Latest Odisha News

BREAKING NEWS

Browsing Category

ଫିଚର

ଗଞ୍ଜାମରେ କାଲିଠୁ କୋହଳ ହେବ କଟକଣା

ଗଞ୍ଜାମ: ଆସନ୍ତାକାଲିଠାରୁ ଗଂଜାମରେ କୋହଳ ହେବ କଟକଣା । ଏନେଇ ଗଂଜମା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କଟକଣାକୁ କୋହଳ କରାଯିବ । ତେବେ ବିନା ଅନୁମତିରେ କେହି ବାହାରକୁ ବାହାରି ପାରିବେ ନାହିଁ । ଅତି ଆବଶ୍ୟକ ଥିଲେ ଲୋକେ…

ଲକଡାଉନ ୨.୦: ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ କରିବେନି ଇ-କମର୍ସ କମ୍ପାନୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଥିବା ବେଳେ ଇ-ବାଣିଜ୍ୟ କମ୍ପାନୀ ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ଏକ ନୂତନ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ “ଇ-କମର୍ସ କମ୍ପାନୀ ଏବଂ ଇ-କମର୍ସ ଅପରେଟରଙ୍କ ଦ୍ୱାରା ବ୍ୟବହୃତ ହେଉଥିବା…

ଦିଲ୍ଲୀ: ଗୋଟିଏ ପରିବାରର ୩୧ ଜଣ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେଉଛି ମହାମାରୀ କରୋନା ଭୂତାଣୁ । ଏହାର ଭୟାବହତାକୁ ଅନୁଭବ କରି ସରକାର ଆଗାମୀ ମେ ମାସ ୩ ତାରିଖ ଯାଏଁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ତ୍ୱେ ମଧ୍ୟ ଭାରତରେ ଧୀରେ ଧୀରେ ଏହାର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୧୫ ହଜାର ୭୧୨…

ଲକଡାଉନ: କଟକର ଇଲେକ୍ଟ୍ରିସିଆନ ଓ ପ୍ଲମ୍ବରଙ୍କ ଯୋଗାଯୋଗ ନମ୍ବର ପ୍ରକାଶ କଲା ସିଏମସି

କଟକ: ଲକଡାଉନ ସମୟରେ ଜନସାଧାରଣଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ସେବାକୁ କୋହଳ କରିଛି କଟକ ମ୍ୟୁନିସିପାଲିଟି କର୍ପୋରେସନ୍ । କଟକ ମ୍ୟୁନିସିପାଲିଟି କର୍ପୋରେସନ କିଛି , ପ୍ଲମ୍ବର ଏବଂ ଏସି ଟେକ୍ନିସିଆନଙ୍କ ଯୋଗାଯୋଗ ବିବରଣୀ ପ୍ରକାଶ କରିଛି । ନିମ୍ନରେ ପ୍ରକାଶ କରାଗଲା…

ବାଲେଶ୍ଵରର ଏହିସବୁ ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ଵର: ବାଲେଶ୍ଵର ସହରରେ ଜଣେ ୫୮ ବର୍ଷ ବୟସ୍କ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହେବାର ଗୋଟିଏ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ତିନୋଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳଗୁଡିକୁ ଆସନ୍ତା ସାତ ଦିନ ପାଇଁ ସିଲ୍ କରାଯାଇଥିବା…

ହ୍ଵାଟ୍ସଆପରେ ଆସିଲା ଏହି ନୂଆ ଫିଚର୍ସ୍; ଆଜି ହିଁ କରନ୍ତୁ ଟ୍ରାଏ

ନୂଆଦିଲ୍ଲୀ: ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପକୁ ବ୍ୟବହାର କରୁଛନ୍ତି ୨ବିଲିୟନରୁ ଅଧିକ ଲୋକ। ଏହି ଲୋକପ୍ରିୟ ମେସେଜିଙ୍ଗ ଆପ କିଛି ନୂଆ ଫିଚର୍ସ ସହ ନିଜକୁ ଅପଡେଟ କରିଛି । ଫରୱାର୍ଡ ମେସେଜ ଉପରେ ରୋକ: ଫରୱାର୍ଡ ମେସେଜିଙ୍ଗ ହ୍ଵାଟ୍ସଆପ୍ ଚାଟିଂର ଏକ ଜରୁରୀ ଏବଂ ଆକର୍ଷଣୀୟ ଫିଚର୍ସ ଅଟେ।…

ଏହିସବୁ ମୋବାଇଲ କମ୍ପାନୀ ମେ ୩ ଯାଏଁ ବଢାଇଲେ ନିଜ ଉପଭୋକ୍ତାଙ୍କ ନମ୍ବରର ବୈଧତା

ନୂଆଦିଲ୍ଲୀ: କରୋନା ପାଇଁ ସାରଦେଶରେ ତାଲା । ଏହି ସଙ୍କଟ ସମୟରେ କିଛି ମୋବାଇଲ କମ୍ପାନୀ ନିଜ ଗ୍ରାହକଙ୍କ ପାଇଁ ଆଣିଦେଇଛନ୍ତି ଖୁସି ଖବର । ରିଲାଏନ୍ସ ଜିଓ, ଏୟାରଟେଲ, ବିଏସଏନଏଲ ଓ ଭୋଡାଫୋନ ଭଳି ମୋବାଇଲ କମ୍ପାନୀ ମାନେ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ନିଜ ପ୍ରିପେଡ୍ ସେବା…

ଭାରତରେ ୧୫ ହଜାର ଟପିଲା କରୋନା ମାମଲା; ୨୪ ଘଣ୍ଟାରେ ୧୩୩୪ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୧୫,୭୧୨  ଛୁଇଁଛି । ଗତ ୨୪ ଘଣ୍ଟାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର: ଅନ୍ୟ ପାଇଁ ରିଚାର୍ଜ କରି ପାଇପାରିବେ କମିଶନ, ଜାଣନ୍ତୁ କିପରି

ଭୁବନେଶ୍ଵର: ଦେଶ ସାରା ଲକଡାଉନ ଚାଲିଥିବା ବେଳେ ରିଲାଏନ୍ସ ଜିଓ ଏହାର ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ‘ଜିଓ ଆସୋସିଏଟ୍’ ନାମରେ ଏକ ସୁଯୋଗ ଆଣିଛି। ଏହି ସୁଯୋଗକୁ ଉପଯୋଗ କରି ଯେକୌଣସି ଜିଓ ଗ୍ରାହକ ଅନ୍ୟ ଜିଓ ଗ୍ରାହକଙ୍କ ପାଇଁ ରିଚାର୍ଜ କରିପାରିବେ ଓ ଘରେ ବସି କମିଶନ ବାବଦ ଅର୍ଥ…

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…