ୍ରାମସ୍ୱରାଜ ପୋର୍ଟାଲ’ ଓ ମୋବାଇଲ ଆପ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଚାୟତ ରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସରପଞ୍ଚଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇ-ଗ୍ରାମସ୍ୱରାଜ ପୋର୍ଟାଲ (ପଞ୍ଚାୟତିରାଜ ପାଇଁ ସରଳୀକୃତ କାର୍ଯ୍ୟ ଭିତ୍ତିକ ଆକାଉଣ୍ଟିଂ ଆବେଦନ)…